RAW BANANA PEEL PATUA

 

RAW BANANA PEEL PATUA||କଞ୍ଚା କଦଳୀ ଚୋପା ପତୁଆ

CUISION:- Indian,    SKILL LEVEL:- Beginner

RAW BANANA PEEL PATUA

RAW BANANA PEEL PATUA

////////////////////////////////////////////////////////////////////////////////////////

 

TABLE OF CONTENTS:-

INGREADIENTS

METHOD

TIPS & TRICKS

TAGS

 

SOCIAL MEDIA LINK

FACEBOOK PAGE

foodstoryss

PINTEREST

foodstoryss

INSTAGRAM

foodcrezy

TWITTER

foodstoryss

ସାଧାରଣତଃ ଆମେ କଞ୍ଚା କଦଳୀ ଚୋପା କୁ ଫୋଫାଡ଼ି ଦେଇଥାଉ.

ଆମେ ମାନେ ସବୁ ଜାଣିଥାଉ ଯେକୌସି ପରିବା ଚୋପା ରେ ବହୁତ ଭିଟାମିନ ଥାଏ .

ଆଜି ମୁ କଞ୍ଚା କଦଳୀ ଚୋପା ପତୁଆ କରିବା ଶିଖେଇବି.କଞ୍ଚା କଦଳୀ ଚୋପା ବହୁତ

ଜଲଦି ଆଉ ବହୁତ ସ୍ୱାଦିଷ୍ଟ ହୋଇଥାଏ.ଆପଣ ମାନେ ରୋଟୀ ,ଭାତ ଆପଣଙ୍କ ମନ

 ପସନ୍ଦ ସହ ଲଗେଇକି ଖାଇପାରିବେ.ଆପଣ ଭାବୁଥିବେ କଞ୍ଚା କଦଳୀ ଚୋପା କସା ଲାଗିବ.

କିଛି ବି କସା ଲାଗିବନି .ଆପଣ ଘରେ ଥରେ କଞ୍ଚା କଦଳୀ ଚୋପା ପତୁଆ  କରିକି ମତେ

 comment କରିବେ କେମିତି ଲାଗିଲା.

KREVIA Egg Boiler Electric 2 Layer and Corn Vegetable Cooker with Measuring Cup

KREVIA Egg Boiler Electric 2 Layer and Corn Vegetable Cooker with Measuring Cup.

Rs.549
KREVIA Egg Boiler Electric 2 Layer and Corn Vegetable Cooker with Measuring Cup

INGREDIENTS:-

*2ଟା କଞ୍ଚା କଦଳୀ ର ଚୋପା କୁ ନେବା

*1ଚାମଚ ସୋରିଷ

*4ଟା ରସୁଣ ପାଖୁଡା

*3ଟା ବାଦାମ

*1ଚାମଚ ପୋସ୍ତ

*1 ଚାମଚ ଜିରା

*1ଟା ଶୁଖିଲା ଲଙ୍କା

*1ଟା ଆଳୁ (ପୁରା ଛୋଟ ଛୋଟ କାଟିକି ନେବା )

*3ଚାମଚ ବିନ୍ସ (ପୁରା ଛୋଟ ଛୋଟ କାଟିକି ନେବା )

*3ଚାମଚ ବାଇଗଣ (ପୁରା ଛୋଟ ଛୋଟ କାଟିକି ନେବା )

*2ଚାମଚ ତେଲ ସୋରିଷ ତେଲ

1ଚାମଚ ହଳଦୀ ଗୁଣ୍ଡ

*1ଚାମଚ ଲଙ୍କା ଗୁଣ୍ଡ

*ସ୍ୱାଦ ଅନୁସାରେ ଲୁଣ

METHOD :-

Step -1:-

ପ୍ରଥମେ ଗୋଟେ ଜାଗାରେ 2ଟା କଞ୍ଚା କଦଳୀ ନେବା .ତାକୁ ଭଲସେ ଧୋଇଦେବା.ଆଉ ତା

 ଚୋପା କୁ କାଟିକି ଗୋଟେ ଜାଗାରେ ରଖିବା.କଦଳୀ ଚୋପା କୁ ଭଲସେ ଧୋଇଦେବା.ଆଉ

ତାକୁ ଛୋଟ ଛୋଟ କାଟି ଦେବା.

RAW BANANA PEEL PATUA
RAW BANANA PEEL PATUA
 Step -2:-

grinder ଜାର ନେବା ସେଥିରେ କାଟିକି ରଖିଥିବା କଦଳୀ ଚୋପା,1ଚାମଚ ସୋରିଷ ,

4ଟା ରସୁଣ ପାଖୁଡା ,3ଟା ବାଦାମ ,1ଚାମଚ ପୋସ୍ତ ,1 ଚାମଚ ଜିରା ,1ଟା ଶୁଖିଲା ଲଙ୍କା  କୁ ନେବା .

