BITTER GOURD LEAF PATUA

 

BITTER GOURD LEAF  PATUA||କଲରା ପତ୍ର ପତୁଆ

CUISION:- Indian,    SKILL LEVEL:- Beginner

 

BITTER GOURD LEAF  PATUA
BITTER GROUND LEAF  PATUA

////////////////////////////////////////////////////////////////////////////////////////

 

TABLE OF CONTENTS:-

INGREADIENTS

METHOD

TIPS & TRICKS

TAGS

 

SOCIAL MEDIA LINK

FACEBOOK PAGE

foodstoryss

PINTEREST

foodstoryss

INSTAGRAM

foodcrezy

TWITTER

foodstoryss

କଲରା ପତ୍ର ଖାଇବାକୁ ପିତା ଲାଗିଥାଏ କିନ୍ତୁ ଆମ ଦେହ ପାଇଁ ବହୁତ healthy ହୋଇଥାଏ.
କଲରା ପତ୍ର ରେ ଭିଟାମିନ E ,ଭିଟାମିନ c ,vitamin d complex ବହୁତ ଥାଏ .
ଯାହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ.
କଲରା ପତ୍ର ଖାଇବା ଦ୍ୱାରା ରକ୍ତ ପରିସ୍କାର ହୋଇଥାଏ.

ସେଥି ପାଇଁ ଚର୍ମ ରୋଗ ହୋଇନଥାଏ.diabetic ଯାହା କୁ ହୋଇଥାଏ ତାଙ୍କ ପାଇଁ ତ କଲରା ପତ୍ର

ଖାଇବା ବହୁତ ଆବଶ୍ୟକ ହୋଇଥାଏ.ଏହି ପ୍ରଣାଳୀରେ କଲରା ପତ୍ର ପତୁଆ କରିକି ଖାଇଲେ ବହୁତ

 ସ୍ୱାଦୁଷ୍ଟ ହୋଇଥାଏ.


Milton Aqua 1000 Stainless Steel Water Bottle, Set of 3, 950 ml, Silver
Rs.849


Milton Aqua 1000 Stainless Steel Water Bottle, Set of 3, 950 ml, Silver

ଆପଣ ମାନେ କଞ୍ଚା କଦଳୀ ଚୋପା  ପତୁଆ ଶିଖିବାକୁ ଚାଁହୁଥିବେ,ତେବେ ତଳେ LINK ଦେଇଛି ସେ LINK ଉପରେ 

CLICK କରିକି ଦେଖିପାରିବେ.

RAW BANANA PEEL PATUA:-LINK

ଆପଣ ମାନେ କଦଳୀ ଭଣ୍ଡା ପତୁଆ ଶିଖିବାକୁ ଚାଁହୁଥିବେ,ତେବେ ତଳେ LINK ଦେଇଛି ସେ LINK ଉପରେ CLICK କରିକି ଦେଖିପାରିବେ.

BANANA BLOSSOM PATUA:-LINK

Pigeon Amaze Plus Electric Kettle
Rs,599



INGREDIENTS:-

*6ଟା କଲରା ପତ୍ର

*1ଚାମଚ ସୋରିଷ

*4ଟା ରସୁଣ ପାଖୁଡା

*3ଟା ବାଦାମ

*1ଚାମଚ ପୋସ୍ତ

*1 ଚାମଚ ଜିରା

*1ଟା ଶୁଖିଲା ଲଙ୍କା

*1ଟା ଆଳୁ (ପୁରା ଛୋଟ ଛୋଟ କାଟିକି ନେବା )

*3ଚାମଚ ବିନ୍ସ (ପୁରା ଛୋଟ ଛୋଟ କାଟିକି ନେବା )

*3ଚାମଚ ବାଇଗଣ (ପୁରା ଛୋଟ ଛୋଟ କାଟିକି ନେବା )

*2ଚାମଚ ତେଲ ସୋରିଷ ତେଲ

*2ଚାମଚ ହଳଦୀ ଗୁଣ୍ଡ

*1ଚାମଚ ଲଙ୍କା ଗୁଣ୍ଡ

*ସ୍ୱାଦ ଅନୁସାରେ ଲୁଣ

METHOD :-

Step -1:-

ଗୋଟେ ଜାଗା ରେ କଲରା ପତ୍ର ନେବା.ତାକୁ ଭଲସେ ଧୋଇଦେବା.

Step -2:

ଏବେ grinder ଜାର ନେବା ସେଥିରେ ଧୋଇକି ରଖିଥିବା କଲରା ପତ୍ର ,1ଚାମଚ ସୋରିଷ ,4ଟା ରସୁଣ ପାଖୁଡା ,

3ଟା ବାଦାମ ,1ଚାମଚ ପୋସ୍ତ ,1 ଚାମଚ ଜିରା ,1ଟା ଶୁଖିଲା ଲଙ୍କା  କୁ ନେବା .ଭଲସେ grinding କରିଦେବା.

