PUMPKIN KHATA RECIPE

 

 

PUMPKIN KHATA RECIPE||ବୋଇତାଳୁ ଖଟା

CUISION:- Indian,     COURCE:-breakfast    SKILL LEVEL:- Beginner 

PUMPKIN KHATA RECIPE
PUMPKIN KHATA RECIPE

//////////////////////////////////////////////////////////////////////////////////////////////////////////////////////////////////////////////

 

 

TABLE OF CONTENTS:-

INGREDIENTS

METHOD

TIPS & TRICKS

TAGS

 

SOCIAL MEDIA LINK

FACEBOOK PAGE

 FOODSTORYS

PINTEREST

FOODSTORYS

INSTAGRAM

 FOODCREZY

TWITTER

 FOODSTORYSS

ଆମ ସମସ୍ତଙ୍କ ଘରେ ଯେ କୌଣସି ପୂଜା ପର୍ବ,ବାହାଘର ରେ ଖଟା ନିହାତି ହୋଇଥାଏ .

ଆଉ ମନ୍ଦିର ମାନଙ୍କରେ ବୋଇତାଳୁ ଖଟା  ହୋଇଥାଏ. ଆଜି ମୁ ବୋଇତାଳୁ ଖଟା ତିଆରି କରିବା ଶିଖେଇବି.

ଆପଣ ଯଦି ବୋଇତାଳୁ ପୋକଡା , ବୋଇତାଳୁ ପୋକଡା ଶିଖିବାକୁ ଚାଁହୁଥିବେ,ତେବେ ତଳେ link ଦେଇଛି

 ସେ link ଉପରେ click

କରିକି ଦେଖିପାରିବେ.

KURMUR PUMPKIN POKODA:-LINK

PUMPKIN SOUP RECIPE:-LINK

ମୁଁ ଆଶା କରୁଛି ଏହି recipe ଆପଣ ମାନଙ୍କୁ ଭଲ ଲାଗିବ.ଏବେ ଚାଲନ୍ତୁ ଶିଖିବା ଘରେ

ବୋଇତାଳୁ ଖଟା  କରିବା.      .

INGREDIENTS:-

*1cup ବୋଇତାଳୁ

*ସିଝା ବୁଟ /କଲା ଚଣା

*3ଚାମଚ ନଡ଼ିଆ କୋରା

*2ଟା ଶୁଖିଲା ଲଙ୍କା 

*ଅଧା ଚାମଚ ଅଦା କୋରା

*7ଟା ଭୁର୍ସୁଙ୍ଗା ପତ୍ର

*1ଚୁଟକୀ ହିଙ୍ଗୁ 

*1ଚାମଚ ଫୁଟଣ

*2ଚାମଚ ଚିନି

*ସ୍ୱାଦ ଅନୁସାରେ ଲୁଣ

*1ଚାମଚ ଲଙ୍କା ଗୁଣ୍ଡ

*1ଚାମଚ ହଳଦୀ ଗୁଣ୍ଡ

*1ଚାମଚ ଗରମ ମସଲା ଗୁଣ୍ଡ

*1ଚାମଚ ଭଜା ଜିରା ଗୁଣ୍ଡ

*1ଚାମଚ ଧନିଆ ଗୁଣ୍ଡ

* 1ଚାମଚ ଅଟା

*2ଚାମଚ ତେନ୍ତୁଳି ରସ  

METHODS :-

Step -1:-

ପ୍ରଥମେ ବୋଇତାଳୁ medium size ରେ କାଟିବା .ତାକୁ ଭଲସେ ଧୋଇଦେବା .

Step -2:-

pressure -cooker ନେବା ସେଥିରେ 1cup ,ଅଧା ଚାମଚ ଲୁଣ ,କାଟିକି ରଖିଥିବା ବୋଇତାଳୁ କୁ

ଦେବା ଢାଂକନା ଦେବା .ଗ୍ୟାସରେ ବସେଇଦେବା .1ଟା ସିଟି ମାରିଲେ ଗ୍ୟାସ କୁ ବନ୍ଦ କରିଦେବା .

ଭଲସେ ଥଣ୍ଡା ହେଲା ପରେ ବାହାର କରିବା

Step -3:-

ଗ୍ୟାସ ରେ କଢେଇ ବସେଇବା.3ଚାମଚ ରିଫାଇନ ତେଲ ଦେବା.

Step -4:-

ତେଲ ଭଲସେ ଗରମ ହେଲା ପରେ ଗ୍ୟାସ flame କୁ medium flame କରିଦେବା .

