COTTAGE CHEESE CURRY


COTTAGE CHEESE CURRY//ଛେନା ତରକାରୀ

 CUISION:- Indian,    SKILL LEVEL:- Beginner

COTTAGE CHEESE CURRY
COTTAGE CHEESE CURRY

//////////////////////////////////////////////////////////////////////////////////////////////////////////////////////////////////


 

TABLE OF CONTENTS:-

INGREADIENTS

METHOD

TIPS & TRICKS

TAGS


SOCIAL MEDIA LINK

FACEBOOK PAGE

foodstoryss

PINTEREST

foodstoryss

INSTAGRAM

foodcrezy

TWITTER

foodstoryss

ଆମେ ସମସ୍ତେ ପନିର ବିଭିନ୍ନ ପ୍ରକାର item ଖାଇଥିବା .କିନ୍ତୁ ଆଜି ମୁ ଛେନା ରେ ତରକାରୀ କରେଇବା ଶିଖେଇବି .

ଆପଣ କ୍ଷୀର କୁ ଛିଣ୍ଡେଇକି ଛେନା କରିକି କରିପାରିବେ .ଏହାକୁ ଆମେ ଛେନା ରେ ତିଆରି କରିବା .ଛେନା ତରକାରୀ 

ଘରେ କରନ୍ତୁ ବହୁତ ସ୍ୱାଦିଷ୍ଟ ହୋଇଥାଏ .

Multifunctional Drain Shelf Sink Storage Rack for Kitchen
DRAIN SHELF SINK STORAGE,RS.199

Drain Shelf Sink Storage

ତଳେ କିଛି secret  tips ଦେଇଛି .ସେମିତି ପଢ଼ିକି ଘରେ ତିଆରି କରନ୍ତୁ.

ଯଦି କିଛି ବୁଝିବାରେ ଅସୁବିଧା ହଉଛି , ମତେ comment  box  ରେ

message କରନ୍ତୁ . ଯଦି typing ରେ ଭୁଲ ହେଇଥିବ ମୁଁ କ୍ଷମା ମାଗି ଦଉଛି  .

ଆଉ ଯଦି ଭଲ ଲାଗିଲା ସମସ୍ତଙ୍କୁ share କରନ୍ତୁ.

 ଆପଣଙ୍କ  ବିଚାର ରେ ମୁ ସବୁ ବେଳେ ସ୍ୱାଗତରେ ଅଛି . Jay Jagannath^^^^---^^^

                                                              Alway Smile .

ମୁଁ ଆଶା କରୁଛି ଏହି recipe ଆପଣ ମାନଙ୍କୁ ଭଲ ଲାଗିବ .ଏବେ ଚାଲନ୍ତୁ ଶିଖିବା ଘରେ

ଛେନା ତରକାରୀ  କରିବା.

INGREDIENTS:-

*2ବଡ cup ଛେନା

*1ଚାମଚ ମଇଦା

*1ଛୋଟ ଚାମଚ ଚିନି

*ସ୍ୱାଦ ଅନୁସାରେ ଲୁଣ

*1ଟା ବଡ  ସିଝା ଆଳୁ

*1ଟା ପିଆଜ (କଟା ହେଇଥିବା ପିଆଜ

*8ଟା ରସୁ ପାଖୁଡା

*1ଇଞ୍ଚ ଅଦା

*1ଚାମଚ ଜିରା

*1ଚାମଚ ପୋସ୍ତ

*1ଟା ଟମାଟୋ

*1ଟା ଗୁଜୁରାତି 4ଟା ଗୋଲମରିଚ,ଛୋଟ ଖଣ୍ଡ ଡାଳଚିନ ,2ଟା ଲବଙ୍ଗ

*1ଚାମଚ ହଳଦୀ ଗୁଣ୍ଡ

*1ଚାମଚ ଲଙ୍କା ଗୁଣ୍ଡ

*1ଚାମଚ ଗରମ ମସଲା ଗୁଣ୍ଡ

*1ଚାମଚ ଚିକେନ ମସଲା ଗୁଣ୍ଡ

 

