RICE KHICHU RECIPE

 

RICE KHICHU RECIPE ||ଖିଚୁ recipe  ଗୁଜୁରାତି ରେ ପ୍ରସିଦ୍ଧ

CUISION:- Indian,    SKILL LEVEL:- Beginner

.

RICE KHICHU RECIPE
RICE KHICHU RECIPE
//////////////////////////////////////////////////////////////////////////////////////////////

TABLE OF CONTENTS:-

INGREADIENTS

METHOD

TIPS & TRICKS

TAGS

SOCIAL MEDIA LINK

FACEBOOK PAGE

foodstoryss

PINTEREST

foodstoryss

INSTAGRAM

foodcrezy

TWITTER

foodstoryss

ଆଜି ମୁ ଗୁଜୁରାଟ ର ପ୍ରସିଦ୍ଧ ଖାଇବା ଖିଚୁ ତିଆରି କରିବା ଶିଖେଇବି .ଖିଚୁ ଚାଉଳ ଗୁଣ୍ଡ ରେ ତିଆରି ହୋଇଥାଏ .

ଖିଚୁ ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ହୋଇଥାଏ .ଯଦି ଆପଣଙ୍କ ପାଖରେ କମ ସମୟ ଅଛି ଆଉ ଚଟପଟା

ଖାଇବାକୁ ଇଚ୍ଛା ହଉଥାଏ ତେବେ ଖିଚୁ କୁ ସାଙ୍ଗେ ସାଙ୍ଗେ ତିଆରି କରିକି ଖାଇପାରିବେ.

ମୁଁ ଆଶା କରୁଛି ଏହି recipe ଆପଣ ମାନଙ୍କୁ ଭଲ ଲାଗିବ .ଏବେ ଚାଲନ୍ତୁ ଶିଖିବା ଘରେ

ଖିଚୁ କେମିତି  କରିବା .

INGREADIENTS :-

*3cup ପାଣି

*3ଚାମଚ କଞ୍ଚା ଲଙ୍କା ,ଧନିଆ ପତ୍ର (ଦର ଦରା grinding କରିକି ନେବା )

*1ଚାମଚ ଭଜା ଜିରା ଗୁଣ୍ଡ

*1 ଚାମଚ ଭଜା ଜୁଆଣି (ହାତରେ ଦଳିକି ନେବା )

*ଅଧା ଚାମଚ ଭଜା ଖସା /ରାଶି

*ଅଧା ଚାମଚ ଗୋଲମରିଚ ଗୁଣ୍ଡ

*ଅଧା ଚାମଚ ଲଙ୍କା ଗୁଣ୍ଡ

*ଅଧା ଛୋଟ  ଚାମଚ ବେକିଙ୍ଗ ସୋଢା

*1ଚୁଟକୀ ହିଙ୍ଗୁ

*1ଚାମଚ ଲୁଣ (ସ୍ୱାଦ ଅନୁସାରେ ନେଇପାରିବେ )

*1cup ଚାଉଳ ଗୁଣ୍ଡ

*ଅଧା ଚାମଚ ଚାଟ ମସଲା

*1ଚାମଚ ଘିଅ (ଗରମ କରିକି ନେବେ )

METHOD :-

Step -1:-

ପ୍ରଥମେ ଗ୍ୟାସ ରେ କଢେଇ ବସେଇବା.ସେଥିରେ 3cup ପାଣି ,ଅଧା ଚାମଚ ଘିଅ ଦେଇକି 2min

ଭଲସେ ଗରମ କରିବା ଯେମିତି ପାଣି ଫୁଟି ଆସିବ .

(ଘିଅ ଜାଗାରେ ରିଫାଇନ ତେଲ ନେଇପାରିବେ )

Step -2:-

ତାପରେ ସେଇ କଢ଼େଇରେ 3ଚାମଚ କଞ୍ଚା ଲଙ୍କା ,ଧନିଆ ପତ୍ର (ଦର ଦରା grinding କରିକି ନେବା ),

1ଚାମଚ ଭଜା ଜିରା ଗୁଣ୍ଡ ,ଅଧା ଚାମଚ ଗୋଲମରିଚ ଗୁଣ୍ଡ ,ଅଧା ଚାମଚ ଲଙ୍କା ଗୁଣ୍ଡ,

1 ଚାମଚ ଭଜା ଜୁଆଣି (ହାତରେ ଦଳିକି ନେବା ),ଅଧା ଚାମଚ ଭଜା ଖସା /ରାଶି ,

ଅଧା ଛୋଟ ଚାମଚ ବେକିଙ୍ଗ ସୋଢା ,1ଚୁଟକୀ ହିଙ୍ଗୁ ,1ଚାମଚ ଲୁଣ (ସ୍ୱାଦ ଅନୁସାରେ ନେଇପାରିବେ )

ପକେଇକି 3min ଛାଡ଼ିଦେବା .ଯେମିତି ଭଲସେ ଫୁଟିଯିବ.

