KURMUR PUMPKIN POKODA

 

KURMUR PUMPKIN POKODA||ବୋଇତାଳୁ ପକୋଡା

 CUISION:- Indian,     COURCE:-breakfast    SKILL LEVEL:- Beginner 

 

KURMUR PUMPKIN POKODA
KURMUR PUMPKIN POKODA
*************************************************************************************************

 KURMUR PUMPKIN POKODA

TABLE OF CONTENTS:-

INGREDIENTS

METHOD

TIPS & TRICKS

TAGS

SOCIAL MEDIA LINK

FACEBOOK PAGE

 foodstorys

PINTEREST

 foodstoryss

INSTAGRAM

 foodcrezy

TWITTER

 foodstoryss

ଅଧିକାଂଶ ଲୋକ ବୋଇତାଳୁ ଖାଇବାକୁ ପସନ୍ଦ କରିନଥାନ୍ତି .ଆଜି କାଲି ସମସ୍ତେ ପକୋଡା ଖାଇବାକୁ

ପସନ୍ଦ କରୁଛନ୍ତି.ଆଜି ମୁ ବୋଇତାଳୁ ରେ ପକୋଡା ତିଆରି  କରିବା ଶିଖେଇବି .

 

ଆପଣ ଯଦି ବୋଇତାଳୁ ବୋଇତାଳୁ ସୁପ ଶିଖିବାକୁ ଚାଁହୁଥିବେ ତେବେ ତଳେ LINK ଦେଇଛି ,

ସେ LINK ଉପରେ CLICK କଲେ ଦେଖିପାରିବେ .

PUMPKIN SOUP RECIPE:-LINK

ମୁଁ ଆଶା କରୁଛି ଏହି recipe ଆପଣ ମାନଙ୍କୁ ଭଲ ଲାଗିବ .ଏବେ ଚାଲନ୍ତୁ ଶିଖିବା ଘରେ

ବୋଇତାଳୁ ପକୋଡା  କରିବା      .

 

 INGREDIENTS :-

 

*1cup  ବୋଇତାଳୁ (କୋରିକି ନେବା)

*1ଟା ପିଆଜ (ଛୋଟ ଛୋଟ କଟା ହେଇଥିବ )

*ଅଧା cup  ବେସନ

*1ଚାମଚ ଚାଉଳ ଗୁଣ୍ଡ

*2ଚାମଚ ଅଦା ରସୁଣ ପେଷ୍ଟ

*1ଛୋଟ ଚାମଚ ଲଙ୍କା ଗୁଣ୍ଡ

*ଅଧା ଚାମଚ ଜୁଆଣି (ହାତରେ ଦଳିକି ନେବା)

*1ଚାମଚ ଜିରା

*1ଚମଚ କଳା ଜିରା

*ଅଧା ଚାମଚ ଗରମ ମସଲା ପାଉଡର

*ଅଧା ଚାମଚ ଚିକେନ ମସଲା ଗୁଣ୍ଡ

*7ଟା ଭୁର୍ସୁଙ୍ଗା ପତ୍ର (ଛିଣ୍ଡେଇକି ନେବେ )

*ଅଧା ଚାମଚ ରାଶି /ଖସା

*ସ୍ୱାଦ ଅନୁସାରେ ଲୁଣ

*ଛାଙ୍କିବା ପାଇଁ ଯେତିକି  ରିଫାଇନ ତେଲ ଦରକାର

 

METHOD :-

 Step -1:-

ପ୍ରଥମେ ବୋଇତାଳୁ କୁ ଭଲସେ ଧୋଇଦେବା . ତା ଚୋପା ଛଡେଇଦେବା ଆଉ ତା ମଞ୍ଜି ବାହାର କରିଦେବା .ଆଉ ବୋଇତାଳୁ କୁ କୋରିକି ଗୋଟେ ଜାଗାରେ ରଖିବା .