Dishwasher Liquid Holder Instant Refill Durable
DISHWASHER LIQUID HOLDER INSTANT REFILL DURABLE,RS.238


Dishwasher Liquid Holder Instant Refill Durable

METHODS :-

Step -1:-

ପ୍ରଥମେ ଗୋଟେ ଥାଳି ରେ 2cup ଛେନା ନେବା ଆଉ ତାକୁ ଭଲ ସେ 10min ଚକୁଟିବା .ତାପରେ 1ଚାମଚ ମଇଦା 

ପକେଇକି 5min ଚକୁଟିବା.ଯେତେ ଭଲସେ ଚକୁଟିବା ସେତେ ଭଲ ତେଲ ରେ ଛାଣି ହେବ .ଭଲସେ ଚକୁଟିଲେ 

ଛାଙ୍କିବା ସମୟରେ ଖୋଲିଯିବ.

COTTAGE CHEESE CURRY
COTTAGE CHEESE CURRY

 Step -2:-

ତାପରେ ତାକୁ ଛୋଟ ଛୋଟ ଗୋଲ କରିକି ଗୋଟେ ଜାଗାରେ ଛାଡି ଛାଡି କରିକି ରଖିବା.

COTTAGE CHEESE CURRY
COTTAGE CHEESE CURRY
Step -2:-

ତାପରେ grinder jar ରେ 1ଟା ପିଆଜ (କଟା ହେଇଥିବା ପିଆଜ ),8ଟା ରସୁ ପାଖୁଡା ,1ଇଞ୍ଚ ଅଦା ,1ଚାମଚ ଜିରା ,

1ଚାମଚ ପୋସ୍ତ ,1ଟା ଟମାଟୋ (ଛୋଟ ଛୋଟ କଟା ହେଇଥିବା )ସବୁକୁ ଭଲସେ grinding କରିଦେବା .

Step -3:-

ଗ୍ୟାସ ରେ କଢେଇ ବସେଇବା .ଛାଙ୍କିବା ପାଇଁ ଯେତିକି ତେଲ ଦରକାର ସେତିକି ତେଲ ନେବା .

Step -4:-ତେଲ ଭଲ ସେ ଗରମ ହେଲା ପରେ ଛେନା ଗୋଳା କୁ ଗୋଟେ ଗୋଟେ ପକେଇବା ଆଉ  ଝାଞ୍ଜରା ରେ 

କଢେଇ ତଳ କୁ ବୁଲେଇବା ନହେଲେ ଛେନା ଗୋଳା ତଳେ ଲାଗିଯିବ .ଛେନା ଗୋଳା ପକେଇଲା ପରେ ଗ୍ୟାସ flame 

କୁ medium କରିଦେବା .ଆଉ ଭଲ ସେ light brown କରିବା କାରଣ ତରକାରୀ କଲେ ଝୋଳ ତା ଭଲସେ ଛେନା 

ଗୋଳା ଭିତରେ ପଶିବ.ନହେଲେ ଛେନା ତରକାରୀ ଭଲ ଲାଗିବନି .

ଏମିତି ଛେନା ଗୋଳା କୁ ଛାଙ୍କିକି ଗୋଟେ ଜାଗାରେ ରଖିବା

 

COTTAGE CHEESE CURRY
COTTAGE CHEESE CURRY
Step -5:-

ସେଇ କଢ଼େଇରେ ତେଲ ଯଦି ଥିବ ସେଇ ତେଲ ରେ ତରକାରୀ କରିବା

Step -6:-.

ତେଲ ଭଲସେ ଗରମ ହେଲା ପରେ 1ଛୋଟ ଚାମଚ ଚିନି ଦେବା .ଚିନିଟା  light brown color ହେଲା ପରେ

 1ଟା ଗୁଜୁରାତି 4ଟା ଗୋଲମରିଚ,ଛୋଟ ଖଣ୍ଡ ଡାଳଚିନ ,2ଟା ଲବଙ୍ଗ ପକେଇବା .

