PUMPKIN SOUP RECIPE

 

PUMPKIN SOUP RECIPE||ବୋଇତାଳୁ ସୁପ  

CUISION:- Indian,     COURCE:-breakfast    SKILL LEVEL:- Beginner  

 

PUMPKIN SOUP RECIPE
PUMPKIN SOUP RECIPE

******************************************************************************************
 

 

TABLE OF CONTENTS:-

INGREDIENTS

METHOD

TIPS & TRICKS

TAGS

 

SOCIAL MEDIA LINK

FACEBOOK PAGE

 foodstoryss

PINTEREST

foodstoryss

INSTAGRAM

 foodcrezy

TWITTER

 foodstoryss

ଆଜି କଲି ସମସ୍ତେ ତେଲ ମସଲା କମ ଖାଇବାକୁ ପସନ୍ଦ କରୁଛନ୍ତି .ଆଉ ସମସ୍ତଙ୍କ ପାଖରେ ସମୟ କମ.

ଆଜି ମୁ ବୋଇତାଳୁ ସୁପ କରିବା ଶିଖେଇବି.ବୋଇତାଳୁ ସୁପ ଦେହ ପାଇଁ ବହୁତ healthy ହୋଇଥାଏ.

ଅଧିକାଂଶ ଲୋକ ବୋଇତାଳୁ ଖାଇବାକୁ ପସନ୍ଦ କରିନଥାନ୍ତି .ଆପଣ ବୋଇତାଳୁ ସୁପ କରିକି ଖୁଆନ୍ତୁ .

ବହୁତ ସ୍ୱାଦିଷ୍ଟ ହୋଇଥାଏ.

ଆପଣ ମାନେ ଯଦି ଟମାଟୋ ସୁପ ଶିଖିବାକୁ ଚାଁହୁଥିବେ ,ତେବେ ତଳେ link ଦେଇଛି ସେ link ରେ

click କରିକି ଦେଖିପାରିବେ

TOMATO SOUP:-LINK

 

INGREDIENTS:-

*1cup ବୋଇତାଳୁ (ପୁରା ଛୋଟ ଛୋଟ କାଟିକି ନେବା )

 *3ଚାମଚ ତେଲ

*1ଟା ପିଆଜ (ପୁରା ଛୋଟ ଛୋଟ କାଟିକି ନେବେ )

*3ଟା ରସୁଣ

*ଅଧା  ଅଦା

*1ଟା ତେଜପତ୍ର 

*7ଟା ଲବଙ୍ଗ

*5ଟା ଗୋଲମରିଚ

*1ଚାମଚ ଗୋଲମରିଚ ଗୁଣ୍ଡ 

*1ଚାମଚ ମଇଦା

*ଅଧା cup କ୍ଷୀର

*ସ୍ୱାଦ ଅନୁସାରେ ଲୁଣ

*ଅଧା ଚାମଚ ଚିନି 

METHOD :-

Step -1:-

ପ୍ରଥମେ ବୋଇତାଳୁ କୁ ଭଲସେ ଧୋଇଦେବା .ତା ଚୋପା ଛଡେଇଦେବା .

ଆଉ ପୁରା ଛୋଟ ଛୋଟ କାଟିକି ଗୋଟେ ଜାଗାରେ ରଖିବା.

 Step -2:-

pressure cooker ନେବା ସେଥିରେ କାଟିକି ରଖିଥିବା 1cup ବୋଇତାଳୁ,2ଟା ରସୁଣ,ଅଧା ଚାମଚ ଅଦା ,

1ଟା ତେଜପତ୍ର ,4ଟା ଲବଙ୍ଗ,5ଟା ଗୋଲମରିଚ,1ଚୁଟକୀ ଲୁଣ ,ଅଧା cup ପାଣି ଦେଇକି ଢାଂକନା ଦେଇକି

  ଗ୍ୟାସ ରେ ବସେଇ ଦେବା .2ଟା ସିଟି ମାରିଲା ପରେ ଗ୍ୟାସ ବନ୍ଦ କରିଦେବା .pressure -cooker

ଭଲସେ ଥଣ୍ଡା ହେଲା ପରେ ସେ ସବୁ କୁ ଗୋଟେ ଜାଗାକୁ ବାହାର କରିଦେବା

Step -3:-

ଭଲସେ ଥଣ୍ଡା ହେଲେ grinding ଜାର ରେ ଏ ସବୁ କୁ ଦେବା ଆଉ ଭଲସେ grinding କରିଦେବା.

