RAW MUSHROOM CURRY WITHOUT FRY

 

RAW MUSHROOM CURRY WITHOUT FRY

ଛତୁ କୁ ନ ଭାଜିକି କଞ୍ଚା ଛତୁ ତରକାରୀ

CUISION:- Indian,    SKILL LEVEL:- Beginner

RAW MUSHROOM CURRY WITHOUT FRY
RAW MUSHROOM CURRY WITHOUT FRY

///////////////////////////////////////////////////////////////////////////////////////////

TABLE OF CONTENTS:-

INGREADIENTS

METHOD

TIPS & TRICKS

TAGS


SOCIAL MEDIA LINK

FACEBOOK PAGE

foodstoryss

PINTEREST

foodstoryss

INSTAGRAM

foodcrezy

TWITTER

foodstoryss

 ସମସ୍ତେ ଛତୁ ତରକାରୀ କଲା ବେଳେ ଛତୁ କୁ ଭାଜିକି ତରକାରୀ କରିଥାଉ . ତେଣୁ ବହୁତ ସମୟ ଲାଗିଥାଏ .

ଆଜି ମୁ କଞ୍ଚା ଛତୁ ରେ ଛତୁ ତରକାରୀ କରିବା ଶିଖେଇବି. କଞ୍ଚା ଛତୁ ତରକାରୀ ବହୁତ ଜଲଦି 

ଆଉ ବହୁତ ସ୍ୱାଦିଷ୍ଟ ହୋଇଥାଏ.

ଏଇ ତରକାରୀ କଲା ବେଳେ କଢ ଛତୁ ନେବା .ଫୁଟିଲା ଛତୁ ରେ ଭଲ ହୋଇନଥାଏ .

ତଳେ କିଛି secret  tips ଦେଇଛି .ସେମିତି ପଢ଼ିକି ଘରେ ତିଆରି କରନ୍ତୁ.

ଯଦି କିଛି ବୁଝିବାରେ ଅସୁବିଧା ହଉଛି , ମତେ comment  box  ରେ

message କରନ୍ତୁ . ଯଦି typing ରେ ଭୁଲ ହେଇଥିବ ମୁଁ କ୍ଷମା ମାଗି ଦଉଛି  .

ଆଉ ଯଦି ଭଲ ଲାଗିଲା ସମସ୍ତଙ୍କୁ share କରନ୍ତୁ.

 ଆପଣଙ୍କ  ବିଚାର ରେ ମୁ ସବୁ ବେଳେ ସ୍ୱାଗତରେ ଅଛି . Jay Jagannath^^^^---^^^

                                                              Alway Smile .

ମୁଁ ଆଶା କରୁଛି ଏହି recipe ଆପଣ ମାନଙ୍କୁ ଭଲ ଲାଗିବ .ଏବେ ଚାଲନ୍ତୁ ଶିଖିବା ଘରେ

କଞ୍ଚା ଛତୁ ତରକାରୀ  କେମିତି  କରିବା .

INGREDIENTS :-

MARINATION ପାଇଁ :-

*2cup କଢ ଛତୁ

*3ଚାମଚ fresh ଦହି

*1ଚାମଚ ଅଦା ରସୁଣ ପେଷ୍ଟ

*ଅଧା ଚାମଚ ହଳଦୀ ଗୁଣ୍ଡ

*ଅଧା ଚାମଚ ଲଙ୍କା ଗୁଣ୍ଡ

*ଅଧା ଚାମଚ ଗରମ ମସଲା

*ଅଧା ଚାମଚ କସ୍ତୁରୀ ମେଥି

ମସଲା ପାଇଁ :-

*ଅଧା ଚାମଚ ଫୁଟଣ

*1ଟା ତେଜପତ୍ର

*1ଚୁଟକୀ ହିଙ୍ଗୁ

*1ଟା ପିଆଜ (ପୁରା ଛୋଟ ଛୋଟ କାଟିବା ନେବା  )

*1ଟା ଟମାଟୋ (ଛୋଟ ଛୋଟ କାଟିକି ନେବା )

