PERFECT PALAK DHOKLA

PERFECT PALAK DHOKLA|| ପରଫେକ୍ଟ ପାଳଙ୍ଗ ଶାଗ ଢ଼ୋକଲା  

CUISION:- Indian,    SKILL LEVEL:- Beginner

PERFECT PALAK  DHOKLA
PERFECT PALAK  DHOKLA

///////////////////////////////////////////////////////////////////////////////////////////////////////////////////////////////////////////////////////

 


TABLE OF CONTENTS:-

INGREADIENTS

METHOD

TIPS & TRICKS

TAGS

SOCIAL MEDIA LINK

FACEBOOK PAGE

 FOODSTORYSS

PINTEREST

 FOODSTORYSS

INSTAGRAM

 FOODCREZY

TWITTER

 FOODSTORYSS

ଢ଼ୋକଲା ସମସ୍ତଙ୍କୁ ଭଲ ଲାଗିଥାଏ .ଆଜି ମୁ ପାଳଙ୍ଗ ଶାଗ ଢ଼ୋକଲା ତିଆରି କରିବା ଶିଖେଇବି.

ପାଳଙ୍ଗ ଶାଗ ଦେହ ବହୁତ healthy ହୋଇଥାଏ.

ମୁଁ ଆଶା କରୁଛି ଏହି recipe ଆପଣ ମାନଙ୍କୁ ଭଲ ଲାଗିବ .ଏବେ ଚାଲନ୍ତୁ ଶିଖିବା ଘରେ

ପରଫେକ୍ଟ ପାଳଙ୍ଗ ଶାଗ ଢ଼ୋକଲା କରିବା      .

INGREDIENTS:-

*1ବିଡ଼ା ପାଳଙ୍ଗ ଶାଗ

*ଅଧା ଚାମଚ ହିଙ୍ଗୁ

*2ଚାମଚ ଚିନି

*ସ୍ୱାଦ ଅନୁସାରେ ଲୁଣ

*1ଚାମଚ ଲେମ୍ବୁ ରସ

*2ଟା କଞ୍ଚା ଲଙ୍କା (ଛୋଟ ଛୋଟ କାଟିକି ନେବା)

*1ଇଞ୍ଚ ଅଦା

*ଅଧା cup ଦହି

*ଅଧା cup ବେସନ

*ଅଧା cup ସୁଜି  

*1ଚାମଚ ରିଫାଇନ ତେଲ

*1ଚାମଚ ବେକିଙ୍ଗ ସୋଢା 

 

ତଡକା ପାଇଁ :-

*2ଚାମଚ ରିଫାଇନ ତେଲ

*1ଚାମଚ ଜିରା

*1ଚାମଚ ସୋରିଷ

*1ଚାମଚ ଖସା /ରାଶି

*3ଟା କଞ୍ଚା ଲଙ୍କା (2ଫାଳ କାଟିକି ନେବା )

*1ଚୁଟକୀ ହିଙ୍ଗୁ

*7ଟା ଭୁର୍ସୁଙ୍ଗା ପତ୍ର

*1 cup ପାଣି

*1ଚାମଚ ଚିନି  

METHODS :-

 Step -1:-

ପ୍ରଥମେ ପାଳଙ୍ଗ ଶାଗ କୁ ଭଲସେ ଧୋଇଦେବା.ତା ଚେର କୁ କାଟିକି  ବାହାର କରିଦେବା .

Step -2:-

pressure -cooker ରେ 2ଗ୍ଲାସ ପାଣି ଦେବା.ସେଥିରେ ଅଧା ଚାମଚ ଚିନି ,ଅଧା ଚାମଚ ଲୁଣ ,

ପାଳଙ୍ଗ ଶାଗ କୁ ଦେବା .ଢାଂକନା ଦେଇକି ଗ୍ୟାସ ରେ ବସେଇଦେବା .ଆଉ 1ଟା ସିଟି ମାରିଲେ ଗ୍ୟାସ

ବନ୍ଦ କରିଦେବା ,ଭଲସେ ଥଣ୍ଡା ହେଲା ପରେ pressure cooker କୁ ଖୋଲିବା.

Step -3:-

pressure cooker ଭଲସେ ଥଣ୍ଡା ହେଲା ପରେ ପାଳଙ୍ଗ ଶାଗ କୁ ଗୋଟେ ଜାଗାକୁ ବାହାର କରିକି

ଭଲସେ ଥଣ୍ଡା କରିଦେବା .

