EGG POTATO BHARTA

 

EGG POTATO BHARTA ||ଅଣ୍ଡା ଆଳୁ ଭର୍ତ୍ତା

CUISION:- Indian,    SKILL LEVEL:- Beginner

 

EGG POTATO BHARTA
EGG POTATO BHARTA

//////////////////////////////////////////////////////////////////////////////////////////

   

TABLE OF CONTENTS:-

INGREADIENTS

METHOD

TIPS & TRICKS

TAGS

 

SOCIAL MEDIA LINK

FACEBOOK PAGE

foodstoryss

PINTEREST

foodstoryss

INSTAGRAM

foodcrezy

TWITTER

foodstoryss

 

ଅଣ୍ଡା ରେ ବହୁତ ପ୍ରକାର item ଖାଇଛେ .ଆଜି ମୁ ଅଣ୍ଡା ଆଳୁ ରେ ଭର୍ତ୍ତା କରିବା ଶିଖେଇବି.ଅଣ୍ଡା ଆଳୁ ରେ

ଭର୍ତ୍ତା ବହୁତ ସ୍ୱାଦିଷ୍ଟ ହୋଇଥାଏ ଆଉ ବହୁତ କମ ସମୟରେ ହୋଇଯାଇଥାଏ.  .ଏହାକୁ ଯାହା ସହ ଲଗେଇକି

ଖାଇପାରିବେ.

 INGREDIENTS:-

*1ଟା ସିଝା ଅଣ୍ଡା

*2ଟା ସିଝା ଆଳୁ

*1ଚାମଚ ସୋରିଷ ତେଲ

*1ଟା ଭଜା ଶୁଖିଲା ଲଙ୍କା

*1ଟା ପିଆଜ (ପୁରା ଛୋଟ ଛୋଟ ଛୋଟ କଟା ହେଇଥିବ)

*1ଚାମଚ ଜିରା

*1ଚାମଚ ସୋରିଷ

*3ଟା ଭୁର୍ସୁଙ୍ଗା ପତ୍ର

*ସ୍ୱାଦ ଅନୁସାରେ ଲୁଣ

 

METHOD :-

Step -1:-

ପ୍ରଥମେ ତାୱା ବସେଇବା .1ଚାମଚ ତେଲ ଦେବା.

Step -2:-

ତେଲ ଭଲସେ ଗରମ ହେଲା ପରେ 1ଟା ଭଜା ଶୁଖିଲା ଲଙ୍କା, 1ଚାମଚ ଜିରା,1ଚାମଚ ସୋରିଷ ,

3ଟା ଭୁର୍ସୁଙ୍ଗା ପତ୍ର ଦେବା .ଭଲସେ ଫୁଟିଲା ପରେ କଟା ହେଇଥିବା ପିଆଜ କୁ ଦେବା.

Step -3:-

ପିଆଜ ଭଲସେ light brown ହେଲା ପରେ ତାକୁ ଗୋଟେ ଜାଗାକୁ ବାହାର କରିଦେବା.ଆଉ

ତାକୁ ଭଲସେ ଥଣ୍ଡା କରିଦେବା.

Step -4:-

ଥଣ୍ଡା ହେଲା ପରେ ସେ ସବୁ କୁ ହାତରେ ଭଲସେ ଚକୁଟି ଦେବା ଆଉ ସେଥିରେ 2ଟା ସିଝା ଆଳ,

1ଟା ଅଣ୍ଡା କୁ ଦେବା ଆଉ ତାକୁ ଭଲ ସେ ଚକୁଟି ଦେବା.

ଏବେ ଆପଣଙ୍କ ଅଣ୍ଡା ଆଳୁ ଭର୍ତ୍ତା ହେଇଗଲା .

SECRETE TIPS:-

*ଆପଣ ଚାହିଁଲେ ଖାଲି ତେଲ ,ଲଙ୍କା,ଅଣ୍ଡା ,ଆଳୁ କୁ ଭର୍ତ୍ତା କରିପାରିବେ .

*ଆପଣ ଛାଣିଲେ ଅଧା ଚାମଚ ଲେମ୍ବୁ ରସ ପକେଇପାରିବେ.

EGG POTATO BHARTA
EGG POTATO BHARTA
 TAGS:-

#EGG POTATO BHARTA

#ଅଣ୍ଡା ଆଳୁ ଭର୍ତ୍ତା

#foodstorys

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

www.foodstorys.in

 

Post a Comment

3 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1