LEFT OVER KHIRI PITHA

 

LEFT OVER KHIRI PITHA||ବଳକା ଖିରି ରେ ପିଠା

CUISION:- Indian,     COURCE:-Dessert, SKILL LEVEL:- Beginner 

 

LEFT OVER KHIRI PITHA
LEFT OVER KHIRI PITHA

 ////////////////////////////////////////////////////////////////////////////////

 

TABLE OF CONTENTS:-

INGREADIENTS

METHOD

TIPS & TRICKS

TAGS


SOCIAL MEDIA LINK

FACEBOOK PAGE

foodstoryss

PINTEREST

foodstoryss

INSTAGRAM

foodcrezy

TWITTER

foodstoryss

ଆମ ମାନଙ୍କ ଘରେ ଯଦି ଖିରି ଅଧିକା ବଳି ଯାଏ ତାକୁ ଫୋଫାଡ଼ି ଦେଇଥାଉ .ଆଜି  ବଳକା ଖିରି ରେ ପିଠା 

କରିବା ଶିଖେଇବି ଆଜି ମୁ ଏମିତି item ଶିଖେଇବି ଆପଣ ଖାଈନଥିବେ .ମୁ ଆଜି ବଳକା ଖିରି ରେ ପିଠା  

କରିବା ଶିଖେଇବି.ଖିରି ପିଠା ବହୁତ ସ୍ୱାଦିଷ୍ଟ ଆଉ ବହୁତ ନରମ ହୋଇଥାଏ .ଏଥିରେ କିଛି ଖାଇବା ସୋଢା ,

eno ,ବେକିଙ୍ଗ ପାଉଡର କିଛି ପଡ଼ିବନି .ଆପଣ ଘରେ ଥରେ ଏମିତି ପିଠା କରନ୍ତୁ ଆଉ ମତେ comment 

box ରେ message କରନ୍ତୁ କେ,କେମିତି ଲାଗିଲା .ଆଉ ଯଦି ଭଲ ଲାଗିଲା ଏହାକୁ share କରନ୍ତୁ.

ଆପଣ ଯଦି ଚାଉଳ ଖିରି ଶିଖିବାକୁ ଚାଁହୁଥିବେ,ତେବେ ତଳେ link ଦେଇଛି ସେ link ରେ click କରିକି ଦେଖିପାରିବେ

RICE KHEERI IN PRESSURE-COOKER:-LINK

INGREDIENTS:-

* ଅଧା cup ବଳକା ଖିରି

*1cup ଚାଉଳ ଗୁଣ୍ଡ

*ସ୍ୱାଦ ଅନୁସାରେ ଲୁଣ

*2ଚାମଚ ରିଫାଇନ ତେଲ

METHOD :-

Step -1:-

ଗୋଟେ ବଡ ଜାଗା ନେବା,ସେଥିରେ ଅଧା cup ବଳକା ଖିରି,1cup ଚାଉଳ ଗୁଣ୍ଡ ପକେଇବା ଆଉ ଭଲସେ 

,ଯେମିତି ବିଣ୍ଡା ରହିବନି.

Step -2:-

ତାକୁ 6ଘଣ୍ଟା ଢାଙ୍କିକି ରଖିଦେବା.

Step -3:-

6ଘଣ୍ଟା ପରେ ଢାଂକନା ଖୋଲିବା .ତାହା ଫୁଲିଯାଇଥିବ

Step -4:-

ଏବେ ତାୱା ବସେଇବା ,ଗ୍ୟାସ flame କୁ high flame କରିଦେବା.ଆଉ ଭଲସେ ଗରମ କରିବା.

Step -5:-

ତାୱା ରେ 2ଚାମଚ ତେଲ ପକେଇବା ,ତେଲ ଭଲସେ ଗରମ ହେଲା ପରେ ଗ୍ୟାସ flame କୁ low flame 

କରିଦେବା.

Step -6:-

ଏବେ ସେଥିରେ ପୀଠଉ କୁ ଦେବା .ଆଉ ତାକୁ 5min ଢାଙ୍କିଦେବ.

LEFT OVER KHIRI PITHA
LEFT OVER KHIRI PITHA
 Step-7:-

5min ପରେ ଢାଂକନା ଖୋଲିବା ଆଉ ତାକୁ ଓଲଟେଇ ଦେବା ତାକୁ 2min ଢାଙ୍କି ଦେବା.

Step -8:-

2min ପରେ ଢାଂକନା ଖୋଲିବା ଆଉ ଗୋଟେ ଜାଗା କୁ ବାହାର କରିଦେବା.

ଏବେ ଆପଣଙ୍କ ଖିରି ପିଠା ହୋଇଗଲା

SECRETES TIPS :-

*ଯଦି ଚାଉଳ ଗୁଣ୍ଡ ନଥିବ ତେବେ ଚାଉଳକୁ grinding କରିକି ନେଇପାରିବେ.

*ଆପଣ ଚାହିଁଲେ ଚାଉଳ ଗୁଣ୍ଡ ଜାଗାରେ 1cup ଅଟା ନହେଲେ 1cup ମଇଦା ନେଇପରିବେ.

*ଏହି ପୀଠଉ କୁ ଫ୍ରୀଜ଼ ରେ 10ଦିନ ରଖିକି ଖାଇପାରିବେ.

*ଆପଣ ଚାହିଁଲେ ସେ ପୀଠଉ ରେ କୋବି ,ବିନ୍ସ ,ଗାଜର କୁ ଛୋଟ ଛୋଟ କାଟିକି ପକେଇପାରିବେ .

 TAGS :-

#LEFT OVER KHIRI PITHA 

#ବଳକା ଖିରି ରେ ପିଠା

#foodstorys

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

www.foodstorys.in

 

 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1