PERFECT PALAK  DHOKLA
PERFECT PALAK  DHOKLA


Step -4:-

ପାଳଙ୍ଗ ଶାଗ ଭଲସେ ଥଣ୍ଡା ହେଲା ପରେ ପାଳଙ୍ଗ ଶାଗ କୁ grinder ଜାର ରେ ଦେବା ଆଉ ସେଥିରେ

ଅଧା ଚାମଚ ହିଙ୍ଗୁ,2ଚାମଚ ଚିନି,

ସ୍ୱାଦ ଅନୁସାରେ ଲୁଣ,1ଚାମଚ ଲେମ୍ବୁ ରସ,2ଟା କଞ୍ଚା ଲଙ୍କା (ଛୋଟ ଛୋଟ କାଟିକି ନେବା),1ଇଞ୍ଚ ଅଦା ଦେବା

 ଆଉ ଭଲସେ grinding କରିଦେବା .ତାପରେ ତାକୁ ଗୋଟେ ଜାଗା କୁ ବାହାର କରିଦେବା .

 Step -5:-

ଏବେ ଗୋଟେ ବଡ ଜାଗା ନେବା ସେଥିରେ ଅଧା cup ଦହି ,ପାଳଙ୍ଗ grinding କରିକି ଯଉ ରଖିଥିଲେ

ତାକୁ ଦେଇକି ଭଲସେ 1min ଫେଣ୍ଟିବା .

Step -6:-

ଏବେ ସେଥିରେ ଅଧା cup ବେସନ,ଅଧା cup ସୁଜି ,1ଚାମଚ ରିଫାଇନ ତେଲ ,ଅଧା cup ପାଣି ଦେବା

 ଆଉ 8min ହାତରେ ଭଲସେ ଫେଣ୍ଟିବା ,ଯେମିତି ବେସନ ବିଣ୍ଡା ରହିବନି .

(ଯେତେ ଫେଣ୍ଟିବେ ସେତେ ନରମ ହେବ ).ଏବେ ତାକୁ 30min ଢାଙ୍କିକି ରଖିଦେବା . 

 Step -7:-

ଏବେ ଗ୍ୟାସ ରେ କଢେଇ ନେବା .କଢେଇ stand /ତାଟିଆ ବସେଇବା .stand ଯଉ

ବସେଇବା stand ଉପର ଯାଏ ପାଣି ଦେବା ଆଉ ପାଣି କୁ ଭଲସେ ଗରମ କରିବା.

ଗ୍ୟାସ flame କୁ medium flame ରଖିବା .

Step -8:-

ଆଉ ଗୋଟେ ଜାଗା ନେବା .କେକ କଲା ବେଳେ ଯେମିତି ଜାଗା ନିଅନ୍ତି ସେମିତି ନେବା ତା ଭିତରେ

 1ଚାମଚ ରିଫାଇନ ତେଲ ଦେଇକି ଭଲସେ ଚାରିପଟେ ତେଲ ଲଗେଇ ଦେବା.

Step -9:-

30min ହେଲା ପରେ ଢାଂକନା ଖୋଲିକି ଭଲସେ ଗୋଳେଇ ଦେବା .ଏବେ 1ଚାମଚ ବେକିଙ୍ଗ ସୋଢା ନେବା .

ବେକିଙ୍ଗ ସୋଢା ଉପରେ 1ଚାମଚ ପାଣି ପକେଇକି 2min ଭଲସେ ଫେଣ୍ଟିବା.

Step -10:-

ଏବେ ଯଉ ଜାଗାରେ ତେଲ ମାରିକି ରଖିଥିଲେ ସେଥିରେ ଯଉ ଗୋଳେଇଲେ ତାକୁ ଦେଇଦେବା.ଏବେ

ସାଙ୍ଗେ ସାଙ୍ଗେ ଏହି ଜାଗା କୁ କଢେଇ ଭିତରେ ଭଲସେ ରଖିଦେବା ଆଉ ତାକୁ ଢାଙ୍କିକି19min ଢାଙ୍କିକି

ରଖିଦେବା .(ଗ୍ୟାସ flame କୁ medium flame ରେ ରଖିବା ).

Step -11:-

19min ପରେ ଢାଂକନା ଖୋଲିକି ଗୋଟେ ଛୁରୀ କୁ ତା ଭିତରେ ଦେବା ଯଦି ଛୁରୀ ରେ କିଛି ଲାଗି ନଥିବ

ତେବେ ଢ଼ୋକଲା ହେଇଯାଇଛି.ଏବେ ଢ଼ୋକଲା ଜାଗା  କୁ ବାହାର କରିବା ତାକୁ ଭଲସେ ଥଣ୍ଡା କରିବା.