 Step -4:-

ଗ୍ୟାସ ରେ କଢେଇ ବସେଇବା 2 ଚାମଚ ରିଫାଇନ ତେଲ ଦେବା.ଭଲସେ ଗରମ ହେଲା ପରେ

ଗ୍ୟାସ flame କୁ low falme କରିଦେବା 

Step -5:-

ତେଲ ଭଲସେ ଗରମ ହେଲା ପରେ 1ଚାମଚ ଜିରା  1ଚାମଚ ମଇଦା ପକେଇକି continuously

 3min  ଚଲେଇବା.ଯେମିତି ମଇଦା color light brown color ହେଇଯିବ.

PUMPKIN SOUP RECIPE
PUMPKIN SOUP RECIPE
 Step-6:-

4min ପରେ ସାଙ୍ଗେ  ସାଙ୍ଗେ ଅଧା cup କ୍ଷୀର  ଅଳପ ଅଳପ ପକେଇକି continuously 4min

ଚଲେଇବା .ଯେମିତି ବିଣ୍ଡା ରହିବନି .

Step-7:-

4min ପରେ ସେଥିରେ 3ଟା ଲବଙ୍ଗ ,1ଚାମଚ ଗୋଲମରିଚ ଗୁଣ୍ଡ,ସ୍ୱାଦ ଅନୁସାରେ ଲୁଣ,ଅଧା ଚାମଚ ଚିନି

 ପକେଇକି ଗୋଳେଇବା.

Step -8:-

ଏବେ ଯଉ grinding କରିକି ରଖିଥିଲେ ତାକୁ ଦେବା,ଅଧା cup ପାଣି ଦେଇକି ଭଲସେ  ଗୋଳେଇଦେବା.

ତାକୁ 5min ଢାଙ୍କିଦେବା .

Step -9:-

5min ପରେ ତାକୁ ଗୋଟେ ଜାଗା କୁ ବାହାର କରିଦେବା .ତା ଉପରେ ଗୋଲମରିଚ ଗୁଣ୍ଡ ବୁଲେଇଦେବା .

1ଚାମଚ cream ବୁଲେଇ ଦେବା

ଏବେ ଆପଣଙ୍କ ବୋଇତାଳୁ ସୁପ ହେଇଗଲା 

SECRETE TIPS:-

*ଆପଣ ମଇଦା ଜାଗାରେ ଅଟା ନେଇପାରିବେ .ଅଟା ନଥିଲେ ବେସନ ନେଇପାରିବେ.

*ଯଦି ଆପଣ ସିଝେଇବାକୁ ଚାଁହୁନଥିବେ ତେବେ ସେ ସବୁ କୁ ଭାଜିକି grinding କରିକି ନେଇପାରିବେ.

*ଆପଣ ରିଫାଇନ ତେଲ ଜାଗାରେ ଘିଅ ନହେଲେ butter ନେଇପାରିବେ.

*ଆପଣ ଚାହିଁଲେ ଏମିତି ପ୍ରଣାଳୀରେ ସବୁ ପରିବା କୁ ସୁପ କରିପାରିବେ .ଯେମିତି ପାଳଙ୍ଗ ଶାଗ ସୁପ,

ଟମାଟୋ soup,ଗାଜର ସୁପ ,ବିଟ ସୁପ

TAGS:-

#PUMPKIN SOUP RECIPE

#ବୋଇତାଳୁ ସୁପ

#creamy pumpkin soup

#kaddu soup

#foodstorys

PUMPKIN SOUP RECIPE
PUMPKIN SOUP RECIPE

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

Post a Comment

0 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1