RICE KHICHU RECIPE
RICE KHICHU RECIPE
 Step -3:-

3min ପରେ ଗ୍ୟାସ flame କୁ low flame କରିଦେବା .ଆଉ ଧୀରେ ଧୀରେ ବାମ ହାତରେ

ଚାଉଳ ଗୁଣ୍ଡ ଦେବା ଆଉ ସାଙ୍ଗେ ସାଙ୍ଗେ ଡାହାଣ ହାତରେ continuously ଚଳାଉ ଥିବା.

(କାରଣ  ଚାଉଲାଗୁଣ୍ଡ ବିଣ୍ଡା ବିଣ୍ଡା ହେଇଯାଇଥାଏ ଆଉ ତଳେ ଲାଗିଯାଇଥାଏ ).ଚାଉଳ ଗୁଣ୍ଡ

ପକେଇସାରିଲା ପରେ ତାକୁ continuously 5min ଚଲେଇବା .

RICE KHICHU RECIPE
RICE KHICHU RECIPE 

RICE KHICHU RECIPE
RICE KHICHU RECIPE
 Step -4:-

5min ପରେ ତାକୁ ପୁଣି  5min ଢାଙ୍କିକି ଚାଇଦେବା .

Step -5:-

5min ପରେ ଢାଂକନା ଖୋଲିକି ତାକୁ ଚଲେଇ ଦେବା .ପୁଣି ତାକୁ 2min ଢାଙ୍କି ଦେବା .

Step -6:-

2min ପରେ ଢାଂକନା ଖୋଲିକି ଚଲେଇଦେବା .ଆଉ ଗ୍ୟାସକୁ ବନ୍ଦ କରିକି 2min ଢାଙ୍କି ଦେବା .  

RICE KHICHU RECIPE
RICE KHICHU RECIPE
 Step -7:-

2min ପରେ ଆପଣ ଗୋଟେ ଜାଗା କୁ ବାହାର କରିଦେବେ .ଆଉ ଉପରେ ଅଧା ଚାମଚ ଚାଟ ମସଲା

ବୁଲିକି ପକେଇବା ,ଆଉ ତା ଉପରେ 1ଚାମଚ ଘିଅ କୁ ଗରମ କରିକି ଖିଚୁ ଉପରେ ବୁଲେଇକି ପକେଇବା .

ଏବେ ଆପଣଙ୍କ ଖିଚୁ ହେଇଗଲା .ଆପଣ ଏବେ ଖିଚୁ ଖାଇପାରିବେ .

SECRETE TIPS:-

*ଯଉ cup ରେ ପାଣି ନେବ ,ସେଇ cupରେ ମାପିକି 1cup ଚାଉଳ ଗୁଣ୍ଡ ନେବା

like :-3cup ପାଣିରେ 1cup ଚାଉଳ ଗୁଣ୍ଡ ନେବ .

*ଆପଣ ଚାହିଁଲେ କଞ୍ଚା ଲଙ୍କା ଆଉ ଧନିଆ ପତ୍ର କୁ ଦର ଦରା grinding କରିକି ପାଣିରେ

 ପକେଇପାରିବେ .

*ଯଦି ବେକିଙ୍ଗ ସୋଢା ପକେଇବାକୁ ଚାଁହୁନଥିବେ ,ତେବେ ବେକିଙ୍ଗ ସୋଢା ପକେଇବେନି.

*ଆପଣ ଘିଅ ଜାଗାରେ butter କୁ ଗରମ କରିକି ନେଇପାରିବେ

*ଆପଣ ଯଦି ଚାଉଳ ଗୁଣ୍ଡ ରେ ଖିଚୁ ତିଆରି  କରିବାକୁ ଚାଁହୁନଥିବେ ,ତେବେ 1cup ବୁଟ ଡାଲି କୁ 5ଘଣ୍ଟା

 ପାଣିରେ ଭେଦେଇ ,ତାକୁ କାଠୁଆ grinding କରିକି ,ତାପରେ ମୁ ଯେମିତି ପ୍ରଣାଳୀ ରେ କହିଛି ସେମିତି

ଯନ୍ତିକି କରିପାରିବେ.

*ଆପଣ ଚାହିଁଲେ କଞ୍ଚା ଲଙ୍କା ଆଉ ଧନିଆ ପତ୍ର କୁ ପୁରା ଛୋଟ ଛୋଟ କାଟିକି ନେଇପାରିବେ .

ନହେଲେ ହେମଦସ୍ତା ରେ ଛେଚିକି ନେଇପାରିବେ .

TAGS :-

#RICE KHICHU RECIPE

#ଖିଚୁ recipe  ଗୁଜୁରାତି ରେ ପ୍ରସିଦ୍ଧ

#masala khichu

#simple&quick khichu

#khichu gujurati dish  

#mamarecipeblog

 

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

www.foodstorys.in

 

 

 

 

 

 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1