BOTTLE GOURD PEELS PATUA

 

BOTTLE GOURD PEELS PATUA

ଲାଉ ଚୋପା ପତୁଆ

CUISION:- Indian,    SKILL LEVEL:- Beginner

BOTTLE GOURD PEELS PATUA
BOTTLE GOURD PEELS PATUA

//////////////////////////////////////////////////////////////////////////////////////////////////////////////////////////////////////////////

TABLE OF CONTENTS:-

INGREADIENTS

METHOD

TIPS & TRICKS

TAGS

 

SOCIAL MEDIA LINK

FACEBOOK PAGE

foodstoryss

PINTEREST

foodstoryss

INSTAGRAM

foodcrezy

TWITTER

foodstoryss

ସାଧାରଣତଃ ଆମେ ଲାଉ ଚୋପା କୁ ଫୋଫାଡ଼ି ଦେଇଥାଉ. ଆମେ ମାନେ ସବୁ ଜାଣିଥାଉ

ଯେକୌସି ପରିବା ଚୋପା ରେ ବହୁତ ଭିଟାମିନ ଥାଏ .ଆଜି ମୁ ଲାଉ ଚୋପା ପତୁଆ କରିବା

ଶିଖେଇବି.କଞ୍ଚା କଦଳୀ ଚୋପା ବହୁତ ଜଲଦି ଆଉ ବହୁତ ସ୍ୱାଦିଷ୍ଟ ହୋଇଥାଏ.ଆପଣ ମାନେ

ରୋଟୀ ,ଭାତ ଆପଣଙ୍କ ମନ ପସନ୍ଦ ସହ ଲଗେଇକି ଖାଇପାରିବେ.ଆପଣ ଭାବୁଥିବେ

ଲାଉ ଚୋପା ପତୁଆ  କସା ଲାଗିବ.କିଛି ବି କସା ଲାଗିବନି .ଆପଣ ଘରେ ଥରେ

ଲାଉ ଚୋପା ପତୁଆ କରିକି ମତେ comment କରିବେ କେମିତି ଲାଗିଲା.

ଆପଣ ମାନେ ଯଦି ଅଲଗା ପ୍ରକାର ପତୁଆ ଶିଖିବାକୁ ଚାଁହୁଥିବେ ତେବେ ତଳେ LINK ଦେଇଛି ,ସେ LINK ରେ CLICK କରିକି ଦେଖିପାରିବେ.

RAW BANANA PEEL PATUA:-LINK

BANANA BLOSSOM PATUA:-LINK

BITTER GOURD LEAF PATUA:-LINK

KUNDURI LEAFS PATUA:-LINK


TROLLEY BAG
TROLLEY BAG,RS.7098

TROLLEY BAG

 INGREDIENTS:-

*1cup ଲାଉ ଚୋପା

*1ଚାମଚ ସୋରିଷ

*4ଟା ରସୁଣ ପାଖୁଡା

*3ଟା ବାଦାମ

*1ଚାମଚ ପୋସ୍ତ

*1 ଚାମଚ ଜିରା

*1ଟା ଶୁଖିଲା ଲଙ୍କା

*1ଟା ଆଳୁ (ପୁରା ଛୋଟ ଛୋଟ କାଟିକି ନେବା )

*3ଚାମଚ ବିନ୍ସ (ପୁରା ଛୋଟ ଛୋଟ କାଟିକି ନେବା )

*3ଚାମଚ ବାଇଗଣ (ପୁରା ଛୋଟ ଛୋଟ କାଟିକି ନେବା )

*2ଚାମଚ ତେଲ ସୋରିଷ ତେଲ

*1ଚାମଚ ହଳଦୀ ଗୁଣ୍ଡ

*1ଚାମଚ ଲଙ୍କା ଗୁଣ୍ଡ

*ସ୍ୱାଦ ଅନୁସାରେ ଲୁଣ

METHOD :-

Step -1:-

ପ୍ରଥମେ ଗୋଟେ ଜାଗାରେ 1ଟା ଲାଉ  ନେବା .ତାକୁ ଭଲସେ ଧୋଇଦେବା.ଆଉ ତା ଚୋପା କୁ

କାଟିକି ଗୋଟେ ଜାଗାରେ ରଖିବା.ଲାଉ ଚୋପା କୁ ଭଲସେ ଧୋଇଦେବା.ଆଉ ତାକୁ ଛୋଟ

ଛୋଟ କାଟି ଦେବା.

