HABISA DALMA RECIPE

 

HABISA DALMA RECIPE

ହବିଷ ଡାଲମା ବିନା ପିଆଜ ରସୁଣ

HABISA DALMA RECIPE
HABISA DALMA RECIPE
//////////////////////////////////////////////////////////////////////////////////////////////

 

TABLE OF CONTENTS:-

INGREDIENTS

METHOD

TIPS & TRICKS

TAGS

SOCIAL MEDIA LINK

FACEBOOK PAGE

 foodstoryss

PINTEREST

 foodstoryss

INSTAGRAM

 foodcrezy

TWITTER

 foodstoryss

 ସାଧାରଣତଃ କାର୍ତିକ ମାସରେ ହବିଷ ଡାଲମା ହୋଇଥାଏ .ଆଗରୁ କାର୍ତିକ ମାସରେ ସମସ୍ତଙ୍କଘରେ

 ହବିଷ ଡାଲମା ହୋଉଥିଲା.ଆଜି ମୁ ହବିଷ ଡାଲମା ତିଆରି କରିବା ଶିଖେଇବି.ହବିଷ ଡାଲମା ବହୁତ

ସ୍ୱାଦିଷ୍ଟ ହୋଇଥାଏ ଆଉ ଦେହ ପାଇଁ ବହୁତ healthy ହୋଇଥାଏ.

ଆପଣ ମାନେ ଯଦି ଡଲାମ ମସଲା ଗୁଣ୍ଡ  ଘରେ ତିଆରି କରିବାକୁ ଚାଁହୁଥିବେ ତେବେ ତଳେ link

ଦେଇଛି ସେ link ଉପରେ click କରିକି ଶିଖି ପାରିବେ

BADIA DALMA:-LINK

DALMA MASALA PWDER:-LINK

 INGREDIENTS :-

*ଅଧା cup କଞ୍ଚା ମୁଗ

*3ଚାମଚ ଅମୃତ ଭଣ୍ଡା (medium size କଟା ହେଇଥିବ )

*1ଟା କଞ୍ଚା କଦଳୀ (medium size କଟା ହେଇଥିବ)

*2ଟା ଆଳୁ (2ଫାଳ କଟା ହେଇଥିବ )

*3ଟା ସାରୁ (2ଫାଳ କାଟିକି ନେବା )

*2ଚାମଚ  ଖମ୍ବ ଆଳୁ /ମାଟି ଆଳୁ (medium size କଟା ହେଇଥିବ)

*3ଚାମଚ କନ୍ଦ ମୂଳ (medium size କଟା ହେଇଥିବ)

*5ଖଣ୍ଡ ଓଉ (ହାଲକା ଛେଚିକି ନେବା )

* 1ଇଞ୍ଚ ଅଦା +2ଟା କଞ୍ଚା ଲଙ୍କା (ଛେଚିକି ନେବା )

*1ଟା ତେଜପତ୍ର

*2ଟା ଶୁଖିଲା ଲଙ୍କା

*1ଚାମଚ ଜିରା 

*1ଚାମଚ ହିଙ୍ଗୁ

*2ଚାମଚ  ଘିଅ

*1ଚାମଚ ଲଙ୍କା ଗୁଣ୍ଡ

*1ଚାମଚ ଡାଲମା ମସଲା ଗୁଣ୍ଡ

*ଅଧା cup ନଡ଼ିଆ କୋରା

*1ଚାମଚ ଗୁଡ /ଚିନି

METHOD :-

Step -1:-

ପ୍ରଥମେ ଅଧା cup ମୁଗ ଡାଲି କୁ ପାଣିରେ ଭଲସେ ଧୋଇଦେବେ .ଆଉ ପାଣି ଦେଇକି

 15min ଭେଦେଇ ଦେବା .

Step -2:-

ଏବେ ସବୁ ପରିବା କୁ ଭଲସେ ଧୋଇକି ଗୋଟେ ଜାଗାରେ ରଖିବା.

Step -3:-

ତାପରେ pressure -cooker ନେବା .ଆଉ ସେଥିରେ ସବୁ ପରିବା,

3ଚାମଚ ଅମୃତ ଭଣ୍ଡା (medium size କଟା ହେଇଥିବ ),

1ଟା କଞ୍ଚା କଦଳୀ (medium size କଟା ହେଇଥିବ),2ଟା ଆଳୁ (2ଫାଳ କଟା ହେଇଥିବ ),

3ଟା ସାରୁ (2ଫାଳ କାଟିକି ନେବା ),2ଚାମଚ  ଖମ୍ବ ଆଳୁ /ମାଟି ଆଳୁ (medium size କଟା ହେଇଥିବ),

5ଖଣ୍ଡ ଓଉ(ହାଲକା ଛେଚିକି ନେବା ),ଅଧା ଚାମଚ ଲୁଣ,1ଚାମଚ ହିଙ୍ଗୁ ,

1ଇଞ୍ଚ ଅଦା +2ଟା କଞ୍ଚା ଲଙ୍କା (ଛେଚିକି ନେବା ) ସବୁକୁ ଦେଇକି ଢଙ୍କାନା

ଦେଇକି ଗ୍ୟାସ ରେ ବସେଇବା.

