BADIA DALMA RECIPE


BADIA DALMA RECIPE||ବିନା ପିଆଜ ରସୁଣ ରେ ମନ୍ଦିର ବାଡିଆ ଡାଲମା

CUISION:- Indian,     COURCE:-Lunch,    SKILL LEVEL:- Beginner

BADIA DALMA RECIPE

********************************************************************************

BADIA DALMA RECIPE

TABLE OF CONTENTS:-

INGREDIENTS

METHOD

TIPS & TRICKS

TAGS

SOCIAL MEDIA LINK

FACEBOOK PAGE

 foodstoryss

PINTEREST

 foodstoryss

INSTAGRAM

 foodcrezy

TWITTER

 foodstoryss


ବାଡିଆ ଡାଲମା ପୁରୀ ରେ ପ୍ରସିଦ୍ଧ ହୋଇଥାଏ.ମନ୍ଦିର ରେ ଡାଲମା ବହୁତ ସ୍ୱାଦିଷ୍ଟ ହୋଇଥାଏ.ଓଡ଼ିଆ ମାନଙ୍କର

ଅଧିକାଂଶ  ଘରେ ବହୁତ ପ୍ରକାର ଡାଲମା ହୋଇଥାଏ.ଆଜି ମୁ ଅଲଗା ପ୍ରଣାଳୀ ରେ ଡାଲମା କରିବା ଶିଖେଇବି .

ଆପଣ ମାନେ ଏମିତି ପ୍ରଣାଳୀରେ ଥରେ  ଡାଲମା କରିକି ଘରେ ଖୁଆନ୍ତୁ .ଆଉ ମତେ comment ରେ

message କରିବେ କେମିତି ଲାଗିଲା.ମୁ ଏଥିରେ ମୁ ତିଆରି କରିଥିବା ଡାଲମା ମସଲା ଗୁଣ୍ଡ ପକେଇବି .

ଆପଣ ମାନେ ଯଦି ଡାଲମାମସଲା ଗୁଣ୍ଡ  ଘରେ ତିଆରି କରିବାକୁ ଚାଁହୁଥିବେ ତେବେ ତଳେ link ଦେଇଛି ସେ

 link ଉପରେ click କରିକି ଶିଖି ପାରିବେ.

DALMA MASALA POWDER:-LINK

 INGREDIENTS :-

*ଅଧା cup ହରଡ଼

*3ଚାମଚ ଅମୃତ ଭଣ୍ଡା (medium size କଟା ହେଇଥିବ )

*2ଚାମଚ ବିନ୍ସ /ନାଡୁକା

*ଅଧା cup ବୋଇତାଳୁ (medium size କଟା ହେଇଥିବ)

*1ଟା କଞ୍ଚା କଦଳୀ (medium size କଟା ହେଇଥିବ)

*2ଟା ଆଳୁ (2ଫାଳ କଟା ହେଇଥିବ )

*1ଟା ବାଇଗଣ (medium size କଟା ହେଇଥିବ)

*1ଟା ଗାଜର (medium size କଟା ହେଇଥିବ)

*1ଟା ଟମାଟୋ (2ଫାଳ କରିକି ନେବା)

* 1ଇଞ୍ଚ ଅଦା +2ଟା କଞ୍ଚା ଲଙ୍କା (ଛେଚିକି ନେବା )

*1ଚାମଚ ହଳଦୀ ଗୁଣ୍ଡ

*1ଟା ତେଜପତ୍ର

*1ଚାମଚ ଫୁଟଣ

*1ଚାମଚ ହିଙ୍ଗୁ

*2ଚାମଚ  ଘିଅ

*1ଚାମଚ ଲଙ୍କା ଗୁଣ୍ଡ

*1ଚାମଚ ଡାଲମା ମସଲା ଗୁଣ୍ଡ

*ଅଧା cup ନଡ଼ିଆ କୋରା

*1ଚାମଚ ଗୁଡ /ଚିନି

 METHOD :-

Step -1:-

ପ୍ରଥମେ ଅଧା cup ହରଡ଼ ଡାଲି କୁ ପାଣିରେ ଭଲସେ ଧୋଇଦେବେ .ଆଉ ପାଣି ଦେଇକି 15min

ଭେଦେଇ ଦେବା .

Step -2:-

ଏବେ ସବୁ ପରିବା କୁ ଭଲସେ ଧୋଇକି ଗୋଟେ ଜାଗାରେ ରଖିବା.

Step -3:-

ତାପରେ pressure -cooker ନେବା .ଆଉ ସେଥିରେ ସବୁ ପରିବା,1ଟା ଟମାଟୋ (2ଫାଳ କରିକି ନେବା),

1ଇଞ୍ଚ ଅଦା +2ଟା କଞ୍ଚା ଲଙ୍କା (ଛେଚିକି ନେବା ) ,ଭେଦା ହେଇଥିବା ହରଡ ଡାଲି,1ଚାମଚ ହିଙ୍ଗୁ,ଅଧା ଚାମଚ ଲୁଣ,

ଅଧା ଚାମଚ ହଳଦୀ ଗୁଣ୍ଡ,ପାଣି ଦେଇକି ଢ଼ାଙ୍କୁଣା ଦେଇଦେବା .ଆଉ ଗ୍ୟାସ ରେ ବସେଇଦେବା.

