VEGETABLE PITHA

 

VEGETABLE PITHA||ପରିବା ପିଠା

CUISION:- Indian, COURCE:-breakfast ,  SKILL LEVEL:- Beginner


VEGETABLE PITHA
VEGETABLE PITHA

////////////////////////////////////////////////////////////////////////////////////////////////

TABLE OF CONTENTS:-

INGREADIENTS

METHOD

TIPS & TRICKS

TAGS

SOCIAL MEDIA LINK

FACEBOOK PAGE

foodstoryss

PINTEREST

foodstoryss

INSTAGRAM

foodcrezy

TWITTER

foodstoryss

ସମସ୍ତେ ବହୁତ ପ୍ରକାର ପିଠା ଖାଇଥିବେ .ଆଜି ମୁ ସବୁ ପରିବା ପକେଇକି ପିଠା କରିବି . 

ପରିବା ପିଠା ଦେହ ପାଇଁ ବହୁତ healthy ହୋଇଥାଏ .ଅଧିକାଂଶ ଲୋକ  ପରିବା ଖାଇବାକୁ 

ଭଲ ପସନ୍ଦ କରିନଥାନ୍ତି.ଏମିତି ଥରେ ପରିବା ପିଠା କରିକି ଘରେ ଖୁଆନ୍ତୁ.

 INGREDIENTS :-

*1cup ଅରୁଆ ଚାଉଳ

*ଅଧା cup ବିରି

*3ଚାମଚ ସୁଜି

*2ଚାମଚ ଗାଜର କୋରା

*2ଚାମଚ ବିନ୍ସ (ପୁରା ଛୋଟ ଛୋଟ କଟା ହେଇଥିବା )

*2ଚାମଚ ଫୁଲକୋବି (ପୁରା ଛୋଟ ଛୋଟ କଟା ହେଇଥିବା)

*2ଚାମଚ ବନ୍ଧା କୋବି କୋରା

*1ଟା ପିଆଜ (ପୁରା ଛୋଟ ଛୋଟ କଟା ହେଇଥିବା)

*1ଚାମଚ ଅଦା ,କଞ୍ଚା ଲଙ୍କା ଛେଚା 

*ଅଧା ଚାମଚ ହିଙ୍ଗୁ

*ଅଧା ଚାମଚ ଗୋଲମରିଚ ଗୁଣ୍ଡ 

*ଅଧା ଚାମଚ ଚିନି

*ସ୍ୱାଦ ଅନୁସାରେ ଲୁଣ

*1ଚାମଚ ଜିରା

* 6ଟା ଭୁର୍ସୁଙ୍ଗା ପତ୍ର

*ଅଧା ଚାମଚ ଖାଇବା ସୋଢା

*3ଚାମଚ ତେଲ

METHOD :-

Step -1:-

ପ୍ରଥମେ 1cup ଅରୁଆ ଚାଉଳ,ଅଧା cup ବିରି କୁ ଗୋଟେ ଜାଗା ରେ ରଖିବା .ପାଣିରେ ଭଲସେ

ଧୋଇଦେବା.ତାପରେ ତାକୁ ପାଣି ଦେଇକି 6ଘଣ୍ଟା ଢାଙ୍କି ଦେବା.

Step -2:-

6ଘଣ୍ଟା ପରେ ସେଥିରୁ ପାଣି ବାହାର କରିଦେବା .ଆଉ ତାକୁ ଭଲସେ ଧୋଇ ଦେବା.

Step -3:-

ତାପରେ grinder ଜାର ରେ ଦେବା ଆଉ ଭଲସେ grinding କରିଦେବା.ଏବେ ଗୋଟେ ଜାଗା କୁ

ବାହାର କରିଦେବା. ତାକୁ 7ଘଣ୍ଟା ଢାଙ୍କିଦେବା.

Step -4:-

ଏବେ ଆଉ ଗୋଟେ ଜାଗା ରେ 2ଚାମଚ ଗାଜର କୋରା ,2ଚାମଚ ବିନ୍ସ (ପୁରା ଛୋଟ ଛୋଟ କଟା ହେଇଥିବା ),

2ଚାମଚ ଫୁଲକୋବି (ପୁରା ଛୋଟ ଛୋଟ କଟା ହେଇଥିବା),2ଚାମଚ ବନ୍ଧା କୋବି କୋରା ,

1ଟା ପିଆଜ (ପୁରା ଛୋଟ ଛୋଟ କଟା ହେଇଥିବା) ,1ଚାମଚ ଅଦା କଞ୍ଚା ଲଙ୍କା ଛେଚାକୁ ରଖିବା  

Step -5:-

7ଘଣ୍ଟା ପରେ ପିଠଉ କୁ ଆଣିବା ତାକୁ 5min ଫେଣ୍ଟିବା,ତାପରେ ସେଥିରେ 3ଚାମଚ ସୁଜ, 2ଚାମଚ ଗାଜର କୋରା ,

