DHUSKA RECIPE

 

DHUSKA RECIPE||ଧୂସକା

ବୁଟ ଡାଲି ,ଚାଉଳ ଗୁଣ୍ଡ ବରା

CUISION:- Indian,    SKILL LEVEL:- Beginner

 

DHUSKA RECIPE
DHUSKA RECIPE
////////////////////////////////////////////////////////////////////////////////////////



TABLE OF CONTENTS:-

INGREADIENTS

METHOD

TIPS & TRICKS

TAGS

 

SOCIAL MEDIA LINK

FACEBOOK PAGE

foodstoryss

PINTEREST

foodstoryss

INSTAGRAM

foodcrezy

TWITTER

foodstoryss

ଧୂସକା ଝାରଖଣ୍ଡ ର ପ୍ରସିଦ୍ଧ ପାରମ୍ପରିକ ଖାଦ୍ୟ ହୋଇଥାଏ .ଆଗରୁ ଜେଜେମା ମାନେ ତିଆରି କରୁଥିଲେ .ହୋଇଥାଏ .

ଧୂସକା ବହୁତ ସ୍ୱାଦିଷ୍ଟ ହୋଇଥାଏ .ଆପଣ ମାନେ ଘରେ କରିକି ସମସ୍ତଙ୍କୁ ଖୁଆନ୍ତୁ .

INGREDIENTS:-

*1cup ଅରୁଆ ଚାଉଳ

*ଅଧା cup ଚଣା /ବୁଟ ଡାଲି

*5ଚାମଚ ବିରି ଡାଲି

*2ଟା କଞ୍ଚା ଲଙ୍କା

*ଅଧା ଚାମଚ ଅଦା କୋରା

*1ଚାମଚ ଜିରା

*ଅଧା ଚାମଚ ଜୁଆଣି 

*1ଛୋଟ ଚାମଚ ହିଙ୍ଗୁ

*ଅଧା ଚାମଚ ଗୋଲମରିଚ ଗୁଣ୍ଡ 

*2ଚୁଟକୀ ହଳଦୀ ଗୁଣ୍ଡ

*1ଚାମଚ ଚିନି 

*ସ୍ୱାଦ ଅନୁସାରେ ଲୁଣ

*ଅଧା ଚାମଚ ଖାଇବା ସୋଢା /ବେକିଙ୍ଗ ସୋଢା

*ରିଫାଇନ ତେଲ (ଛାଙ୍କିବା ପାଇଁ ଯେତିକି ଦରକାର ସେତିକି ନେବା )

METHOD :-

Step -1:-

ପ୍ରଥମେ ଗୋଟେ ଜାଗାରେ 1cup ଅରୁଆ ଚାଉଳ,ଅଧା cup ଚଣା /ବୁଟ ଡାଲି,

5ଚାମଚ ବିରି ଡାଲି କୁ ନେବା .ତାକୁ ଭଲରେ ପାଣି ରେ ଧୋଇଦେବା .ତାପରେ ତାକୁ ପାଣି ଦେଇକି

 4ଘଣ୍ଟା ରଖିଦେବା .

Step -2:-

4ଘଣ୍ଟା ପରେ ସେ ପାଣିରୁ ଛାଙ୍କିକି ଗୋଟେ ଜାଗାରେ ରଖିବା .ସେଥିରେ 1ଚାମଚ ଅଦା ,2ଟା କଞ୍ଚା ଲଙ୍କା

ପକେଇକି ଭଲସେ grinding କରିବା.ଆଉ ଗୋଟେ ଜାଗାରେ ରଖିବା.

(ବେଶୀ ପାଣିଆ କରିବାନି).ତାକୁ 3ଘଣ୍ଟା ଢାଙ୍କିକି ରଖିଦେବା.

Step -3:-

3ଘଣ୍ଟା ପରେ ତାକୁ ହାତରେ 5min ଫେଣ୍ଟିବା .ତାପରେ ସେଥିରେ ଅଧା ଚାମଚ ଜୁଆଣି କୁ ହାତରେ

ଦଳିକି ନେବା .ଆଉ ସେଥିରେ 1ଛୋଟ ଚାମଚ ହିଙ୍ଗୁ,ଅଧା ଚାମଚ ଗୋଲମରିଚ ଗୁଣ୍ଡ ,2ଚୁଟକୀ ହଳଦୀ ଗୁଣ୍ଡ,

1ଚାମଚ ଚିନି ,ସ୍ୱାଦ ଅନୁସାରେ ଲୁଣ ପକେଇକି ଭଲସେ ଗୋଳେଇ ଦେବା .ଯେମିତି ବିଣ୍ଡା ରହିବନି.