KURMUR PUMPKIN POKODA
KURMUR PUMPKIN POKODA
 Step -2:-

ଏବେ ଗୋଟେ ବଡ ଜାଗା ନେବା ,ସେଥିରେ କୋରିକି ରଖିଥିବା ବୋଇତାଳୁ,

1ଟା ପିଆଜ (ଛୋଟ ଛୋଟ କଟା ହେଇଥିବ ),ଅଧା cup  ବେସନ,1ଚାମଚ ଚାଉଳ ଗୁଣ୍ଡ,

2ଚାମଚ ଅଦା ରସୁଣ ପେଷ୍ଟ,1ଛୋଟ ଚାମଚ ଲଙ୍କା ଗୁଣ୍ଡ,ଅଧା ଚାମଚ ଜୁଆଣି (ହାତରେ ଦଳିକି ନେବା),

1ଚାମଚ ଜିରା,1ଚମଚ କଳା ଜିରା ,ଅଧା ଚାମଚ ଗରମ ମସଲା ପାଉଡର,ଅଧା ଚାମଚ ଚିକେନ ମସଲା ଗୁଣ୍ଡ,

7ଟା ଭୁର୍ସୁଙ୍ଗା ପତ୍ର (ଛିଣ୍ଡେଇକି ନେବେ ),ଅଧା ଚାମଚ ରାଶି /ଖସା,ସ୍ୱାଦ ଅନୁସାରେ ଲୁଣ ପକେଇକି ଭଲସେ

ଗୋଳେଇ ଦେବା .ଯେମିତି ବିଣ୍ଡା ରହିବନି .

(ଏଥିରେ ଜମା ପାଣି ଦେବେନି ).

KURMUR PUMPKIN POKODA
KURMUR PUMPKIN POKODA 

 
KURMUR PUMPKIN POKODA
KURMUR PUMPKIN POKODA

Step -3:-

ଗ୍ୟାସ ରେ କଢେଇ ବସେଇବା ଆଉ ଛାଙ୍କିବା ପାଇଁ ଯେତିକି ରିଫାଇନ ତେଲ ସେତିକି ନେବା

ଆଉ ଭଲସେ ଗରମ କରିବା ,

Step -4:-

ତେଲ ଭଲସେ ଗରମ ହେଲା ପରେ ଗ୍ୟାସ flame କୁ low flame କରିଦେବା .

 Step -5:-

 ଏବେ ସେଥିରେ ବୋଇତାଳୁ ଯଉ ଗୋଳେଇକି ରଖିଥିଲେ ସେଥିରୁ ଅଳପ ଅଳପ ନେଇକି ତେଲ ରେ

 ଛାଙ୍କିବା.ଭଲସେ light brown ହେଇଗଲେ ତାକୁ ଗୋଟେ ଜାଗା କୁ ବାହାର କରିଦେବା .

KURMUR PUMPKIN POKODA
KURMUR PUMPKIN POKODA

 

KURMUR PUMPKIN POKODA
KURMUR PUMPKIN POKODA

ଏବେ ଆପଣଙ୍କ ବୋଇତାଳୁ ପକୋଡା ହେଇଗଲା .ଏହାକୁ ଟମାଟୋ sauce ଦେଇକି ଖାଇପାରିବେ ,

ଆପଣଙ୍କ ମନ ପସନ୍ଦ ସହ ଲଗେଇକି ଖାଇପାରିବେ .

TIPS:-

*ଆପଣ ଯଦି ବୋଇତାଳୁ କୁ କୋରିବାକୁ ଚାଁହୁନଥିବେ ,ତେବେ ବୋଇତାଳୁ କୁ ପୁରା ଛୋଟ ଛୋଟ କାଟିକି

ନେଇପାରିବେ.

*ଯଦି ଚାଉଳ ଗୁଣ୍ଡ ନଥିବ ତେବେ 1ଚାମଚ cornflour powder ନେଇପାରିବେ .ଯଦି

 cornflour powder ନଥିବ ତେବେ 2ଚାମଚ ସୁଜି ନେଇପାରିବେ .ଯଦି ସୁଜି ନଥିବ ତେବେ 

1ଚାମଚ ମଇଦା ନେଇପାରିବେ.

*ଆପଣ ଚାହିଁଲେ 1ଟା ଅଣ୍ଡା ପକେଇକି ଭଲସେ ଗୋଳେଇକି କରିପାରିବେ .

*ଆପଣ ଯଦି ଛାଙ୍କିବାକୁ ଚାଁହୁନଥିବେ ,ତେବେ ତାୱା ରେ ଅଳପ ତେଲ ଦେଇକି shallow fry  କରିପାରିବେ .

*ଆପଣ ଚାହିଁଲେ 1ଚୁଟକୀ ବେକିଙ୍ଗ ସୋଢା ପକେଇପାରିବେ .

TAGS :-

#KURMUR PUMPKIN POKODA

#ବୋଇତାଳୁ ପକୋଡା

#crispy pumpkin ପକୋଡା

#foodstorys

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

www.foodstorys.in

 

 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1