BANANA BLOSSOM PATUA

 

BANANA BLOSSOM PATUA||କଦଳୀ ଭଣ୍ଡା ପତୁଆ

CUISION:- Indian,    SKILL LEVEL:- Beginner

 

BANANA  BLOSSOM  PATUA

///////////////////////////////////////////////////////////////////////////////////////////////////////////////////////////////////////

 

 

TABLE OF CONTENTS:-

INGREADIENTS

METHOD

TIPS & TRICKS

TAGS

 

SOCIAL MEDIA LINK

FACEBOOK PAGE

foodstoryss

PINTEREST

foodstoryss

INSTAGRAM

foodcrezy

TWITTER

foodstoryss

ଆମେ କଦଳୀ ଭଣ୍ଡା ରେ ବହୁତ item ଖାଇଥାଉ. କଦଳୀ ଭଣ୍ଡା ରେ

ଯେ କୌଣସି item କଲେ କଦଳୀ ଭଣ୍ଡା କୁ ସିଝେଇକି କରିଥାଉ,

ନହେଲେ କସା ଲାଗିଥାଏ.କିନ୍ତୁ କଦଳୀ ଭଣ୍ଡା ପତୁଆ କଲେ

କିଛି ସିଝେଇବାକୁ ପଡ଼ିନଥାଏ.କଦଳୀ ଭଣ୍ଡା କୁ ନ ସିଝେଇଲେବି କିଛି କସା ଲାଗି ନଥାଏ.

ଆଜି ମୁକଦଳୀ ଭଣ୍ଡା ରେ ପତୁଆ କରିବା ଶିଖେଇକି.ଯେମିତି କସା ଲାଗିବନି.କଦଳୀ ଭଣ୍ଡା ରେ

 ବହୁତ ଭିଟାମିନ ଥାଉ .ଯଦି କଦଳୀ ଭଣ୍ଡା  ଖାଉ ନଥିବେ ତେବେ ଏମିତି କଦଳୀ ଭଣ୍ଡା ପତୁଆ

କରିକି ଖୁଆନ୍ତୁ ଆଉ ମତେ comment box ରେ ମେଷସାଙ୍ଗେ କରନ୍ତୁ କେମିତି ଲାଗିଲା.

 ଆପଣ ମାନେ କଞ୍ଚା କଦଳୀ ଚୋପା  ପତୁଆ ଶିଖିବାକୁ ଚାଁହୁଥିବେ,ତେବେ ତଳେ LINK ଦେଇଛି

ସେ LINK ଉପରେ CLICK କରିକି ଦେଖିପାରିବେ.

RAW BANANA PATUA:-LINK

 INGREDIENTS:-

*1cup କଦଳୀ ଭଣ୍ଡା

*1ଚାମଚ ସୋରିଷ

*4ଟା ରସୁଣ ପାଖୁଡା

*3ଟା ବାଦାମ

*1ଚାମଚ ପୋସ୍ତ

*1 ଚାମଚ ଜିରା

*1ଟା ଶୁଖିଲା ଲଙ୍କା

*1ଟା ଆଳୁ (ପୁରା ଛୋଟ ଛୋଟ କାଟିକି ନେବା )

*3ଚାମଚ ବିନ୍ସ (ପୁରା ଛୋଟ ଛୋଟ କାଟିକି ନେବା )

*3ଚାମଚ ବାଇଗଣ (ପୁରା ଛୋଟ ଛୋଟ କାଟିକି ନେବା )

*2ଚାମଚ ତେଲ ସୋରିଷ ତେଲ

*2ଚାମଚ ହଳଦୀ ଗୁଣ୍ଡ

*1ଚାମଚ ଲଙ୍କା ଗୁଣ୍ଡ

*ସ୍ୱାଦ ଅନୁସାରେ ଲୁଣ

METHOD :-

Step -1:-

ପ୍ରଥମେ ଗୋଟେ ଜାଗାରେ 1cup କଦଳୀ ଭଣ୍ଡା ନେବା.କଦଳୀ ଭଣ୍ଡା କୁ ଗୋଟେ ଗୋଟେ କରିକି ବାଛିବା .

ଗୋଟେ କଦଳୀ ଭଣ୍ଡା ନେବା ଆଉ ତା ମଝିରେ ଫୁଲ ଭଳିଆ ହେଇଥାଏ ତାକୁ ଆଉ ତା ମଝିରେ ଗୋଟେ

ପ୍ଲାଷ୍ଟିକ ଭଳିଆ ହୋଇଥାଏ ତାକୁ ବାହାର କରିଦେବା ନହେଲେ କଦଳୀ ଭଣ୍ଡା ପିତା ଲାଗିଥାଏ.

BANANA  BLOSSOM  PATUA
BANANA  BLOSSOM  PATUA
 

 

BANANA  BLOSSOM  PATUA
BANANA  BLOSSOM  PATUA

 Step -2:-

ତାପରେ ଗୋଟେ ବଡ ଜାଗା ନେବା ସେଥିରେ 1ଚାମଚ ହଳଦୀ ଗୁଣ୍ଡ ଦେବା 2ଗ୍ଲାସ ପାଣି ଦେବା

ଆଉ କଦଳୀ ଭଣ୍ଡା ଫୁଲ କୁ ଦେବା ଉଆ ତାକୁ 5min ଛାଡି ଦେବା.ଏମିତି କଲେ କଦଳୀ ଭଣ୍ଡା ପତୁଆ କଳା

ହୋଇଥାଏ.