2ଚାମଚ ବିନ୍ସ (ପୁରା ଛୋଟ ଛୋଟ କଟା ହେଇଥିବା ),2ଚାମଚ ଫୁଲକୋବି (ପୁରା ଛୋଟ ଛୋଟ କଟା ହେଇଥିବା),

2ଚାମଚ ବନ୍ଧା କୋବି କୋରା ,1ଟା ପିଆଜ (ପୁରା ଛୋଟ ଛୋଟ କଟା ହେଇଥିବା) ,1ଚାମଚ ଅଦା କଞ୍ଚା ଲଙ୍କା ଛେଚା,

ଅଧା ଚାମଚ ହିଙ୍ଗୁଅଧା ଚାମଚ, ଗୋଲମରିଚ ଗୁଣ୍ଡ ଅଧା ଚାମଚ ଚିନି ,ସ୍ୱାଦ ଅନୁସାରେ ଲୁଣ କୁ ଦେବା.ଆଉ ଭଲସେ

ଗୋଳେଇ ଦେବା.ତାକୁ 15min ଢାଙ୍କିଦେବା .(ବେଶୀ ପାଣିଆ କି ବେଶୀ କାଠୁଆ କରିବେନି)

Step -6:-

15min ପରେ ଢାଙ୍କନ ଖୋଲିବା, ସେଥିରେ ଅଧା ଚାମଚ ଖାଇବା ସୋଢା ଦେବା ଆଉ ସେ ଖାଇବା ସୋଢା

ଉପରେ ଅଧା ଚାମଚ ପାଣି ଦେବା ଆଉ ଭଲସେ ଗୋଳେଇ ଦେବା.

Step -7:-

ଗ୍ୟାସ ତାୱା ବସେଇବା .ସେଥିରେ 3ଚାମଚ ତେଲ ଦେବା .

 Step -8:-

ତେଲ କୁ ଭଲସେ ଗରମ କରିବା,ଗ୍ୟାସ flame କୁ low flame କରିଦେବା.

Step -9:-

ସେଥିରେ 1ଚାମଚ ଜିରା ଦେବା,ଜିରା ଭଲସେ ହେଲା ପରେ  ସେଥିରେ 6ଟା ଭୁର୍ସୁଙ୍ଗା ପତ୍ର ଦେବା

ଆଉ ସାଙ୍ଗେ ସାଙ୍ଗେ ଗୋଳେଇକି ରଖିଥିବା ସବୁ ପିଠଉ କୁ ଏକା ସାଙ୍ଗରେ ଦେଇଦେବା.

ତାପରେ ତାକୁ 10min ଢାଙ୍କିଦେବା 

VEGETABLE PITHA
VEGETABLE PITHA
 Step -10:-

10min ପରେ ପିଠା କୁ ଓଲଟେଇ ଦେବା.ତାପରେ ତାକୁ 10min ଢାଙ୍କିଦେବା .10min ପରେ

ଗ୍ୟାସ କୁ ବନ୍ଦ କରିଦେବା.ତାୱା ଭଲସେ ଥଣ୍ଡା ହେଲା ପରେ ତାୱା ରୁ ପିଠା କୁ ବାହାର କରିବା ଆଉ

ପିଠା କୁ କାଟିକି ଖାଇବେ .

ଏବେ ଆପଣଙ୍କ ପରିବା ପିଠା ହେଇଗଲା.

VEGETABLE PITHA
VEGETABLE PITHA

 

TIPS:-

*ସବୁ ବେଳେ ମନେ ରଖିବେ ବେକିଙ୍ଗ ସୋଢା ପକେଇକି କେବେ ଗୋଳେଇ ରଖିବେନି.

ଯାହାବି କରିବେ ପିଠା ହଉ କି କେକ ହଉ ଯେତେ ବେଳେ ତାୱା ବସେଇବେ ସେତେ ବେଳେ

 ବେକିଙ୍ଗ ସୋଢା ପକେଇକି ତା ଉପରେ ଅଧା ଚାମଚ ପାଣି ପକେଇବେ ଆଉ ଭଲସେ

ଗୋଳେଇକି ତାପରେ ତାୱା ରେ ଦେବେ.

*ଆପଣ ଚାହିଁଲେ ଆପଣଙ୍କ ମନ ପସନ୍ଦ ରେ ପରିବା ପକେଇପାରିବେ.

*ଆପଣ ଚାହିଁଲେ ନଡ଼ିଆ କୋରା ,ଭଜା କାଜୁ ,ଭଜା ବାଦାମ ,ପକେଇପାରିବେ.

*ଆପଣ ଚାହିଁଲେ ଅଧା ଚାମଚ ଗରମ ମସଲା ଗୁଣ୍ଡ ପକେଇପାରିବେ.

*ଆପଣ ଚାହିଁଲେ ଅଧା ଗୁଜୁରାତି ଗୁଣ୍ଡ ପକେଇପାରିବେ.

TAGS :-

#VEGETABLE PITHA

#ପରିବା ପିଠା

#vegetable pancake

#salty ପୋଡ଼ ପିଠା

#foodstorys

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

www.foodstorys.in

Post a Comment

2 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1