Step -4:-

ଗ୍ୟାସ flame କୁ high କରିବା .ଗୋଟେ ସିଟି ମାରିବା ପରେ ଗ୍ୟାସ flame କୁ low flame କରିଦେବା.

5min ପରେ ଗ୍ୟାସ କୁ ବନ୍ଦ କରିଦେବା.

Step -5:-

pressure -cooker ର ସିଟି ବାହାରି ଗଲା ପରେ  ଢାଂକନା  ଖୋଲିବା.ସେଥିରେ 1ଚାମଚ

ଡାଲମା ମସଲା ଗୁଣ୍ଡ ,ଅଧା cup ନଡ଼ିଆ କୋରା, 1ଚାମଚ ଗୁଡ /ଚିନି ଦେବା ଆଉ ଭଲସେ

ଗୋଳେଇ ଦେବା .ତାକୁ ଢାଙ୍କିଦେବା .

Step -6:-

ଗ୍ୟାସ ରେ କଢେଇ ବସେଇବା .ଭଲସେ ଗରମ ହେଲା ପରେ 2ଚାମଚ ଘିଅ ଦେବା .ଘିଅ ଭଲସେ

melt ହେଲା ପରେ ଗ୍ୟାସ flame କୁ low flame କରିଦେବା.

Step -7:-

1ଟା ତେଜପତ୍ର ,1ଟା ତେଜପତ୍ର ,2ଟା ଶୁଖିଲା ଲଙ୍କା ,1ଚାମଚ ଜିରା ,1ଚାମଚ ହିଙ୍ଗୁ ,1ଚୁଟକୀ ହିଙ୍ଗୁ ପକେଇବା .

Step -8:-

ସେ ଛୁଙ୍କ ସବୁ କୁ pressure -cooker ରେ ଦେବା ସାଙ୍ଗେ ସାଙ୍ଗେ ଢାଙ୍କଣା ଦେଇଦେବା .ସେତେବେଳେ

 ଗୋଳେଇବାନି .5min ପରେ ଢାଂକନା ଖୋଲିକି ଗୋଳେଇ ଦେବା.

HABISA DALMA RECIPE
HABISA DALMA RECIPE
 TIPS:-

*ପରିବା ସିଝେଇଲା ବେଳେ କଞ୍ଚା ଲଙ୍କା ଆଉ ଅଦା କୁ ଛେଚିକି ପକେଇବେ ,ତା ସ୍ୱାଦ ବହୁତ ଭଲ ଆସିଥାଏ .

ଅଦା ଆଉ କଞ୍ଚା ଲଙ୍କା କୁ କାଟିକି କିମ୍ଵା କୋରିକି ପକେଇବେନି.

*ହରଡ଼ ଡାଲି ଜାଗାରେ ଆପଣ ବୁଟ /ଚଣା ଡାଲି ,ମୁଗ ଡାଲି  ,ମସୁର ଡାଲି ନେଇପାରିବେ .

*ଆପଣ ଚାହିଁଲେ ସବୁ ଡାଲି କୁ ମିସେଇକି ନେଇପାରିବେ.

*ଆପଣ ଚାହିଁଲେ ମାଟି ଆଳୁ ,ସାରୁ,କାଙ୍କଡ଼,ମୂଳା,ବିଟ ,ସୋୟାବିନ ନେଇପାରିବେ

*ଯେତେ ବେଳେ ଛୁଙ୍କ ଦେବେ pressure-cooker ପରିବା କୁ ଗରମ କରିବା ତା ଢଙ୍କାନା ଦେବେନି .

ଗରମ କରିକି ଛୁଙ୍କ ପକେଇଲେ ଭଲ ସ୍ୱାଦିଷ୍ଟ ହୋଇଥାଏ.

*ଆପଣ ଚାହିଁଲେ ଘିଅ ଜାଗାରେ ସୋରିଷ ତେଲ କିମ୍ବା ରିଫାଇନ ତେଲ ନେଇପାରିବେ.

*ଆପଣ ଫୁଟଣ ଜାଗାରେ ଖାଲି ଜିରା ପକେଇପାରିବେ.

TAGS :-

#HABISA  DALMA RECIPE

#ହବିଷ ଡାଲମା

#foodstorys

 

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

                                 www.foodstorys .com

 

Post a Comment

2 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1