Step -4:-

ଏବେ ସେଥିରେ ଅଧା ଚାମଚ ଖାଇବା ସୋଢା ଦେବା ସେ ଖାଇବା ସୋଢା ଉପରେ 1ଚାମଚ ପାଣି ଦେବା .

ତାପରେ ଭଲସେ ଗୋଳେଇ ଦେବା .

(ବେଶୀ ପାଣିଆ କି ବେଶୀ କାଠୁଆ କରିବାନି )

 Step -5:-

ଗ୍ୟାସ ରେ ଛାଙ୍କିବା ପାଇଁ ଯେତିକି ତେଲ ଦରକାର ସେତିକି ନେବେ.ତେଲ କୁ high flame ରେ

ଭଲସେ ଗରମ କରିବା.

Step -6:-

ଏବେ ଯଉ ଗୋଳେଇକି ରଖିଥିଲେ ତାକୁ ଚାମଚ ରେ ନେଇକି ତେଲରେ ପକେଇବା .ଭଲସେ light brown

ହେଲା ପରେ ତାକୁ ଗୋଟେ ଜାଗାକୁ ବାହାର କରିଦେବା.

Step-7:-

ଏବେ ଆପଣଙ୍କ ଧୂସକା ହେଇଗଲା ଏହାକୁ ଖାଲି ଖାଇପାରିବେ .ତରକାରୀ ସହ ଲଗେଇକି ଖାଇପାରିବେ.

DHUSKA RECIPE
DHUSKA RECIPE
 SECRETE TIPS:-

*ଧୂସକା ଛାଙ୍କିଲା ବେଳେ ତେଲ କୁ ଭଲସେ ଗରମ କରିବା ,ନ ହେଲେ ଧୂସକା ତେଲ ପିଯିବ.

*ବେକିଙ୍ଗ ସୋଢା କେବେ ବି ଗୋଳେଇ କି ରଖିବେନି.ଯେତେ ବେଳେ ତିଆରି କରିବେ ସାଙ୍ଗେ ସାଙ୍ଗେ

 ପକେଇବେ .ସେ ବେକିଙ୍ଗ ସୋଢା ଉପରେ 1ଚାମଚ ପାଣି ଦେବା .ତାପରେ ତାକୁ ଚାମଚ ରେ ଫେଣ୍ଟିକି

 ତିଆରି କରିବା .ସେମିତି  କଲେ ଭଲ ଫୁଲି ଥାଏ .

*ଆପଣ ଚାହିଁଲେ ଚାଉଳ ,ଡାଲି କୁ ରାତିରେ ଭେଦେଇକି ରଖିପାରିବେ.

*ଆପଣ ଚାହିଁଲେ 5ଟା ରସୁଣ ପାଖୁଡା,1ଚାମଚ ଧନିଆ ପତ୍ର,4ଟା ଭୁର୍ସୁଙ୍ଗା ପତ୍ର   ପକେଇପାରିବେ .

*ଆପଣ  ଅଧା ଚାମଚ ଧନିଆ ଗୁଣ୍ଡ ,ଅଧା ଚାମଚ ଚାଟ ପାଉଡର ନେଇପାରିବେ.

*ଆପଣ ଯଦି ଚିନି ,ଜୁଆଣି ର ପକେଇବାକୁ ଚାଁହୁନଥିବେ ,ତେବେ ପକେଇବେନି.

*ଆପଣଙ୍କ ପାଖରେ ଯାହା ଥିବ ନେଇପାରିବେ.

*ଆପଣ  ଚାହିଁଲେ ତାୱା ରେ shallow fry କରିପାରିବେ.

DHUSKA RECIPE
DHUSKA RECIPE
 TAGS:-

# DHUSKA RECIPE

#ଧୂସକା

#jharkhandrecipe

#dhuskabarra

#foodstorys

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^

www.foodstorys.in

Post a Comment

2 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1