BOTTLE GOURD PEELS PATUA
BOTTLE GOURD PEELS PATUA
Step -2:-

grinder ଜାର ନେବା ସେଥିରେ କାଟିକି ରଖିଥିବା ଲାଉ ଚୋପା,1ଚାମଚ ସୋରିଷ ,

4ଟା ରସୁଣ ପାଖୁଡା ,3ଟା ବାଦାମ ,1ଚାମଚ ପୋସ୍ତ ,1 ଚାମଚ ଜିରା ,1ଟା ଶୁଖିଲା ଲଙ୍କା କୁ

ନେବା .ଭଲସେ grinding କରିଦେବା.ବେଶୀ ପାଣି ଦେବେନି

Step -3:-

ଏବେ ଗୋଟେ  ଜାଗାରେ 1ଟା ଆଳୁ (ପୁରା ଛୋଟ ଛୋଟ କାଟିକି ନେବା ),

3ଚାମଚ ବିନ୍ସ (ପୁରା ଛୋଟ ଛୋଟ କାଟିକି ନେବା ),

3ଚାମଚ ବାଇଗଣ (ପୁରା ଛୋଟ ଛୋଟ କାଟିକି ନେବା ),

2ଚାମଚ ତେଲ ସୋରିଷ ତେଲ , 1ଚାମଚ ହଳଦୀ ଗୁଣ୍ଡ,

1ଚାମଚ ଲଙ୍କା ଗୁଣ୍ଡ ସ୍ୱାଦ ଅନୁସାରେ ଲୁଣ,

2ଚାମଚ ପାଣି  ଦେବା ଆଉ ଭଲସେ ହାତରେ ଗୋଳେଇ ଦେବା.

ତାକୁ 5min ଢାଙ୍କିକି ରଖିଦେବା.ବେଶୀ ପାଣି ଦେବେନି .

Step -4:-

5min ପରେ ଗୋଟେ କଢେଇ ଏବେ ସେଥିରେ ଗୋଳେଇକି ରଖିଥିଲେ

ଯଉ ତାକୁ ଦେବା.ତାପରେ ଗ୍ୟାସ ଲଗେଇବା ଆଉ କଢେଇକୁ  ଗ୍ୟାସରେ

ବସେଇବା.ଗ୍ୟାସ flame କୁ low flame କରିଦେବା .ଆଉ 5min 

ଢାଂକନା ଦେଇଦେବା.

TRAWOC 80L Travel Backpack for Outdoor Sport Camp Hiking Trekking Bag
TRAVEL BAG,RS.2358

TRAWOC 80L Travel Backpack for Outdoor Sport Camp Hiking Trekking Bag

Step -5:-

 5min ପରେ ଢାଂକନା ଖୋଲିବା ଆଉ ଭଲସେ ଗୋଳେଇ ଦେବା.ଯଦି ପାଣି ଥିବ.

ତାକୁ ଆଉ 2min ଢାଂକନା ଦେଇକି ବସେଇ ଦେବେ.

Step -6:-

2min ପରେ ଢାଂକନା ଖୋଲିବା ତାକୁ ଭଲସେ ଗୋଳେଇ ଦେବା.

ଏବେ ଆପଣଙ୍କ କଞ୍ଚା କଦଳୀ ପତୁଆ ହୋଇଗଲା ଏହାକୁ ଆପଣ ରୁଟି ,ଭାତ ,ନାନ,

କୁଲଚା ଆପଣଙ୍କ ମନ ପସନ୍ଦ ସହ ଲଗେଇକି ଖାଇପାରିବେ.

SECRETE TIPS:-

*ଯେତେ ବେଳେ ଲାଉ ଚୋପା ନେବା ,କଷି ଲାଉ ଚୋପା ନେବେ.

*ଆପଣଙ୍କ ମନ ପସନ୍ଦ ରେ ପରିବା ନେଇପାରିବେ .ପରିବା ସବୁକୁ ପୁରା ଛୋଟ ଛୋଟ

କାଟିକି ନେବା.

*ଆପଣ ଚାହିଁଲେ 2ଟା କାଜୁ ,1ଚାମଚ ନଡ଼ିଆ କୋରା,1ଚାମଚ ମଗଜ ମଞ୍ଜି କୁ ସବୁକୁ

grinding କରିକି ନେଇ ପାରିବେ.

*ଆପଣ ଯଦି ପିଆଜ ରସୁଣ ଖାଉ ନଥିବେ ,ତେବେ ପକେଇବେନି.

*ଆପଣ ଚାହିଁଲେ ସୋରିଷ ତେଲ ବଦଳରେ ରିଫାଇନ ତେଲ ନେଇପାଇବେ.

*ଯେମିତି ଲାଉ ଚୋପା ପତୁଆ ହଉଛି  ପ୍ରଣାଳୀରେ ଆପଣ କଦଳୀ ଚୋପା,କଲରା ପତ୍ର ,ମେଥି ପତ୍ର ,

କୁନ୍ଦୁରି ପତ୍ର  ରେ ପତୁଆ କରିପାରିବେ.ତାକୁ କିଛି ସିଝେଇବା ଦରକାର ନାହିଁ କିଛି କଷା ଲାଗିବନି.

OnePlus Smart Band
ONEPLUS SMART BAND,RS.1699

OnePlus Smart Band

TAGS:-

#BOTTLE GOURD PEELS PATUA 

#ଲାଉ ଚୋପା ପତୁଆ 

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

www.foodstorys.in





Post a Comment

0 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1