PERFECT PALAK  DHOKLA
PERFECT PALAK  DHOKLA

Step-12:- (ତଡକା ପାଇଁ )

ଗୋଟେ ଜାଗାରେ କଢେଇ ବସେଇବା .2ଚାମଚ ରିଫାଇନ ତେଲ ଦେବା .ଭଲସେ ଗରମ ହେଲା ପରେ

 ସେଥିରେ 1ଚାମଚ ଜିରା ,1ଚାମଚ ସୋରିଷ 1ଚା,ମଚ ଖସା /ରାଶି,ଭଲସେ ଫୁଟିଲା ପରେ

3ଟା କଞ୍ଚା ଲଙ୍କା (2ଫାଳ କାଟିକି ନେବା ),1ଚୁଟକୀ ହିଙ୍ଗୁ ,7ଟା ଭୁର୍ସୁଙ୍ଗା ପତ୍ର ,1 cup ପାଣି,

1ଚାମଚ ଚିନି 1min ଯାଏ ରଖିବା.2min ପରେ ଗ୍ୟାସ କୁ ବନ୍ଦ କରିକି ଭଲସେ ଥଣ୍ଡା କରିବା.  

PERFECT PALAK  DHOKLA
PERFECT PALAK  DHOKLA
 Step -13:-

ଢ଼ୋକଲା ଯଉ ଥଣ୍ଡା କରିବାକୁ ରଖିଥିଲେ ତାକୁ ଗୋଟେ ଜାଗା କୁ ବାହାର କରିବା ଆଉ ଆପଣଙ୍କ ମନ

 ପସନ୍ଦ size ରେ କତିକି ତାକୁ ଗୋଟେ ଗୋଟେ କରିକି ଗୋଟେ ଥାଳି ରେ ରଖିବା .ଆଉ ସେ ଗୋଟେ

ଗୋଟେ piece ଉପରେ ଚାମଚ ରେ ପାଣି ତଡକା ଯଉ ଥଣ୍ଡା କରିକି ରଖିଥିଲେ ତାକୁ ତଡକା piece

ଉପରେ ଦେବା . ତାକୁ 15min ଛାଡିଗଲା .15min ପରେ ତଡକା ହେଇଗଲା .

ଏବେ ଆପଣଙ୍କ ପରଫେକ୍ଟ ପାଳଙ୍ଗ ଶାଗ ଢ଼ୋକଲା ହେଇଗଲା .

PERFECT PALAK  DHOKLA
PERFECT PALAK  DHOKLA

SECRETE TIPS :-

*ଯଦି ବେସନ ନଥିବ ତେବେ ସୁଜି ନେଇପାରିବେ.

*ଆପଣ ଚାହିଁଲେ ଆପଣଙ୍କ ମନ ପସନ୍ଦ ପରିବା ଛୋଟ ଛୋଟ କାଟିକି ନେଇପାରିବେ ,ଯେମିତି

କାପ୍ସିଗମ,ପିଆଜ ,ବିନ୍ସ ,ଗାଜର କୋରା (ଯେତିକି ପରିବା ନେବେ ପୁରା ଛୋଟ ଛୋଟ କାଟିକି ନେବା )

*ଆପଣ ଚାହିଁଲେ ଖାଲି ସୁଜି ଆଉ ଖାଲି ବେସନ ନେଇକି ଢ଼ୋକଲା କରିପାରିବେ.

*ଆପଣ ଯଦି ଚାଁହୁନଥିବେ ପାଳଙ୍ଗ ଶାଗ ପକେଇବାକୁ ,ତେବେ ଖାଲି ବେସନ କି ସୁଜି ରେ ଢ଼ୋକଲା

ତିଆରି କରିପାରିବେ .

*ଆପଣ ଚାହିଁଲେ ପାଳଙ୍ଗ ଶାଗ କୁ grinding.

*ଯଦି ଲେମ୍ବୁ ରସ ନଥିବ ତେବେ 1ଚାମଚ ଭିନେଗାର ନେଇପାରିବେ.

*ଯଦି ବେକିଙ୍ଗ ସୋଢା ନଥିବ ତେବେ 1ଚାମଚ (blue eno fruit salt)  ନେଇପାରିବେ. 

(blue eno fruit salt କୁ ନେବେ ଏଥିରେ flavour ନଥାଏ green eno fruit salt କୁ ନେବେନି.)

PERFECT PALAK  DHOKLA
PERFECT PALAK  DHOKLA
 TAGS :-

#PERFECT PALAK  DHOKLA

#ପରଫେକ୍ଟ ପାଳଙ୍ଗ ଶାଗ ଢ଼ୋକଲା

#spinach dhokla

#healthy dhokla

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

                             foodstorys.in

 

 

 

 

 


Post a Comment

0 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1