Step -5:-

ଏବେ 2ଟା ଶୁଖିଲା ଲଙ୍କା ,1ଚାମଚ ଫୁଟଣ ଦେବା .ଫୁଟଣ ଭଲସେ ହେଲା ପରେ ଅଦା କୋରା ଦେବା.

Step -6:-

ତାପରେ 7ଟା ଭୁର୍ସୁଙ୍ଗା ପତ୍ର,1ଚୁଟକୀ ହିଙ୍ଗୁ ,ସିଝା ହେଇଥିବା ବୋଇତାଳୁ ,ସିଝା ବୁଟ କୁ ପକେଇକି ଚଲେଇବା.

Step -7:-

ଏବେ 1ଚାମଚ ଲଙ୍କା ଗୁଣ୍ଡ ,1ଚାମଚ ହଳଦୀ ଗୁଣ୍ଡ ,1ଚାମଚ ଗରମ ମସଲା ଗୁଣ୍ଡ ,1ଚାମଚ ଭଜା ଜିରା ଗୁଣ୍ଡ ,

1ଚାମଚ ଧନିଆ ଗୁଣ୍ଡ ପକେଇକି ଭଲସେ ଗୋଳେଇବା.ତାକୁ 3min ଢାଙ୍କିଦେବା.

Step -8:-

ଗୋଟେ ଛୋଟ ତାଟିଆ ରେ ଅଧା ତାଟିଆ ପାଣି ନେବା ସେଥିରେ 1ଚାମଚ ଅଟା ନେଇକି ଭଲସେ ଫେଣ୍ଟିବା,

ଯେମିତି ବିଣ୍ଡା ରହିବନି.

Step -9:-

3min ପରେ ଢଙ୍କାନା ଖୋଲିବା ଅଧା cup ପାଣି ଦେବା .ଆଉ ଅଟା ଯଉ ଗୋଳେଇକି ରଖିଥିଲେ ତାକୁ ଦେବା,

2ଚାମଚ ଚିନି ,ସ୍ୱାଦ ଅନୁସାରେ ଲୁଣ  ଭଲସେ ଗୋଳେଇ ଦେବା .ତାକୁ  5min ଢାଙ୍କିଦେବା.

Step-10:-

5min ପରେ 2ଚାମଚ ତେନ୍ତୁଳି ରସ ପକେଇବା .ଭଲସେ ଗୋଳେଇ ଦେବା 3min ଢାଙ୍କିଦେବା.

Step -11:-

3min ପରେ ଢାଂକନା ଖୋଲିବା 3ଚାମଚ ନଡ଼ିଆ କୋରା ପକେଇକି ଗୋଳେଇ ଦେବା .ତାପରେ ଗ୍ୟାସ କୁ

ବନ୍ଦ କରିଦେବା .

ଏବେ ଆପଣଙ୍କ ବୋଇତାଳୁ ଖଟା.

PUMPKIN KHATA RECIPE
PUMPKIN KHATA RECIPE

 SECRETE TIPS :-

*ଆପଣ ଚାହିଁଲେ ବୋଇତାଳୁ ର ଚୋପା ଛଡେଇ କି ନହେଲେ ଚୋପା ଲାଗିଥିବ ଖଟା କରିପାରିବେ.

*ତେନ୍ତୁଳି ରେ ଆପଣ 1ଚାମଚ ଲେମ୍ବୁ ରସ ନେଇପାରିବେ .ଯଦି ଲେମ୍ବୁ ନଥିବ ତେବେ

*1ଚାମଚ କଞ୍ଚା କମଳା ରସ ପକେଇପାରିବେ .

*ଆପଣ ଚାହିଁଲେ ଖଜୁରୀ ନେଇପାରିବେ.

*ଚିନି ଜାଗାରେ ଗୁଡ ନେଇପାରିବେ.

*ଅଟା ଜାଗାରେ ବେସନ ନେଇପାରିବେ.

*ଆପଣ ତେଲ ଜାଗାରେ ଘିଅ ନେଇପାରିବେ .

*ଅଟା ପକେଇଥାଉ  କାରଣ  ଖଟା ଟା ବହଳିଆ ହୋଇଥାଏ .

TAGS :-

#PUMPKIN KHATA RECIPE

#ବୋଇତାଳୁ ଖଟା 

#kaddu ki khata

#kaddu ki sabzi

#chatpata ଖଟା ମିଠା  boitalu khata

#pumpkin chutny

 

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

www.foodstorys.in

 

 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1