 Step -7:-

ତାପରେ grinding କରିଥିବା ମସଲା କୁ ପକେଇବା .ଆଉ ସେଥିରେ 1 ଚାମଚ ହଳଦୀ ଗୁଣ୍ଡ,1ଚାମଚ ଲଙ୍କା ଗୁଣ୍ଡ ,

1ଚାମଚ ଚିକେନ ମସଲା ଗୁଣ୍ଡ ପକେଇକି ଭଲସେ କଷିବା ,ଯେମିତି ମସଲା side ରୁ ତେଲ ବାହାରିବ,ସେତେବେଳେ 

ଜାଣିବେ ମସଲାଭଲସେ କଷି ହେଇଗଲା ତାପରେ ସ୍ୱାଦ ଅନୁସାରେ ଲୁଣ ପକେଇକି ଗୋଳେଇବା .

COTTAGE CHEESE CURRY
COTTAGE CHEESE CURRY
Step -8:-

ଏବେ ସେଥିରେ ସିଝା ଆଳୁ ଦେଇକି ଗୋଳେଇବା ଆଉ 3min ଢାଙ୍କିଦେବା .

Step -9:-

ତାପରେ 2cup garam ପାଣିଦେବା .ଆଉ ଭଲସେ ଫୁଟିଲା ପରେ ଛାଣି ଥିବା ଛେନା ଗୋଳା କୁ ପକେଇବା .ଆଉ 

1ଚାମଚ ଗରମ ମସଲା ପକେଇକି ଭଲସେ ଗୋଳେଇ ଦେବା .ଆଉ ଗ୍ୟାସ flame କୁ low flame କରିକି 5min 

ଢାଙ୍କିଦେବା ..ତାପରେ ଗ୍ୟାସ କୁ ବନ୍ଦ କରିଦେବା .

COTTAGE CHEESE CURRY
COTTAGE CHEESE CURRY

ଏବେ ଆପଣଙ୍କ ଛେନା ତରକାରୀ ହେଇଗଲା . ହାକୁ ଆପଣଙ୍କ ପସନ୍ଦ ଅନୁସାରେ ଲଗେଇକି ଖାଇପାରିବେ .

SECRET TIPS :-

*ଆପଣ ମଇଦା ଜାଗାରେ ସୁଜି ନେଇ ପାରିବେ ,ସୁଜି ନଥିଲେ cornflour ନେଇ ପାରିବେ.

*ଆପଣ ଚାହିଁଲେ ମଗଜ ମଞ୍ଜି ,ବାଦାମ ,ନଡ଼ିଆ କୋରା କୁ grinding କରିପାରିବେ.

*ଯଦି ପିଆଜ ରସୁଣ ପକେଇବାକୁ ଚାଁହୁନଥିବେ ତେବେ ପକେଇବେନି .

*ଆପଣ  ଚାହିଁଲେ ଘରେ କ୍ଷୀର କୁ ଛିଣ୍ଡେଇକି ଛେନା କରିପାରିବେ.

*ଯଦି ଛେନା ନଥିବା ତେବେ ପନିର କୁ କୋରିକି ଯେମିତି process ରେ କହିଥିଲି ସେମିତି କରିପାରିବେ

*ଯଦି ଛେନା କରିବାକୁ ଚାଁହୁଥିବେ ତେବେ ମୁ link ଦଉଚି ତାକୁ ଦେଇକି ଘରେ କରିପାରିବେ .

 TAGS :-

#ଛେନା ତରକାରୀ

#chena tarkari

#COTTAGE CHEESE CURRYIN ODIA

#foodstorys

 

Hit Killer – Cockroach Killer Spray
Hit Killer – Cockroach Killer Spray,Rs.269


Hit Killer – Cockroach Killer Spray

PLEASE LIKE, COMMENT, SHARE AND SUBSCRIBE .

THANK YOU^^^^^^^^-----------^^^^^^^^^

www.foodstorys.in

 

 

 

 

 

 

 

 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

article add1

article add1

article ad1