TOMATO SOUP

 

 

TOMATO SOUP ||ଟମାଟୋ  ସୁପ

CUISION:- Indian,     COURCE:-breakfast    SKILL LEVEL:- Beginner 

TOMATO SOUP
TOMATO SOUP


*********************************************************************************

 TOMATO SOUP

 

TABLE OF CONTENTS:-

INGREDIENTS

METHOD

TIPS & TRICKS

TAGS

 

SOCIAL MEDIA LINK

FACEBOOK PAGE

 FOODSTORYSS

PINTEREST

 foodstory

INSTAGRAM

 foodcrezy

TWITTER

 foodstoryss

 

ଶୀତ ଦିନେ ସୁପ ପିଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ .କୋରାନ ରେ ଗରମ ପଦାର୍ଥ ପିଇବାକୁ ସମସ୍ତେ କହୁଛନ୍ତି .

ସୁପ ଦେହ ପାଇଁ ବହୁତ healthy ହୋଇଥାଏ.ଆପଣ ମାନେ ବହୁତ ପ୍ରକାର ସୁପ ଜାଣିଥିବେ .ଆଜି ମୁ

ଟମାଟୋ ସୁପ ତିଆରି କରିବା ଶିଖେଇବି. ଟମାଟୋ ସୁପ ବହୁତ ପ୍ରସିଦ୍ଧ ଆଉ ପୋଷ୍ଟିକର ଖାଦ୍ୟ ହୋଇଥାଏ .

ଟମାଟୋ ରେ ଭିଟାମିନ c ,ଭିଟାମିନ A  ଅଛି .ଯଦି ଆପଣଙ୍କ ଘରେ ଟମାଟୋ ଖାଇବାକୁ ପସନ୍ଦ କରୁନଥିବେ ,

ତେବେ ମୁ ଯଉ ପ୍ରଣାଳୀରେ କହିବି ସେମିତି ଠାରେ ଘରେ କରିକି ଖୁଆନ୍ତୁ .ଟମାଟୋ ସୁପ ବହୁତ ସ୍ୱାଦିଷ୍ଟ

ଆଉ ବହୁତ ସହଜ ରେ ହୋଇଯାଇଥାଏ .

INGREDIENTS:-

*3ଟା ଟମାଟୋ (ପୁରା ଛୋଟ ଛୋଟ କାଟିକି ନେବା )

 *4ଚାମଚ ତେଲ

*1ଟା ପିଆଜ (ପୁରା ଛୋଟ ଛୋଟ କାଟିକି ନେବେ )

*2ଟା କଞ୍ଚା ଲଙ୍କା

*1ଚାମଚ ଜିରା

*3ଟା ରସୁଣ

* ଅଧା ଚାମଚ ଅଦା କୋରା

*1ଟା ତେଜପତ୍ର 

*7ଟା ଲବଙ୍ଗ

*5ଟା ଗୋଲମରିଚ

*1ଚାମଚ ଗୋଲମରିଚ ଗୁଣ୍ଡ 

*1ଚାମଚ ମଇଦା

*ଅଧା cup କ୍ଷୀର

*ସ୍ୱାଦ ଅନୁସାରେ ଲୁଣ

*ଅଧା ଚାମଚ ଚିନି 

METHOD :-

Step -1:-

ପ୍ରଥମେ 3ଟା ଟମାଟୋ  କୁ ଭଲସେ ଧୋଇଦେବା .ତାକୁ ପୁରା ଛୋଟ ଛୋଟ କାଟିକି ଗୋଟେ ଜାଗାରେ ରଖିବା.

 Step -2:-

ଗ୍ୟାସ ରେ କଢେଇ ବସେଇବା 2ଚାମଚ ତେଲ ଦେବା ତେଲ ଭଲସେ ଗରମ ହେଲା ପରେ ଗ୍ୟାସ flame କୁ

 medium flame କରିଦେବା .

 Step -3:-

ଏବେ 1ଚାମଚ ଜିରା,1ଟା ପିଆଜ (ପୁରା ଛୋଟ ଛୋଟ କାଟିକି ନେବେ ),2ଟା କଞ୍ଚା ଲଙ୍କା ,3ଟା ରସୁଣ,

ଅଧା ଚାମଚ ଅଦା କୋରା,1ଟା ତେଜପତ୍ର ,7ଟା ଲବଙ୍ଗ,5ଟା ଗୋଲମରିଚ କୁ ପକେଇକି ଭଲସେ ଗୋଳେଇ

ଦେବା.ତାକୁ 1min ଢାଙ୍କିଦେବା.