BANANA  BLOSSOM  PATUA
BANANA  BLOSSOM  PATUA
 Step -3:-

5min ପରେ ହାତରେ ଭଲସେ ଚକୁଟି ଭଲସେ ଧୋଇଦେବା .ଆଉ ଗୋଟେ ଜାଗାରେ ରଖିଦେବା.

Step -4:-

grinder ଜାର ନେବା ସେଥିରେ କାଟିକି ରଖିଥିବା ଧୋଇକି ରଖିଥିବା 1cup କଦଳୀ ଭଣ୍ଡା,1ଚାମଚ ସୋରିଷ ,

4ଟା ରସୁଣ ପାଖୁଡା ,3ଟା ବାଦାମ ,1ଚାମଚ ପୋସ୍ତ ,1 ଚାମଚ ଜିରା ,1ଟା ଶୁଖିଲା ଲଙ୍କା  କୁ ନେବା .

ଭଲସେ grinding କରିଦେବା.ବେଶୀ ପାଣି ଦେବେନି

Step -5:-

ଏବେ ଗୋଟେ  ଜାଗାରେ 1ଟା ଆଳୁ (ପୁରା ଛୋଟ ଛୋଟ କାଟିକି ନେବା ),

3ଚାମଚ ବିନ୍ସ (ପୁରା ଛୋଟ ଛୋଟ କାଟିକି ନେବା ),
3ଚାମଚ ବାଇଗଣ (ପୁରା ଛୋଟ ଛୋଟ କାଟିକି ନେବା ),

2ଚାମଚ ତେଲ ସୋରିଷ ତେଲ ,2ଚାମଚ ହଳଦୀ ଗୁଣ୍ଡ ,

1ଚାମଚ ଲଙ୍କା ଗୁଣ୍ଡ ସ୍ୱାଦ ଅନୁସାରେ ଲୁଣ,2ଚାମଚ ପାଣି 

ଦେବା ଆଉ ଭଲସେ ହାତରେ ଗୋଳେଇ ଦେବା.ତାକୁ 5min

ଢାଙ୍କିକି ରଖିଦେବା.ବେଶୀ ପାଣି ଦେବେନି .

Step -6:-

5min ପରେ ଗୋଟେ କଢେଇ ଏବେ ସେଥିରେ ଗୋଳେଇକି ରଖିଥିଲେ ଯଉ ତାକୁ ଦେବା.

ତାପରେ ଗ୍ୟାସ ଲଗେଇବା ଆଉ କଢେଇକୁ  ଗ୍ୟାସରେ ବସେଇବା.ଗ୍ୟାସ flame କୁ

low flame କରିଦେବା .ଆଉ 5min  ଢାଂକନା ଦେଇଦେବା.

Step -7:-

 5min ପରେ ଢାଂକନା ଖୋଲିବା ଆଉ ଭଲସେ ଗୋଳେଇ ଦେବା.ଯଦି ପାଣି ଥିବ.ତାକୁ
ଆଉ 2min ଢାଂକନା ଦେଇକି ବସେଇ ଦେବେ.

Step -8:-

2min ପରେ ଢାଂକନା ଖୋଲିବା ତାକୁ ଭଲସେ ଗୋଳେଇ ଦେବା.

ଏବେ ଆପଣଙ୍କ କଞ୍ଚା କଦଳୀ ପତୁଆ ହୋଇଗଲା ଏହାକୁ ଆପଣ ରୁଟି ,ଭାତ ,ନାନ,କୁଲଚା

 ଆପଣଙ୍କ ମନ ପସନ୍ଦ ସହ ଲଗେଇକି ଖାଇପାରିବେ.

SECRETE TIPS:-

*ଆପଣଙ୍କ ମନ ପସନ୍ଦ ରେ ପରିବା ନେଇପାରିବେ .ପରିବା ସବୁକୁ ପୁରା ଛୋଟ ଛୋଟ କାଟିକି ନେବା.

*ଆପଣ ଚାହିଁଲେ 2ଟା କାଜୁ ,1ଚାମଚ ନଡ଼ିଆ କୋରା,1ଚାମଚ ମଗଜ ମଞ୍ଜି କୁ ସବୁକୁ grinding କରିକି

ନେଇ ପାରିବେ.

*ଆପଣ ଯଦି ପିଆଜ ରସୁଣ ଖାଉ ନଥିବେ ,ତେବେ ପକେଇବେନି.

*ଆପଣ ଚାହିଁଲେ ସୋରିଷ ତେଲ ବଦଳରେ ରିଫାଇନ ତେଲ ନେଇପାଇବେ.

*ଯେମିତି କୁନ୍ଦୁରି  ଚୋପା ପତୁଆ ହଉଛି  ପ୍ରଣାଳୀରେ ଆପଣ କଦଳୀ ଚୋପା,କଲରା ପତ୍ର ,ମେଥି ପତ୍ର ,

ଲାଉ ଚୋପା  ରେ ପତୁଆ କରିପାରିବେ.ତାକୁ କିଛି ସିଝେଇବା ଦରକାର ନାହିଁ କିଛି କଷା ଲାଗିବନି.

 TAGS:-

#BANANA  BLOSSOM  PATUA 

#କଦଳୀ ଭଣ୍ଡା ପତୁଆ 

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

www.foodstorys.in

 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1