STEAMED SUJI ROLL IN KADHEI

 

STEAMED SUJI ROLL IN KADHEI ||ସୁଜି ରୋଲ କଢେଇ ରେ କେମିତି କରିବା

CUISION:- Indian,    SKILL LEVEL:- Beginner

STEAMED SUJI ROLL IN KADHEI
STEAMED SUJI ROLL IN KADHEI

//////////////////////////////////////////////////////////////////////////////////////////////


 

TABLE OF CONTENTS:-

INGREADIENTS

METHOD

TIPS & TRICKS

TAGS

 

SOCIAL MEDIA LINK

FACEBOOK PAGE

foodstoryss

PINTEREST

foodstoryss

INSTAGRAM

foodcrezy

TWITTER

foodstoryss

 ସୁଜି ରେ ବହୁତ ପ୍ରକାର item ଖାଇଛେ .ଆଜି ମୁ ସୁଜିର ସୁଜି ରୋଲ କଢ଼େଇରେ କେମିତି ତିଆରି କରିବେ

ତାକୁ ଶିଖେଇବି.ସୁଜି ରୋଲ ବେଶୀ ତେଲ ରେ ତିଆରି ହୋଇନଥାଏ ତେଣୁ  ଦେହ ପାଇଁ ବହୁତ healthy

ହୋଇଥାଏ.

ମୁଁ ଆଶା କରୁଛି ଏହି recipe ଆପଣ ମାନଙ୍କୁ ଭଲ ଲାଗିବ .ଏବେ ଚାଲନ୍ତୁ ଶିଖିବା ଘରେ

ସୁଜି ରୋଲ  କେମିତି  କରିବା .

INGREDIENTS :-

 *1cup ସୁଜି

*ଅଧା cup ଦହି

*2ଚୁଟକୀ ବେକିଙ୍ଗ ସୋଢା

*ଅଧା ଚାମଚ ଲୁଣ

*ଅଧା ଚାମଚ ଜୁଆଣି(ହାତରେ ଦଳିକି ପକେଇବେ )

*ଅଧା ଚାମଚ କସ୍ତୁରୀ ମେଥି 

Stuffing :-

*1ଚାମଚ ପିଜ଼ା sauce/1ଚାମଚ tomato sauce /1ଚାମଚ chilly sauce /

1ଚାମଚ ଧନିଆ chutny (ଏ ଭିତରୁ ଯଉଟା ଥିବ ନେଇପାରିବେ )

*2ଟା ସିଝା ଆଳୁ(ହାତରେ ଚକୁଟିକି ନେବା )

*1ଚୁଟକୀ ହିଙ୍ଗୁ

*ଅଧା ଚାମଚ ଅଦା କୋରା

*4ଚାମଚ ଫୁଲକୋବି (କୋରିକି ନେବା )

2ଚାମଚ କାପ୍ସିଗମ (କୋରିକି ନେବା )

*2ଚାମଚ ଗାଜର କୋରା

*1ଟା ପିଆଜ (ପୁରା ଛୋଟ ଛୋଟ କାଟିକି ନେବା )

*7ଟା ଭୁର୍ସୁଙ୍ଗା ପତ୍ର

*ଅଧା ଚାମଚ ଲଙ୍କା ଗୁଣ୍ଡ

*ଅଧା ଚାମଚ ଗୋଲମରିଚ ଗୁଣ୍ଡ

*ଅଧା ଚାମଚ ଧନିଆ ଗୁଣ୍ଡ

*ଅଧା ଚାମଚ ଚାଟ ମସଲା

*ଅଧା ଚାମଚ ଜିରା ଗୁଣ୍ଡ

*ସ୍ୱାଦ ଅନୁସାରେ ଲୁଣ

*2ଚାମଚ ଫୁଲକୋବି (କୋରିକି ନେବେ)

*2ଚାମଚ ଭଜା ଖସା /ରାଶି

 