Step-4 -

1min ପରେ ଅଧା cup ପାଣି ଦେଇକି ଗୋଳେଇ ଦେବା ତାପରେ  5min ଢାଙ୍କିଦେବା. 

Step-5 -

5min ପରେ ତାକୁ ଗ୍ୟାସ ବନ୍ଦ କରିକି ତାକୁ ଭଲସେ ଥଣ୍ଡା କରିଦେବା.

Step-6:-

ଭଲସେ ଥଣ୍ଡା ହେଲା ପରେ ତାକୁ ଗୋଟେ ଜାଗାକୁ ବାହାର କରିଦେବା ପାଣି କୁ ବାହାର କରିଦେବା .

ସେ ପାଣି କୁ ଫୋଫାଡ଼ି ଦେବା .

Step-7 -

ସେ ସବୁକୁ grinder ଜାର ରେ ରଖିବା .ଆଉ ସବୁକୁ ଭଲସେ grinding କରିଦେବା.

 Step -8:-

ଗ୍ୟାସ ରେ କଢେଇ ବସେଇବା 2 ଚାମଚ ରିଫାଇନ ତେଲ ଦେବା.ଭଲସେ ଗରମ ହେଲା ପରେ

ଗ୍ୟାସ flame କୁ low falme କରିଦେବା 

Step -9:-

ତେଲ ଭଲସେ ଗରମ ହେଲା ପରେ 1ଚାମଚ ମଇଦା ପକେଇକି continuously 3min 

ଚଲେଇବା.ଯେମିତି ମଇଦା color light brown color ହେଇଯିବ.

Step-10:-

4min ପରେ ସାଙ୍ଗେ  ସାଙ୍ଗେ ଅଧା cup କ୍ଷୀର  ଅଳପ ଅଳପ ପକେଇକି continuously

4min ଚଲେଇବା .ଯେମିତି ବିଣ୍ଡା ରହିବନି. 

Step-11:-

4min ପରେ ସେଥିରେ 3ଟା ଲବଙ୍ଗ ,1ଚାମଚ ଗୋଲମରିଚ ଗୁଣ୍ଡ,ସ୍ୱାଦ ଅନୁସାରେ ଲୁଣ,

ଅଧା ଚାମଚ ଚିନି ପକେଇକି ଗୋଳେଇବା.

 

Step -12:-

ଏବେ ଯଉ grinding କରିକି ରଖିଥିଲେ ତାକୁ ଦେବା,ଅଧା cup ପାଣି ଦେଇକି ଭଲସେ 

ଗୋଳେଇଦେବା.ତାକୁ 5min ଢାଙ୍କିଦେବା .

Step -13:-

5min ପରେ ତାକୁ ଗୋଟେ ଜାଗା କୁ ବାହାର କରିଦେବା .ତା ଉପରେ ଗୋଲମରିଚ ଗୁଣ୍ଡ ବୁଲେଇଦେବା .

1ଚାମଚ cream ବୁଲେଇ ଦେବା

                      ଏବେ ଆପଣଙ୍କ ଟମାଟୋ ସୁପ  ହେଇଗଲା.

 

TOMATO SOUP
TOMATO SOUP

TIPS & TRICKS:-

*ଆପଣ ମଇଦା ଜାଗାରେ ଅଟା ନେଇପାରିବେ .ଅଟା ନଥିଲେ ବେସନ ନେଇପାରିବେ.

*ଆପଣ ରିଫାଇନ ତେଲ ଜାଗାରେ ଘିଅ ନହେଲେ butter ନେଇପାରିବେ.

*ଆପଣ ଚାହିଁଲେ ଏମିତି ପ୍ରଣାଳୀରେ ସବୁ ପରିବା କୁ ସୁପ କରିପାରିବେ .ଯେମିତି ପାଳଙ୍ଗ ଶାଗ ସୁପ,

ବୋଇତାଳୁ sup,ଗାଜର ସୁପ ,ବିଟ ସୁପ.

*ଆପଣ କ୍ଷୀର ଜାଗାରେ ପାଣି ନେଇପାରିବେ.

TAGS:-

#tomatosoup

#ଟମାଟୋ  ସୁପ

#creamy tamato soup 

#foodstorys

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

www.foodstorys.in

Post a Comment

2 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1