ଭଲସେ grinding କରିଦେବା.ବେଶୀ ପାଣି ଦେବେନି

Step -3:-

ଏବେ ଗୋଟେ  ଜାଗାରେ 1ଟା ଆଳୁ (ପୁରା ଛୋଟ ଛୋଟ କାଟିକି ନେବା ),

3ଚାମଚ ବିନ୍ସ (ପୁରା ଛୋଟ ଛୋଟ କାଟିକି ନେବା ),

3ଚାମଚ ବାଇଗଣ (ପୁରା ଛୋଟ ଛୋଟ କାଟିକି ନେବା ),

2ଚାମଚ ତେଲ ସୋରିଷ ତେଲ , 1ଚାମଚ ହଳଦୀ ଗୁଣ୍ଡ ,

1ଚାମଚ,ଲଙ୍କା ଗୁଣ୍ଡ ସ୍ୱାଦ ଅନୁସାରେ ଲୁଣ,2ଚାମଚ ପାଣି

 ଦେବା ଆଉ ଭଲସେ ହାତରେ ଗୋଳେଇ ଦେବା.ତାକୁ

 5min ଢାଙ୍କିକି ରଖିଦେବା.ବେଶୀ ପାଣି ଦେବେନି .

Step -4:-

5min ପରେ ଗୋଟେ କଢେଇ ଏବେ ସେଥିରେ ଗୋଳେଇକି ରଖିଥିଲେ ଯଉ

 ତାକୁ ଦେବା.ତାପରେ ଗ୍ୟାସ ଲଗେଇବା ଆଉ କଢେଇକୁ  ଗ୍ୟାସରେ ବସେଇବା.

ଗ୍ୟାସ flame କୁ low flame କରିଦେବା .ଆଉ 5min  ଢାଂକନା ଦେଇଦେବା.

 

RAW BANANA PEEL PATUA
RAW BANANA PEEL PATUA
Step -5:-

 5min ପରେ ଢାଂକନା ଖୋଲିବା ଆଉ ଭଲସେ ଗୋଳେଇ ଦେବା.ଯଦି ପାଣି ଥିବ.

ତାକୁ ଆଉ 2min ଢାଂକନା ଦେଇକି ବସେଇ ଦେବେ.

Step -6:-

2min ପରେ ଢାଂକନା ଖୋଲିବା ତାକୁ ଭଲସେ ଗୋଳେଇ ଦେବା.

ଏବେ ଆପଣଙ୍କ କଞ୍ଚା କଦଳୀ ପତୁଆ ହୋଇଗଲା ଏହାକୁ ଆପଣ ରୁଟି ,

ଭାତ ,ନାନ,କୁଲଚା ଆପଣଙ୍କ ମନ ପସନ୍ଦ ସହ ଲଗେଇକି ଖାଇପାରିବେ.

RAW BANANA PEEL PATUA
RAW BANANA PEEL PATUA
 SECRETE TIPS:-

*ଆପଣଙ୍କ ମନ ପସନ୍ଦ ରେ ପରିବା ନେଇପାରିବେ .ପରିବା ସବୁକୁ ପୁରା ଛୋଟ ଛୋଟ କାଟିକି ନେବା.

*ଆପଣ ଚାହିଁଲେ 2ଟା କାଜୁ ,1ଚାମଚ ନଡ଼ିଆ କୋରା,1ଚାମଚ ମଗଜ ମଞ୍ଜି କୁ ସବୁକୁ grinding

 କରିକି ନେଇ ପାରିବେ.

*ଆପଣ ଯଦି ପିଆଜ ରସୁଣ ଖାଉ ନଥିବେ ,ତେବେ ପକେଇବେନି.

*ଆପଣ ଚାହିଁଲେ ସୋରିଷ ତେଲ ବଦଳରେ ରିଫାଇନ ତେଲ ନେଇପାଇବେ.

*ଯେମିତି କଦଳୀ ଚୋପା ପତୁଆ ହଉଛି  ପ୍ରଣାଳୀରେ ଆପଣ ଲାଉ ଚୋପା,କଲରା ପତ୍ର ,ମେଥି ପତ୍ର,

କୁନ୍ଦୁରି ପତ୍ର ରେ ପତୁଆ କରିପାରିବେ.ତାକୁ କିଛି ସିଝେଇବା ଦରକାର ନାହିଁ କିଛି କଷା ଲାଗିବନି.

TAGS:-

#RAW BANANA PEEL PATUA

#କଞ୍ଚା କଦଳୀ ଚୋପା ପତୁଆ

#raw banana waste skin recipe

 

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

www.foodstorys.in

 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1