ତଡକା ପାଇଁ :-

*3ଚାମଚ ତେଲ

*2ଚାମଚ ସୋରିଷ

*2ଚାମଚ ଜିରା

*8ଟା ଭୁର୍ସୁଙ୍ଗା ପତ୍ର

*ଅଧା ଚାମଚ ଲଙ୍କା ଗୁଣ୍ଡ

*ଅଧା ଚାମଚ ଖସା /ରାଶି

*1ଚୁଟକୀ ହିଙ୍ଗୁ

METHOD :-

Step -1:-

ଗୋଟେ ଜାଗା ରେ 1cup ସୁଜି,ଅଧା cup ଦହି,2ଚୁଟକୀ ବେକିଙ୍ଗ ସୋଢା,ଅଧା ଚାମଚ ଲୁଣ,

ଅଧା ଚାମଚ ଜୁଆଣି(ହାତରେ ଦଳିକି ପକେଇବେ ), ଅଧା ଚାମଚ କସ୍ତୁରୀ ମେଥି ପକେଇକି ଭଲସେ

ଗୋଳେଇ ଦେବା .ତାପରେ ତାକୁ ଭଲସେ ଚକୁଟିଵା .ଅଟା ଚକୁଟିଲା ଭଳିଆ ଭଲସେ ନରମ କରିକି ଦଳିବା.

ପାଣି ଜମା ଦେବେନି .(ଯଦି ବେଶୀ କାଠୁଆ ହେଇଯିବ ତେବେ ଅଳପ ପାଣି ଦେଇକି ଦଳି ପାରିବେ).ତାକୁ

ଅଟା ଗୋଳା ଭଳିଆ କରିବା ଆଉ ନରମ ଦଳିବା .ତାକୁ ଢାଙ୍କିକି 30min ରଖିଦେବା.

STEAMED SUJI ROLL IN KADHEI
STEAMED SUJI ROLL IN KADHEI
 Step -2:-STUFFING

ଏବେ ଆଉ ଗୋଟେ ଜାଗା ନେବା ସେଥିରେ 2ଟା ସିଝା ଆଳୁ(ହାତରେ ଚକୁଟିକି ନେବା ),1ଚୁଟକୀ ହିଙ୍ଗୁ ,

ଅଧା ଚାମଚ ଅଦା କୋରା, 4ଚାମଚ ଫୁଲକୋବି (କୋରିକି ନେବା ),2ଚାମଚ କାପ୍ସିଗମ (କୋରିକି ନେବା ),

2ଚାମଚ ଗାଜର କୋରା ,1ଟା ପିଆଜ (ପୁରା ଛୋଟ ଛୋଟ କାଟିକି ନେବା ),7ଟା ଭୁର୍ସୁଙ୍ଗା ପତ୍ର,

ଅଧା ଚାମଚ ଲଙ୍କା ଗୁଣ୍ଡ ,ଅଧା ଚାମଚ ଗୋଲମରିଚ ଗୁଣ୍ଡ ,ଅଧା ଚାମଚ ଧନିଆ ଗୁଣ୍ଡ ,ଅଧା ଚାମଚ ଚାଟ ମସଲା ,

ଅଧା ଚାମଚ ଜିରା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ,2ଚାମଚ ଫୁଲକୋବି (କୋରିକି ନେବେ),

2ଚାମଚ ଭଜା ଖସା /ରାଶି ଭଲସେ ଚାମଚ ରେ ଗୋଳେଇ ଦେବା .

STEAMED SUJI ROLL IN KADHEI
STEAMED SUJI ROLL IN KADHEI
 Step -3:-

ଏବେ ଢାଙ୍କିକି ରଖିଥିବା ସୁଜି ଗୋଳା  କୁ ଆଣିବା .ତାକୁ medium size ଗୋଳା କରିକି ରଖିବା .

