DALMA MASALA POWDER

 

DALMA MASALA POWDER||ଡାଲମା ମସଲା ଗୁଣ୍ଡ

CUISION:- Indian,    SKILL LEVEL:- Beginner 

DALMA MASALA POWDER
DALMA MASALA POWDER

 ********************************************************************************

 DALMA MASALA POWDER

TABLE OF CONTENTS:-

INGREDIENTS

METHOD

TIPS & TRICKS

TAGS

 

SOCIAL MEDIA LINK

FACEBOOK PAGE

 

PINTEREST

 

INSTAGRAM

 

TWITTER

 

 

ସମସ୍ତଙ୍କ ଘରେ ପୂଜା ପର୍ବ ,ଓପାସ ଥିଲେ ଡାଲମା ନିହାତି ହୋଇଥାଏ.ମନ୍ଦିର ରେ ଡାଲମା ବହୁତ ସ୍ୱାଦ ହୋଇଥାଏ .

ମନ୍ଦିର ରେ ଯଉ ଡାଲମା ହୋଇଥାଏ ସେଥିରେ ଡାଲମା ମସଲା ଗୁଣ୍ଡ ଅଲଗା ପଡି ଥାଏ .

ଆଜି ମୁ ଡାଲମା ମସଲା ଗୁଣ୍ଡ ତିଆରି କରିବା ଶିଖେଇବି.ଏହି ଡାଲମା ମସଲା ଗୁଣ୍ଡ କୁ ଆପଣ ହବିଷ ଡାଲମା ,

ଘରେ ଯଉ ଡାଲମା କରିବେ ସେଥିରେ ପକେଇପାରିବେ ବହୁତ ସ୍ୱାଦିଷ୍ଟ ହୋଇଥାଏ.

 INGREDIENTS:-

*1cup  ଜିରା

*ଅଧା cup ଧନିଆ

*1ଚାମଚ ଗୋଲମରିଚ

*1ଚାମଚ ମେଥି

*1ଚାମଚ ଲବଙ୍ଗ

*3ଖଣ୍ଡ ଡାଳଚିନ

*1ଟା ବଡ କଳା ଗୁଜୁରାତି

*1ଚାମଚ ପାନ ମଧୁରୀ

*2ଟା ତେଜ ପତ୍ର

*4ଟା ଶୁଖିଲା ଲଙ୍କା

METHOD :-

Step -1:-

ପ୍ରଥମେ ଗ୍ୟାସ ରେ କଢେଇ ବସେଇବା ତାକୁ low flame କରିଦେବା .

Step -2:-

କଢେଇ ଭଲସେ ଗରମ ହେଲା ପରେ ସେଥିରେ 1cup  ଜିରା ,ଅଧା cup ଧନିଆ ,1ଚାମଚ ଗୋଲମରିଚ ,

1ଚାମଚ ମେଥି ,1ଚାମଚ ଲବଙ୍ଗ, 3ଖଣ୍ଡ ଡାଳଚିନ, 1ଟା ବଡ କଳା ଗୁଜୁରାତି ,1ଚାମଚ ପାନ ମଧୁରୀ ,

2ଟା ତେଜ ପତ୍ର କୁ ଦେବା .ଆଉ 4min ଭାଜିବା.

DALMA MASALA POWDER
DALMA MASALA POWDER
 Step -3:-

4min ପରେ 4ଟା ଶୁଖିଲା ଲଙ୍କା ଦେବା 2min ଭାଜିବା.ତାପରେ ଗ୍ୟାସ ବନ୍ଦ କରିଦେବା.ଆଉ

କଢେଇକୁ ଆଉ ଗୋଟେ side ରେ ରଖିବା .ଭଲସେ ଥଣ୍ଡା କରିବା.

Step -4:-

ଭଲସେ ଥଣ୍ଡା ହେଲା ପରେ ସେ ସବୁ ମସଲା କୁ grinder ଜାର ରେ ଦେବା.ଆଉ ଭଲସେ grinding

କରିଦେବା.

Step -5:-

Grinding କରିକି ତାକୁ ଭଲସେ ଥଣ୍ଡା କରିବା ତାପରେ ତାକୁ ଗୋଟେ ସଫା ଡବା ରେ ରଖିବା.

ଏହାକୁ 15ଦିନ ଯାଏ ବ୍ୟବହାର କରିପାରିବେ .ତା ପରେ ଆଉ ଥରେ ତିଆରି କରିପାରିବେ.

 TIPS:-

*ଯେତିକି ପରିମାଣ ରେ କହିଛି ସେତିକି ପରିମାଣ ରେ ନେବେ ବେଶୀ ପରିମାଣ ପକେଇବେନି

ଗରମ ମସଲା ଗୁଣ୍ଡ ହେଇଯିବ.

*ଗ୍ୟାସ ରେ ଭାଜିଲା ବେଳେ ଗ୍ୟାସ flame କୁ ସବୁ ବେଳେ low flame ରେ ରଖିବା.

*ମସଲା ଭାଜିଲା ବେଳେ ବେଶୀ ସମୟ ଭାଜିବେନି,ନହେଲେ ପିତା ଲାଗିବ. 

*ଯଦି ବଡ କଲା ଗୁଜୁରାତି ଯଦି ନଥିବ 2ଟା ଛୋଟ ଗୁଜୁରାତି ପକେଇପାରିବେ

TAGS :-

#DALMAMASALA POWDER

#ଡାଲମାମସଲା ଗୁଣ୍ଡ

#ମନ୍ଦିରଡାଲମା ମସଲା ଗୁଣ୍ଡ

#masalarecipe

#foodstorys

            PLEASE LIKE, COMMENT, SHARE AND SUBSCRIBE .

           THANK YOU^^^^^^^^-----------^^^^^^^^^

                             foodstorys in

 

 


Post a Comment

0 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1