(ପରିବା ର ଗୋଟେ ଇଞ୍ଚ ଉପର ଯାଏ ପାଣିଦେବା).

Step -4:-

ଗ୍ୟାସ flame କୁ high କରିବା .ଗୋଟେ ସିଟି ମାରିବା ପରେ ଗ୍ୟାସ flame କୁ low flame କରିଦେବା

.5min ପରେ ଗ୍ୟାସ କୁ ବନ୍ଦ କରିଦେବା.

Step -5:-

pressure -cooker ର ସିଟି ବାହାରି ଗଲା ପରେ  ଢାଂକନା  ଖୋଲିବା.ସେଥିରେ 1ଚାମଚ ଡାଲମା ମସଲା ଗୁଣ୍ଡ ,

ଅଧା cup ନଡ଼ିଆ କୋରା, 1ଚାମଚ ଗୁଡ /ଚିନି ଦେବା ଆଉ ଭଲସେ ଗୋଳେଇ ଦେବା .ତାକୁ ଢାଙ୍କିଦେବା .

Step -6:-

ଗ୍ୟାସ ରେ କଢେଇ ବସେଇବା .ଭଲସେ ଗରମ ହେଲା ପରେ 2ଚାମଚ ଘିଅ ଦେବା .ଘିଅ ଭଲସେ melt ହେଲା

ପରେ ଗ୍ୟାସ flame କୁ low flame କରିଦେବା.

Step -7:-

1ଟା ତେଜପତ୍ର ,1ଚାମଚ ଫୁଟଣ,1ଚୁଟକୀ ହିଙ୍ଗୁ ପକେଇବା .ତାପରେ ଗ୍ୟାସ କୁ ବନ୍ଦ କରିବା

1 ଚାମଚ ଲଙ୍କା ଗୁଣ୍ଡ ଦେବା .

Step -8:-

ସେ ଛୁଙ୍କ ସବୁ କୁ pressure -cooker ରେ ଦେବା ସାଙ୍ଗେ ସାଙ୍ଗେ ଢାଙ୍କଣା ଦେଇଦେବା .ସେତେବେଳେ

 ଗୋଳେଇବାନି .5min ପରେ ଢାଂକନା ଖୋଲିକି ଗୋଳେଇ ଦେବା.

BADIA DALMA RECIPE
BADIA DALMA RECIPE
TIPS:-

*ପରିବା ସିଝେଇଲା ବେଳେ କଞ୍ଚା ଲଙ୍କା ଆଉ ଅଦା କୁ ଛେଚିକି ପକେଇବେ ,ତା ସ୍ୱାଦ ବହୁତ ଭଲ ଆସିଥାଏ .

ଅଦା ଆଉ କଞ୍ଚା ଲଙ୍କା କୁ କାଟିକି କିମ୍ଵା କୋରିକି ପକେଇବେନି.

*ହରଡ଼ ଡାଲି ଜାଗାରେ ଆପଣ ବୁଟ /ଚଣା ଡାଲି , ମୁଗ ଡାଲି,ମସୁର ଡାଲି ନେଇପାରିବେ .

*ଆପଣ ଚାହିଁଲେ ସବୁ ଡାଲି କୁ ମିସେଇକି ନେଇପାରିବେ.

*ଆପଣ ଚାହିଁଲେ ମାଟି ଆଳୁ ,ସାରୁ,କାଙ୍କଡ଼,ମୂଳା,ବିଟ ,ସୋୟାବିନ ନେଇପାରିବେ

*ଯେତେ ବେଳେ ଛୁଙ୍କ ଦେବେ pressure-cooker ପରିବା କୁ ଗରମ କରିବା ତା ଢଙ୍କାନା ଦେବେନି .

ଗରମ କରିକି ଛୁଙ୍କ ପକେଇଲେ ଭଲ ସ୍ୱାଦିଷ୍ଟ ହୋଇଥାଏ.

*ଆପଣ ଚାହିଁଲେ ଘିଅ ଜାଗାରେ ସୋରିଷ ତେଲ କିମ୍ବା ରିଫାଇନ ତେଲ ନେଇପାରିବେ.

*ଆପଣ ଫୁଟଣ ଜାଗାରେ ଖାଲି ଜିରା ପକେଇପାରିବେ.

TAGS :-

#SECRET BADIA DALMA RECIPE

#ବିନା ପିଆଜ ରସୁଣ ରେ ମନ୍ଦିର ବାଡିଆ ଡାଲମା

#foodstorys

BADIA DALMA RECIPE
BADIA DALMA RECIPE

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

foodstorys .com

 

 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1