ସେଥିରୁ ଗୋଟେ ସୁଜି ଗୋଲା ଆଣିକି ଯେମିତି ରୋଟୀ ବେଲନ୍ତି ସେମିତି ବେଲିବା

ବେଶୀ ପତଳା ବେଲିବାନୀ.(ବେଶୀ ପତଳା କି ବେଶୀ ମୋଟା ବେଲିବାନୀ ).

STEAMED SUJI ROLL IN KADHEI
STEAMED SUJI ROLL IN KADHEI
 Step -4:-

ଏବେ ରୋଟୀ ଯଉ ବେଲିଥିଲେ ତା ଉପରେ 1ଚାମଚ ପିଜ଼ା sauce କୁ ଦେବା ସୁଜି ରୋଲ ଚାରି

 ପଟେ ଲଗେଇଦେବା .ତାପରେ ଯଉ stufing (ଆଳୁ ମସଲା ଗୋଳେଇକି)ରଖିଥିଲେ ତାକୁ

ନେଇକି ସୁଜି ବେଲା ଉପରେ ପୁରା ଚାରିପଟେ ଦେଇଦେବା .

 

STEAMED SUJI ROLL IN KADHEI
STEAMED SUJI ROLL IN KADHEI

Step-5:-

ତାପରେ ସେ ସୁଜି ରୋଟୀ କୁ ବୁଲେଇ ବୁଲେଇ ରୋଲ କରିଦେବା . 

STEAMED SUJI ROLL IN KADHEI
STEAMED SUJI ROLL IN KADHEI
 Step -6:-

ତାପରେ ଥାଳି ଉପରେ ଅଧା ଚାମଚ ରିଫାଇନ ତେଲ ବୁଲେଇକି ଚାରିପଟେ ଲଗେଇଦେବା .ଆଉ ସେ ଥାଳି ଉପରେ ସୁଜି

ରୋଲ କୁ ରଖିବା . 

Step -7:-

ଗ୍ୟାସ ରେ କଢେଇ  ବସେଇବା .ସେଥିରେ 3cup ପାଣି ଦେବା .ପାଣି କୁ ଭଲସେ ଗରମ କରିକି ଫୁଟେଇବା.

ପାଣି ଭଲସେ ଫୁଟିଲା ପରେ ଗ୍ୟାସ କୁ low flame କରିଦେବା .ଆଉ ସେ ଥାଳି କୁ କଢେଇ ଉପରେ ଭଲସେ

 ବସେଇବା .ତାକୁ 30min ଢାଙ୍କିଦେବା .(ଥାଳି ଟା କଢେଇ size ରେ ନେବା .ଯେମିତି କଢେଇ ଉପରେ ଥାଳିଟା

 ଭଲସେ ବସିପାରୁଥିବ ).

STEAMED SUJI ROLL IN KADHEI
STEAMED SUJI ROLL IN KADHEI
 Step -8:-

 30min ପରେ ଗ୍ୟାସ କୁ ବନ୍ଦ କରିଦେବା .ଆଉ ଭଲସେ ସେ ଥାଳି କୁ ବାହାର କରିକି ଦେବା .

ଆଉ ଭଲସେ ଥଣ୍ଡା କରିଦେବା . 

Step -9:-

ଭଲସେ ଥଣ୍ଡା ହେଲା ପରେ ସିଝା ହେଇଥିବା ସୁଜି ରୋଲ କୁ ଛୁରୀରେ ଛାଡି ଛାଡିକି ଗୋଲ ଗୋଲ

କରିକି କାଟି ଦେବା .ସୁଜି ଗୋଲ ଗୋଲ କୁ ଗୋଟେ ଜାଗା ରେ ରଖିଦେବା.

STEAMED SUJI ROLL IN KADHEI
STEAMED SUJI ROLL IN KADHEI
 Step -10:-

ଗ୍ୟାସ ରେ ତାୱା ବସେଇବା .ଭଲସେ 3ଚାମଚ ତେଲ ଦେବା ଆଉ ତାୱା ଚାରିପଟେ ବୁଲେଇଦେବା.ଆଉ

ଭଲସେ ଗରମ  କରିବା.

