MUSHROOM DO PYAZA RECIPE

 

MUSHROOM DO PYAZA RECIPE

ଛତୁ ଦୋ ପିଆଯା

CUISION:- Indian,    SKILL LEVEL:- Beginner

MUSHROOM DO PYAZA RECIPE
MUSHROOM DO PYAZA RECIPE

/////////////////////////////////////////////////////////////////////////////////////////////////////////////////////////



TABLE OF CONTENTS:-

INGREADIENTS

METHOD

TIPS & TRICKS

TAGS


SOCIAL MEDIA LINK

FACEBOOK PAGE

foodstoryss

PINTEREST

foodstoryss

INSTAGRAM

foodcrezy

TWITTER

foodstoryss

ମୁ ଆଜି ଛତୁ ଦୋ ପିଆଯା କରିବା ଶିଖେଇବି .ଛତୁ ଦୋ ପିଆଯା ବହୁତ ଜଲଦି ହୋଇଯାଇଥାଏ.

ଛତୁ ଦୋ ପିଆଯା କଢ ଛତୁ ରେ ହୋଇଥାଏ .

ଆପଣ ମାନେ ଯଦି କଞ୍ଚା ଛତୁ ତରକାରୀ କେମିତି ହୁଅ ଶିଖିବାକୁ ଚାଁହୁଥିବେ ,ତେବେ ତଳେ link

ଦେଇଛି ସେ link ଉପରେ click କରିକି ଦେଖିପାରିବେ .

RAWMUSHROOM CURRY WITHOUT FRY:-LINK

 ତଳେ କିଛି secret  tips ଦେଇଛି .ସେମିତି ପଢ଼ିକି ଘରେ ତିଆରି କରନ୍ତୁ.

ଯଦି କିଛି ବୁଝିବାରେ ଅସୁବିଧା ହଉଛି , ମତେ comment  box  ରେ

message କରନ୍ତୁ . ଯଦି typing ରେ ଭୁଲ ହେଇଥିବ ମୁଁ କ୍ଷମା ମାଗି ଦଉଛି  .

ଆଉ ଯଦି ଭଲ ଲାଗିଲା ସମସ୍ତଙ୍କୁ share କରନ୍ତୁ.

 ଆପଣଙ୍କ  ବିଚାର ରେ ମୁ ସବୁ ବେଳେ ସ୍ୱାଗତରେ ଅଛି . Jay Jagannath^^^^---^^^

                                                              Alway Smile .

ମୁଁ ଆଶା କରୁଛି ଏହି recipe ଆପଣ ମାନଙ୍କୁ ଭଲ ଲାଗିବ .ଏବେ ଚାଲନ୍ତୁ ଶିଖିବା ଘରେ

ଛତୁ ଦୋ ପିଆଯା କେମିତି  କରିବା .

wooden Cool Mist Humidifiers Essential Oil Diffuser Aroma Air
DIFFUSERAROMA AIR,RS-499


wooden Cool Mist Humidifiers Essential Oil Diffuser Aroma Air

INGREDIENTS:-

MARINATION ପାଇଁ :-

*2cup ଛତୁ

*1ଚାମଚ ଜିରା

*1ଚୁଟକୀ ହିଙ୍ଗୁ

*8ଟା ରସୁଣ (ପୁରା ଛୋଟ ଛୋଟ କାଟିକି ନେବା )

*1ଚାମଚ ଅଦା କୋରା

*2ଟା ପିଆଜ (medium size କାଟିକି ନେବା )

*1ଟା ଟମାଟୋ (ପୁରା ଛୋଟ ଛୋଟ କାଟିକି ନେବା )

*1ଚାମଚ ହଳଦୀ ଗୁଣ୍ଡ

*1ଚାମଚ ଲଙ୍କା ଗୁଣ୍ଡ

*1ଚାମଚ ଧନିଆ ଗୁଣ୍ଡ

*1ଚାମଚ ଜିରା ଗୁଣ୍ଡ

*1ଚାମଚ ଗରମ ମସଲା

*1ଚାମଚ ଚିକେନ ମସଲା

*1ଟା କଞ୍ଚା ଲଙ୍କା (ଛୋଟ ଛୋଟ କାଟିକି ନେବା )


METHOD :-

Step -1:-

ପ୍ରଥମେ କଢ ଛତୁ ନେବା .ତାକୁ 2ଫାଳ କାଟିବା .ଆଉ ଗୋଟେ ଜାଗା ରେ ଅଧା ଜାଗା ପାଣି ,

ଅଧା ଚାମଚ ହଳଦୀ ଗୁଣ୍ଡ ଦେଇକି କାଟିକି ରଖିଥିବା ଛତୁ କୁ ସେ ପାଣି ରେ ଦେବା ଆଉ

ଭଲସେ ଗୋଳେଇ ଦେବା .ତକ 10min ଛାଡ଼ିଦେବା .