*7ଟା ରସୁଣ ପାଖୁଡା

*1ଟା ଶୁଖିଲା ଲଙ୍କା

*1ଚାମଚ ପୋସ୍ତ

*3ଟା କାଜୁ

*5ଟା ବାଦାମ

*ଅଧା ଚାମଚ ମଗଜ ମଞ୍ଜି

*1ଚାମଚ ହଳଦୀ ଗୁଣ୍ଡ

*1ଚାମଚ ଲଙ୍କା ଗୁଣ୍ଡ

*1ଚାମଚ ଜିରା ଗୁଣ୍ଡ

*1ଚାମଚ ଧନିଆ ଗୁଣ୍ଡ

*1ଚାମଚ ଚିକେନ ମସଲା

*1ଚାମଚ ଗରମ ମସଲା

*ସ୍ୱାଦ ଅନୁସାରେ ଲୁଣ

*1ଟା ସିଝା ଆଳୁ (4ଫାଳ କରିକି ନେଇପାରିବେ )


Dry Fruit Cutter and Slicer, Almond Cutter and Slicer
DRY FRUIT CUTTER,RS.249

Dry Fruit Cutter and Slicer, Almond Cutter and Slicer

METHOD :-

Step -1:-

ପ୍ରଥମେ କଢ ଛତୁ ନେବା .ତାକୁ 2ଫାଳ କାଟିବା .ଆଉ ଗୋଟେ ଜାଗା ରେ ଅଧା ଜାଗା ପାଣି ,

ଅଧା ଚାମଚ ହଳଦୀ ଗୁଣ୍ଡ ଦେଇକି କାଟିକି ରଖିଥିବା ଛତୁ କୁ ସେ ପାଣି ରେ ଦେବା ଆଉ ଭଲସେ

ଗୋଳେଇ ଦେବା .ତକ 10min ଛାଡ଼ିଦେବା .

RAW MUSHROOM CURRY WITHOUT FRY
RAW MUSHROOM CURRY WITHOUT FRY
Step -2:-

10min ପରେ 5ଥର ଛତୁ କୁ ଭଲସେ ଧୋଇବା .ତା ପରେ ହାତରେ ଛତୁକୁ ହାଲକା ଚିପୁକି ଆଉ

ଗୋଟେ ଜାଗା ରେ ରଖିବା . ସେଥିରେ 3ଚାମଚ fresh ଦହି, 1ଚାମଚ ଅଦା ରସୁଣ ପେଷ୍ଟ,

ଅଧା ଚାମଚ ହଳଦୀ ଗୁଣ୍ଡ,ଅଧା ଚାମଚ ଲଙ୍କା ଗୁଣ୍ଡ,ଅଧା ଚାମଚ ଗରମ ମସଲା,ଅଧା ଚାମଚ କସ୍ତୁରୀ ମେଥି କୁ

ଦେଇକି ଗୋଳେଇ ଦେବା .ତାକୁ 15min ଢାଙ୍କିକି ରଖିଦେବା

Step -3:-

ତାପରେ grinder ଜାର ନେବା ସେଥିରେ 1ଖଣ୍ଡ ଡାଲଚିନି ,1ଚାମଚ ଜିରା ,

1ଟା ପିଆଜ (ପୁରା ଛୋଟ ଛୋଟ କାଟିବା ନେବା),1ଟା ଟମାଟୋ (ଛୋଟ ଛୋଟ କାଟିକି ନେବା),

7ଟା ରସୁଣ ପାଖୁଡା,1ଟା ଶୁଖିଲା ଲଙ୍କା,1ଚାମଚ ପୋସ୍ତ,3ଟା କାଜୁ,5ଟା ବାଦାମ,ଅଧା ଚାମଚ ମଗଜ ମଞ୍ଜି କୁ ଦେବା,

 3ଚାମଚ ପାଣି ଦେଇକି ଜାର ଢାଂକନା ଦେଇକି ଭଲସେ grinding କରିକି ଗୋଟେ ଜାଗା ରେ ରଖିବା.

Step -4:-

ଗ୍ୟାସ ରେ କଢେଇ ବସେଇବା .3ଚାମଚ ରିଫାଇନ ତେଲ ଦେବା .ଭଲସେ ଗରମ କରିବା.

Step-5:-

ତେଲ ଭଲସେ ଗରମ ହେଲା ପରେ ଗ୍ୟାସ flmae କୁ low flame କରିଦେବା .ସେଥିରେ ଅଧା ଚାମଚ ଫୁଟଣ .

