KUNDURI LEAVES PATUA

 

KUNDURI LEAVES PATUA

କୁନ୍ଦୁରି ପତ୍ର ପତୁଆ

CUISION:- Indian,    SKILL LEVEL:- Beginner

 

KUNDURI LEAVES PATUA
KUNDURI LEAVES PATUA

////////////////////////////////////////////////////////////////////////////////////////

TABLE OF CONTENTS:-

INGREADIENTS

METHOD

TIPS & TRICKS

TAGS

 

SOCIAL MEDIA LINK

FACEBOOK PAGE

foodstoryss

PINTEREST

foodstoryss

INSTAGRAM

foodcrezy

TWITTER

foodstoryss

କୁନ୍ଦୁରି ରେ ଆମେ ବହୁତ item ଖାଇଥାଉ.ଆଜି ମୁ କୁନ୍ଦୁରି ପତ୍ର ରେ ପତୁଆ କରିବା ଶିଖେଇବି.

କୁନ୍ଦୁରି ପତ୍ର ରେ ବହୁତ ଭିଟାମିନ ଥାଏ.କୁନ୍ଦୁରି ପତ୍ର ପତୁଆ ବହୁତ ଜଲଦି ଆଉ ବହୁତ ସ୍ୱାଦିଷ୍ଟ ହୋଇଥାଏ.

ଆପଣ ମାନେ କଞ୍ଚା କଦଳୀ ଚୋପା  ପତୁଆ ଶିଖିବାକୁ ଚାଁହୁଥିବେ,ତେବେ ତଳେ LINK ଦେଇଛି ସେ LINK ଉପରେ CLICK କରିକି ଦେଖିପାରିବେ.

RAW BANANA PEEL PATUA:-LINK

ଆପଣ ମାନେ କଦଳୀ ଭଣ୍ଡା ପତୁଆ ଶିଖିବାକୁ ଚାଁହୁଥିବେ,ତେବେ ତଳେ LINK ଦେଇଛି ସେ LINK ଉପରେ CLICK କରିକି ଦେଖିପାରିବେ.

BANANA BLOSSOM PATUA:-LINK

ଆପଣ ମାନେ କଲରା ପତ୍ର ପତୁଆ ଶିଖିବାକୁ ଚାଁହୁଥିବେ,ତେବେ ତଳେ LINK ଦେଇଛି ସେ LINK ଉପରେCLICK କରିକି ଦେଖିପାରିବେ.

BITTER GOURD LEAF PATUA:-LINK

6Classic Mosquito Net, Polyester, Foldable for Double Bed, Strong 30GSM, PVC Coated Steel - King Size, Blue
Mosquito Net,Rs.996

Classic Mosquito Net, Polyester, Foldable for Double Bed, Strong 30GSM, PVC Coated Steel

INGREDIENTS:-

*8 ଟା କୁନ୍ଦୁରି ପତ୍ର ଲାଉ ଚୋପା

*1ଚାମଚ ସୋରିଷ

*4ଟା ରସୁଣ ପାଖୁଡା

*3ଟା ବାଦାମ

*1ଚାମଚ ପୋସ୍ତ

*1 ଚାମଚ ଜିରା

*1ଟା ଶୁଖିଲା ଲଙ୍କା

*1ଟା ଆଳୁ (ପୁରା ଛୋଟ ଛୋଟ କାଟିକି ନେବା )

*3ଚାମଚ ବିନ୍ସ (ପୁରା ଛୋଟ ଛୋଟ କାଟିକି ନେବା )

*3ଚାମଚ ବାଇଗଣ (ପୁରା ଛୋଟ ଛୋଟ କାଟିକି ନେବା )

*2ଚାମଚ ତେଲ ସୋରିଷ ତେଲ

*1ଚାମଚ ହଳଦୀ ଗୁଣ୍ଡ

*1ଚାମଚ ଲଙ୍କା ଗୁଣ୍ଡ

*ସ୍ୱାଦ ଅନୁସାରେ ଲୁଣ

Wolpin Wall Stickers Wallpaper Bathroom Waterproof Kitchen Tiles Pattern, DIY Stove Backsplash, Countertop Self Adhesive Decal, Blue & Orange
Waterproof Wall stickers,Rs.199



Wolpin Wall Stickers Wallpaper Bathroom Waterproof Kitchen Tiles Pattern, DIY Stove Backsplash, Countertop Self Adhesive Decal, Blue & Orange
Waterproof Wall stickers,Rs.199

Wolpin Wall Stickers Wallpaper Bathroom Waterproof Kitchen Tiles Pattern, DIY Stove Backsplash, Countertop Self Adhesive Decal, Blue & Orange

METHOD :-

Step -1:-

ପ୍ରଥମେ ଗୋଟେ ଜାଗାରେ 1ଟା ଲାଉ  ନେବା .ତାକୁ ଭଲସେ ଧୋଇଦେବା.ଆଉ ତା ଚୋପା କୁ

କାଟିକି ଗୋଟେ ଜାଗାରେ ରଖିବା.କଦଳୀ ଚୋପା କୁ ଭଲସେ ଧୋଇଦେବା.ଆଉ ତାକୁ ଛୋଟ ଛୋଟ

 କାଟି ଦେବା.