ବେଶୀ ପାଣି ଦେବେନି

Step -3:-

ଏବେ ଗୋଟେ  ଜାଗାରେ 1ଟା ଆଳୁ (ପୁରା ଛୋଟ ଛୋଟ କାଟିକି ନେବା ),3ଚାମଚ ବିନ୍ସ (ପୁରା ଛୋଟ ଛୋଟ କାଟିକି ନେବା ),

3ଚାମଚ ବାଇଗଣ (ପୁରା ଛୋଟ ଛୋଟ କାଟିକି ନେବା ),2ଚାମଚ ତେଲ ସୋରିଷ ତେଲ ,2ଚାମଚ ହଳଦୀ ଗୁଣ୍ଡ ,

1ଚାମଚ ଲଙ୍କା ଗୁଣ୍ଡ ସ୍ୱାଦ ଅନୁସାରେ ଲୁଣ,2ଚାମଚ ପାଣି  ଦେବା ଆଉ ଭଲସେ ହାତରେ ଗୋଳେଇ ଦେବା.ତାକୁ

 5min ଢାଙ୍କିକି ରଖିଦେବା.ବେଶୀ ପାଣି ଦେବେନି .

Step -4:-

5min ପରେ ଗୋଟେ କଢେଇ ଏବେ ସେଥିରେ ଗୋଳେଇକି ରଖିଥିଲେ ଯଉ ତାକୁ ଦେବା.ତାପରେ ଗ୍ୟାସ ଲଗେଇବା 

ଆଉ କଢେଇକୁ  ଗ୍ୟାସରେ ବସେଇବା.ଗ୍ୟାସ flame କୁ low flame କରିଦେବା .ଆଉ 5min  ଢାଂକନା ଦେଇଦେବା.

Step -5:-

 5min ପରେ ଢାଂକନା ଖୋଲିବା ଆଉ ଭଲସେ ଗୋଳେଇ ଦେବା.ଯଦି ପାଣି ଥିବ.ତାକୁ ଆଉ 2min ଢାଂକନା ଦେଇକି 

ବସେଇ ଦେବେ.

Step -6:-

2min ପରେ ଢାଂକନା ଖୋଲିବା ତାକୁ ଭଲସେ ଗୋଳେଇ ଦେବା.

ଏବେ ଆପଣଙ୍କ କଞ୍ଚା କଦଳୀ ପତୁଆ ହୋଇଗଲା ଏହାକୁ ଆପଣ ରୁଟି ,ଭାତ ,ନାନ,କୁଲଚା ଆପଣଙ୍କ ମନ ପସନ୍ଦ ସହ

 ଲଗେଇକି ଖାଇପାରିବେ.

SECRETE TIPS:-

*ଆପଣ ସବୁ ବେଳେ କଷି କଲରା ପତ୍ର ନେବେ.

*ଆପଣଙ୍କ ମନ ପସନ୍ଦ ରେ ପରିବା ନେଇପାରିବେ .ପରିବା ସବୁକୁ ପୁରା ଛୋଟ ଛୋଟ କାଟିକି ନେବା.

*ଆପଣ ଚାହିଁଲେ 2ଟା କାଜୁ ,1ଚାମଚ ନଡ଼ିଆ କୋରା,1ଚାମଚ ମଗଜ ମଞ୍ଜି କୁ ସବୁକୁ grinding କରିକି ନେଇ 

ପାରିବେ.

*ଆପଣ ଯଦି ପିଆଜ ରସୁଣ ଖାଉ ନଥିବେ ,ତେବେ ପକେଇବେନି.

*ଆପଣ ଚାହିଁଲେ ସୋରିଷ ତେଲ ବଦଳରେ ରିଫାଇନ ତେଲ ନେଇପାଇବେ.

*ଯେମିତି କୁନ୍ଦୁରି  ଚୋପା ପତୁଆ ହଉଛି  ପ୍ରଣାଳୀରେ ଆପଣ କଦଳୀ ଚୋପା,କଲରା ପତ୍ର ,ମେଥି ପତ୍ର ,ଲାଉ ଚୋପା  ରେ 

ପତୁଆ କରିପାରିବେ.ତାକୁ କିଛି ସିଝେଇବା ଦରକାର ନାହିଁ କିଛି କଷା ଲାଗିବନି.

TAGS:-

#BITTER GOURD LEAF  PATUA 

#କଲରା ପତ୍ର ପତୁଆ  

 

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

www.foodstorys.in

Post a Comment

2 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1