Step -11:-

ତେଲ  ଭଲସେ ଗରମ ହେଲା ପରେ ଗ୍ୟାସ flame କୁ medium flame କରିଦେବା .

ତାପରେ 2ଚାମଚ ସୋରିଷ,2ଚାମଚ ଜିରା,8ଟା ଭୁର୍ସୁଙ୍ଗା ପତ୍ର,ଅଧା ଚାମଚ ଲଙ୍କା ଗୁଣ୍ଡ ,ଅଧା ଚାମଚ ଖସା /ରାଶି ,

1ଚୁଟକୀ ହିଙ୍ଗୁ କୁ ଦେବା .ଆଉ ତାୱା ଚାରିପଟେ ସେ ସବୁକୁ ଖଡ଼ିକା ରେ ଖେଳେଇଦେବା .

Step-12:-

 ତା ପରେ ସୁଜି କୁ ଗୋଲ ଗୋଲ କାଟିକି ରଖିଥିଲେ ତାକୁ ଗୋଟେ କରିକି ସବୁ ତାୱା ରେ ଦେବା .

3min ଛାଡ଼ିଦେବା .

STEAMED SUJI ROLL IN KADHEI
STEAMED SUJI ROLL IN KADHEI
 Step -13:-

3min ପରେ ସେ ସବୁ କୁ ଧୀରେ ଧୀରେ କରିକି ଓଲଟେଇ ଦେବା .ଭଲସେ light brown color

ହେଇଗଲେ ଗୋଟେ ଜାଗା କୁ ବାହାର କରିଦେବା .

ଏବେ ଆପଣଙ୍କ ସୁଜି ରୋଲ ହେଇଗଲା .ଏହାକୁ ଟମାଟୋ sauce ,chili sauce ,ଧନିଆ ଚୁଟନୀ,

ବାଦାମ ଚଟନୀ ସହ ଲଗେଇକି ଖାଇପାରିବେ . 

SECRETE TIPS:-

*ଆପଣ ଚାହିଁଲେ ସୁଜି ରୋଲ କୁ ତେଲ ରେ ଛାଙ୍କିକି ଖାଇପାରିବେ.

*ଆପଣ ଚାହିଁଲେ ଅଟା ଦଳିଲା ବେଳେ ଚିଲି ଫ୍ଲେକ୍ସ ପକେଇପାରିବେ .

*ଯଦି ପିଜା sauce ନଥିବ ତେବେ ,ଟମାଟୋ sauce ନହେଲେ chilly sauce ,ନହେଲେ

 ଧନିଆ ଚଟନୀ

ଲଗେଇପାରିବେ .

*ଆପଣ କଢେଇ ରେ ଯଦି କରିପାରୁନଥିବେ ତେବେ ଇଟିଲି stand ରେ ବି କରିପାରିବେ .ଇଟିଲି stand

ଭିତରେ ଯେମିତି ରହିପାରୁଥିବ ସେମିତି ଥାଳି ନେବା .ଇଟିଲି stand ଭିତରେ 3cup ପାଣି ଦେଇକି

ତା ଉପରେ ଥାଳିକୁ ରଖିକି 15min ଢାଙ୍କିଦେବେ .

*ଆପଣ ଥାଳି ଜାଗା ରେ ଜାଲି ଥାଳି ଯଉ ଆସୁଛି ତା ଉପରେ ସୁଜି ରୋଲ କୁ ନେଇକି କଢେଇ ଉପରେ

 ବସେଇ ପାରିବେ.

TAGS:-

#steamed semolina roll

#ସୁଜି roll in kadhei

#ସୁଜି ରୋଲ 

#suji ka nasta

#veg rolls recipe 

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

www.foodstorys.in

 

 

 

 

 

 

Post a Comment

2 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1