Step -2:-

grinder ଜାର ନେବା ସେଥିରେ କାଟିକି ରଖିଥିବା 8 ଟା କୁନ୍ଦୁରି ପତ୍ର,1ଚାମଚ ସୋରିଷ ,4ଟା ରସୁଣ ପାଖୁଡା ,

3ଟା ବାଦାମ ,1ଚାମଚ ପୋସ୍ତ ,1 ଚାମଚ ଜିରା ,1ଟା ଶୁଖିଲା ଲଙ୍କା  କୁ ନେବା .

ଭଲସେ grinding କରିଦେବା.ବେଶୀ ପାଣି ଦେବେନି

Step -3:-

ଏବେ ଗୋଟେ  ଜାଗାରେ 1ଟା ଆଳୁ (ପୁରା ଛୋଟ ଛୋଟ କାଟିକି ନେବା ),

3ଚାମଚ ବିନ୍ସ (ପୁରା ଛୋଟ ଛୋଟ କାଟିକି ନେବା ),

3ଚାମଚ ବାଇଗଣ (ପୁରା ଛୋଟ ଛୋଟ କାଟିକି ନେବା ),

2ଚାମଚ ତେଲ ସୋରିଷ ତେଲ ,1ଚାମଚ ହଳଦୀ ଗୁଣ୍ଡ ,

1ଚାମଚ ଲଙ୍କା ଗୁଣ୍ଡ ସ୍ୱାଦ ଅନୁସାରେ ଲୁଣ,

2ଚାମଚ ପାଣି  ଦେବା ଆଉ ଭଲସେ ହାତରେ ଗୋଳେଇ ଦେବା.

ତାକୁ 5min ଢାଙ୍କିକି ରଖିଦେବା.ବେଶୀ ପାଣି ଦେବେନି .

Step -4:-

5min ପରେ ଗୋଟେ କଢେଇ ଏବେ ସେଥିରେ ଗୋଳେଇକି ରଖିଥିଲେ ଯଉ

ତାକୁ ଦେବା.ତାପରେ ଗ୍ୟାସ ଲଗେଇବା ଆଉ କଢେଇକୁ  ଗ୍ୟାସରେ ବସେଇବା.

ଗ୍ୟାସ flame କୁ low flame କରିଦେବା .ଆଉ 5min  ଢାଂକନା ଦେଇଦେବା.

Step -5:-

 5min ପରେ ଢାଂକନା ଖୋଲିବା ଆଉ ଭଲସେ ଗୋଳେଇ ଦେବା.ଯଦି ପାଣି ଥିବ.ତାକୁ ଆଉ

 2min ଢାଂକନା ଦେଇକି ବସେଇ ଦେବେ.

Step -6:-

2min ପରେ ଢାଂକନା ଖୋଲିବା ତାକୁ ଭଲସେ ଗୋଳେଇ ଦେବା.

ଏବେ ଆପଣଙ୍କ କଞ୍ଚା କଦଳୀ ପତୁଆ ହୋଇଗଲା ଏହାକୁ ଆପଣ ରୁଟି ,ଭାତ ,ନାନ,କୁଲଚା

ଆପଣଙ୍କ ମନ ପସନ୍ଦ ସହ ଲଗେଇକି ଖାଇପାରିବେ.

Lino Wheel Duffel Bag for Travel | Luggage Bag |

Lino Wheel Duffel Bag for Travel Rs.949

Lino Wheel Duffel Bag for Travel | Luggage Bag |

                     Lino Wheel Duffel Bag for Travel Rs949

Lino Wheel Duffel Bag for Travel | Luggage Bag |
          Lino Wheel Duffel Bag for Travel Rs 949


Lino Wheel Duffel Bag for Travel | Luggage Bag |

SECRETE TIPS:-

*ଯେତେ ବେଳେ କୁନ୍ଦୁରି ପତ୍ର ନେବା ,କଷି କୁନ୍ଦୁରି ପତ୍ର ନେବେ.

*ଆପଣଙ୍କ ମନ ପସନ୍ଦ ରେ ପରିବା ନେଇପାରିବେ .ପରିବା ସବୁକୁ ପୁରା ଛୋଟ ଛୋଟ

କାଟିକି ନେବା.

*ଆପଣ ଚାହିଁଲେ 2ଟା କାଜୁ ,1ଚାମଚ ନଡ଼ିଆ କୋରା,1ଚାମଚ ମଗଜ ମଞ୍ଜି କୁ ସବୁକୁ

 grinding କରିକି ନେଇ ପାରିବେ.

*ଆପଣ ଯଦି ପିଆଜ ରସୁଣ ଖାଉ ନଥିବେ ,ତେବେ ପକେଇବେନି.

*ଆପଣ ଚାହିଁଲେ ସୋରିଷ ତେଲ ବଦଳରେ ରିଫାଇନ ତେଲ ନେଇପାଇବେ.

*ଯେମିତି କୁନ୍ଦୁରି  ଚୋପା ପତୁଆ ହଉଛି  ପ୍ରଣାଳୀରେ ଆପଣ କଦଳୀ ଚୋପା,କଲରା ପତ୍ର ,

ମେଥି ପତ୍ର ,ଲାଉ ଚୋପା  ରେ ପତୁଆ କରିପାରିବେ.ତାକୁ କିଛି ସିଝେଇବା ଦରକାର ନାହିଁ କିଛି କଷା ଲାଗିବନି.

 TAGS:-

#KUNDURI LEAVES PATUA 

#କୁନ୍ଦୁରି ପତ୍ର ପତୁଆ 

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

www.foodstorys.in

Post a Comment

2 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1