MUSHROOM DO PYAZA RECIPE
MUSHROOM DO PYAZA RECIPE
Step -2:-

10min ପରେ 5ଥର ଛତୁ କୁ ଭଲସେ ଧୋଇବା .ତା ପରେ ହାତରେ ଛତୁକୁ ହାଲକା ଚିପୁକି ଆଉ

ଗୋଟେ ଜାଗା ରେ ରଖିବା .

Step -3:-

ଗ୍ୟାସ ରେ କଢେଇ ବସେଇବା .3ଚାମଚ ରିଫାଇନ ତେଲ ଦେବା .ଭଲସେ ଗରମ କରିବା

Step-5:-

ତେଲ ଭଲସେ ଗରମ ହେଲା ପରେ ଗ୍ୟାସ flmae କୁ low flame କରିଦେବା .ସେଥିରେ 1ଚାମଚ ଜିରା,

ଜିରା ଭଲସେ ଫୁଟିଲା ପରେ 1ଚୁଟକୀ ହିଙ୍ଗୁ,8ଟା ରସୁଣ (ପୁରା ଛୋଟ ଛୋଟ କାଟିକି ନେବା ),

1ଚାମଚ ଅଦା କୋରା କୁ ପକେଇକି ଭଲସେ ଗୋଳେଇବା.light brown ହେଇଗଲେ ଗ୍ୟାସ

 flame କୁ low flame କରିଦେବା .

Step -6:-

 ଏବେ ସେଥିରେ ଅଧା ଚାମଚ ହଳଦୀ ଗୁଣ୍ଡ ,ଅଧା ଚାମଚ ଲଙ୍କା ଗୁଣ୍ଡ ,

2ଟା ପିଆଜ (medium size କାଟିକି ନେବା ),1ଟା ଟମାଟୋ (ପୁରା ଛୋଟ ଛୋଟ କାଟିକି ନେବା )

ପକେଇକି ଭଲସେ ଗୋଳେଇ ଦେବା.ଆଉ 1min ତାକୁ ଛାଡି ଦେବା .

HANGING WEIGHT MACHINE
HANGING WEIGHT MACHINE,RS-269


HANGING WEIGHT MACHINE

Step -7:-

1min ପରେ 1ଚାମଚ ହଳଦୀ ଗୁଣ୍ଡ ,1ଚାମଚ ଲଙ୍କା ଗୁଣ୍ଡ ,1ଚାମଚ ଧନିଆ ଗୁଣ୍ଡ ,1ଚାମଚ ଜିରା ଗୁଣ୍ଡ ,

1ଚାମଚ ଗରମ ମସଲା ,1ଚାମଚ ଚିକେନ ମସଲା ,1ଟା କଞ୍ଚା ଲଙ୍କା (ଛୋଟ ଛୋଟ କାଟିକି ନେବା ) ,

ଚିପୁଡ଼ିକି ରଖିଥିବା ଛତୁ କୁ ପକେଇବା .ଆଉ ଭଲସେ ଗୋଳେଇ ଦେବା .ପାଣି ଜମା ଦେବନି .

Step -8:-

ଛତୁ ରେ ପାଣି ବାହାରେ .ଛତୁ ପାଣି ବାହାରି ସାରିଲା ପରେ ସେ ପାଣି ଭଲସେ ମସଲା ସହ କଷିବା .

ପାଣି ଜମା ବି ଦେବେନି .

Step -9:-

ମସଲା କଷିକି ମସଲା side ରୁ ତେଲ ବାହାରିଲେ ଜାଣିବ କି ଛତୁ ହେଇଗଲା .ଏବେ ସେଥିରେ

 ସ୍ୱାଦ ଅନୁସାରେ ଲୁଣ ପକେଇକି ଗୋଳେଇବା .ଏବେ ଗ୍ୟାସ କୁ ବନ୍ଦ କରିଦେବା .

Step -10:-

ଛତୁ ଦୋ ପିଆଯା ଟା ଶୁଖିଲା ହୋଇଥାଏ .ଆପଣଙ୍କ ମନ ପସନ୍ଦ ସହ ଲଗେଇକି ଖାଇପାରିବେ .


SECRET  TIPS:-

*ଆପଣ ଚାହିଁଲେ ଏଥିରେ ମଟର ଛୁଇଁ ,କାପ୍ସିଗମ ପକେଇପାରିବେ.

*ଏଥିରେ କଢ ଛତୁ ନେବା .ଫୁଟିଲା ଛତୁ ନେବେନି .

*ଛତୁ ଦୋ ପିଆଯା ରେ last କୁ ଲୁଣ ପକେଇବେ କାରଣ ଲୁଣ ପକେଇଲେ ପାଣି ବାହାରି ଥାଏ ତେଣୁ

 last କୁ ଲୁଣ ପକେଇବା .

Kitchen cabinets White Marble Wallpaper Oil Proof Waterproof Floor
KITCHEN WHITE MARBLE WALLPAPER OIL PROOF,RS.329


Kitchen cabinets White Marble Wallpaper Oil Proof Waterproof Floor

TAGS:-

#MUSHROOM DO PYAZA RECIPE

#ଛତୁ ଦୋ ପିଆଯା

#mushroom recipe in odia

#foodstorys

 


PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

 

 

 

 

 

 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1