ଫୁଟଣ ଭଲସେ ଫୁଟିଲା ପରେ ,1ଟା ତେଜପତ୍ର ,1ଚୁଟକୀ ହିଙ୍ଗୁ ,ଅଧା ଚାମଚ ହଳଦୀ ,ଅଧା ଚାମଚ ଲଙ୍କା ଗୁଣ୍ଡ

ପକେଇକି ଟିକେ ଗୋଳେଇ ଦେବା .ତାପରେ ସାଙ୍ଗ ସାଙ୍ଗେ grinding କରିକି ରଖିଥିଲେ ତାକୁ ଦେବା

ଭଲସେ ଗୋଳେଇ ଦେବା .ତାକୁ 3min ଢାଙ୍କି ଦେବା


Mini Handy and Compact Chopper
CHOPPER,RS.260

Mini Handy and Compact Chopper

Step -6:-

 3min ପରେ ଢ଼ାଙ୍କୁଣା ଖୋଲିବା ସେଥିରେ 1ଚାମଚ ହଳଦୀ ଗୁଣ୍ଡ ,1ଚାମଚ ଲଙ୍କା ଗୁଣ୍ଡ ,1ଚାମଚ ଜିରା ଗୁଣ୍ଡ ,

1ଚାମଚ ଧନିଆ ଗୁଣ୍ଡ, 1ଚାମଚ ଚିକେନ ମସଲା ,1ଚାମଚ ଗରମ ମସଲା,ଅଧା ଛୋଟ ତାଟିଆ ପାଣି ଦେଇକି

ଗୋଳେଇ ଦେବ .ତାକୁ 4min ଢାଙ୍କିଦେବା .

Step -7:-

4min ପରେ ଢାଂକନା ଖୋଲିକି  ଦେଖିବା ମସଲା side ରୁ ତେଲ ବାହାରିଛିକି ,ତେବେ ଜାଣିବ ମସଲା

ଭଲସେ ହେଇଯାଇଛି .

Step -8:-

ତାପରେ ଛତୁ କୁ ଯଉ ଢାଙ୍କିକି ରଖିଥିଲେ ତାକୁ ଦେବା ଆଉ ଭଲସେ ଗୋଳେଇ ଦେବା.ଏବେ ଗ୍ୟାସ flame କୁ

 medium flame କରିଦେବା .ଆଉ ଢାଙ୍କିଦେବା.

RAW MUSHROOM CURRY WITHOUT FRY
RAW MUSHROOM CURRY WITHOUT FRY

Step -9:-

ଜମା ପାଣି ଦେବେନି .ଛତୁ ରେ ପାଣି ବାହାରିଥାଏ .ସେଇ ଛତୁ ରେ ଯଉ ପାଣି ବାହାରିଥିବ,

ସେ ପାଣି ଭଲସେ ମରିଯିବ ଆଉ ମସଲା ଭଲସେ କଷି ହେଇକି ମସଲା side ରୁ ପୁଣି ତେଲ 

ଛାଡିବା ଭଳିଆ ହେଇଯିବ ସେତେ ବେଳେ ସ୍ୱାଦ ଅନୁସାରେ ଲୁଣ ଅଧା cup ପାଣି,ସିଝା ଆଳୁ କୁ  ଦେଇ

ଭଲସେ ଗୋଳେଇକି 5min ଢାଙ୍କିଦେବା .

Step -10:-

5min ପରେ ଢାଂକନା ଖୋଲିବା ଆଉ ଭଲସେ ଗୋଳେଇ ଦେବା .ତାପରେ  ଗ୍ୟାସ କୁ ବନ୍ଦ କରିଦେବେ .

ଏବେ ଆପଣଙ୍କ କଞ୍ଚା ଛତୁ ତରକାରୀ ହେଇଗଲା ଏହାକୁ ଭାତ ,ରୁଟି ,ପରଟା ଆପଣଙ୍କ ମନ ପସନ୍ଦ ସହ

ଲଗେଇକି ଖାଇପାରିବେ . 

Electric Handheld Milk Wand

ELECTRIC HANDHELD MILKWAND,RS.259

Electric Handheld Milk Wand

SECRET TIPS:-

*ଏଥିରେ କଢ ଛତୁ ନେବା .ଫୁଟିଲା ଛତୁ ନେବେନି .

*ଆପଣ ଚାହିଁଲେ ଏଥିରେ କାପ୍ସିଗମ ପକେଇପାରିବେ.

*ଛତୁ ତରକାରୀ ରେ last କୁ ଲୁଣ ପକେଇବେ କାରଣ ଲୁଣ ପକେଇଲେ ପାଣି ବାହାରି ଥାଏ

ତେଣୁ last କୁ ଲୁଣ ପକେଇବା .

TAGS:-

#RAW MUSHROOM CURRY WITHOUT FRY

#ଛତୁ କୁ ନ ଭାଜିକି କଞ୍ଚା ଛତୁ ତରକାରୀ

#resturant style mushroom curry

#easy and quick mushroom recipe

 

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

 

 

 

 

 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1